ପାଣ୍ଡିଆନ ନେତା ନୁହଁନ୍ତି, ସେ ଜଣେ ମ୍ୟାନେଜର୍: ସମ୍ବିତ

ଭୁବନେଶ୍ୱର :(ଜେଏମଜେ ନ୍ୟୁଜ ): ପାଣ୍ଡିଆନ ନେତା ନୁହଁନ୍ତି, ସେ ଜଣେ ମ୍ୟାନେଜର୍। ନେତା ହିସାବରେ ତାଙ୍କୁ କେବେ ମାନିନାହୁଁ। ଆଜି ଏଭଳି କହିଛନ୍ତି ବିଜେଡି ନେତା ତଥା ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ତେବେ ଆଜି ବି ପାଣ୍ଡିଆନଙ୍କ ପ୍ରତି…

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା।

ଭୁବନେଶ୍ୱର : ଜେଏମଜେ ନ୍ୟୁଜ: (ସମୀର ରଞ୍ଜନ ନାୟକ ) ସହିଦନଗର ଗଣଦୁଷ୍କର୍ମ ମାମଲା । ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା. କମିଶନରେଟ ପୋଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ । ପୂର୍ବରୁ…

ପୁଅର ମୃତ୍ୟୁ କୁ ନେଇ ଥାନାରେ ଏତଲା ଦେଲେ ହ୍ୟୁମାନଙ୍କ ମାଆ

ଭୁବନେଶ୍ୱର :ଜେଏମଜେ ନ୍ୟୁଜ: (ସମୀର ରଞ୍ଜନ ନାୟକ ) ଥାନାରେ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା । କଟକ ମର୍କତ ନଗର ଥାନାରେ ଦ୍ୱାରସ୍ଥ ହେଲେ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା । ହ୍ୟୁମାନଙ୍କର ମୃତ୍ୟୁ ହୋଇନାହିଁ…

“କଲ୍ଲୋଳ–୨୦୨୫” ଅନୁଷ୍ଠିତ

କରଞ୍ଜିଆ: ଜେଏମଜେ ନ୍ୟୁଜ: ( ଜିତେନ୍ଦ୍ରରାଜ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଷଷ୍ଠ ବାର୍ଷିକ ଉତ୍ସବ “କଲ୍ଲୋଳ–୨୦୨୫” ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଦେବଦତ୍ତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବାର୍ଷିକ…

ଭଞ୍ଜ ଭୂମି ପାଲାକାର ସଂଘ ର ସାଧାରଣ ପରିଷଦ ବୈଠକ

କରଞ୍ଜିଆ-ଜେଏମଜେ ନ୍ୟୁଜ: ( ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ବୀରଯଦୁନାଥପୁର ପୁଣ୍ୟତୟା ବୈତରଣୀ ନଈ କୂଳରେ ମୟୂରଭଞ୍ଜ ଭଞ୍ଜ ଭୂମି ପାଲାକାର ସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ଼ଃ ସୁଧାଂଶୁ ଶେଖର ଗିରି…

ଟାଟା ହଟାଅ ଦାବିରେ ୨୬ରେ କଂଗ୍ରେସର ଜନ ଜାଗରଣ ଆନ୍ଦୋଳନ

ଭୁବନେଶ୍ୱର : (ଜେଏମଜେ ନ୍ୟୁଜ ): ଆସନ୍ତା ୨୬ ତାରିଖରେ ଜନ ଜାଗରଣ ଆନ୍ଦୋଳନ କରିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ବିଜେଡି ଗାନ୍ଧୀଙ୍କ ପଥରେ ଚାଲୁଛି ।…

ଡିସେମ୍ବର 21.2025

ଯାହା ଦେଖେ ତାହା ଲେଖେ.. ଆପଣଙ୍କର jmjnews ଓଡ଼ିଆ

ଆସନ୍ତା ୨୬ରେ ରାଜ୍ୟବ୍ୟାପୀ ବିଜେଡି ପାଳିବ ୨୯ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: (ଜେଏମଜେ ନ୍ୟୁଜ) : ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳିତ ହେବ । ଏହା ସହିତ ଦଳର ମୁଖ୍ୟାଳୟ “ଶଙ୍ଖ ଭବନ” ଠାରେ ମହାସମାରୋହରେ ପାଳନ କରାଯିବ ବୋଲି ଆଜି ଦଳ ପକ୍ଷରୁ…

ରାଜ୍ୟ ଭଲ ସ୍ଥିତିରେ ନାହିଁ, ଅସଲ ମୁଦ୍ଦା ଦୂରେଇ ଯାଉଛି: ଅରୁଣ ସାହୁ

ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ) ରାଜ୍ୟରେ ଏକ ନୂତନ ଆଞ୍ଚଳିକ ମୁଣ୍ଡ ଟେକୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଚର୍ଚ୍ଚା ମଧ୍ୟରେ ବିଜେଡ଼ି ବନ୍ଧୁ ମିଳନ ଭୋଜି ଆଉ ଏକ ପ୍ରସଙ୍ଗ ହୋଇଯାଇଛି । ବିଜେଡ଼ି ନେତୃତ୍ୱ ପାଇଁ ଅଙ୍କ…

ABCD ପବ୍ଲିକ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ

ବେଗୁନିଆପଡା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ଏବିସିଡି ପବ୍ଲିକ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ ବେଶ ଧୂମଧାମ ରେ ପାଳିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଅଶୋକ ସେନାପତି ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ…