ନାରାହାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ
କୋଟପାଡ଼: ଜେଏମଜେ ନ୍ୟୁଜ (ରଶ୍ମିତା ପାଣିଗ୍ରାହୀ ): କୋଟପାଡ଼ ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାରାହାଣ୍ଡି (ପ୍ରତିଷ୍ଠା ହେବାର ୭୦ବର୍ଷ ପରେ) ଠାରେ ପ୍ରଥମ ଥର ପାଇଁ ବାର୍ଷିକ ଉତ୍ସବ ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ସାଂସଦ ପ୍ରତିନିଧି…
ଆସିକାରେ ଆରମ୍ଭ ହେଲା ଇଟା ଭାଟି ଭଙ୍ଗା ଅଭିଯାନ
ଆସିକା :ଜେଏମଜେ ନ୍ୟୁଜ (ହରିହର ପାଢ଼ୀ ): ଆସିକା ତହସିଲ ଅନ୍ତର୍ଗତ ବାବନପୁର ଏବଂ ଗୁଣ୍ଠପଡା ରାଜସ୍ୱ ନିରୀକ୍ଷକ ଅଧୀନରେ ଥିବା ଇଟା ଭାଟି ଉପରେ ଚଢ଼ାଉ କରି ଇଟା ଭାଟି ଭଙ୍ଗା ଅଭିଯାନ ଆରମ୍ଭ ହୋଇଥିଲା lଏହି ଚଢ଼ାଉ କାର୍ଯ୍ୟକ୍ରମ…
କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତି ସଭା ପାଳିତ
ଭଞ୍ଜନଗର : ଜେଏମଜେ ନ୍ୟୁଜ(ପୁରୁଷୋତ୍ତମ ମହାପାତ୍ର ): ଭଂଜ ସାହିତ୍ୟରେ ଆଧ୍ୟାତ୍ମିକ ଏବଂ ସମାଜ ଚେତନା ରହିଛିଦେବଭୂମି ବେଦ ଭୂମି ଭାରତବର୍ଷର ଯେଉଁ କେତୋଟି ସାରସ୍ଵତ ପୀଠ ରହିଛି ତନ୍ମଧ୍ୟରୁ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପବିତ୍ର ସାରସ୍ବତ ପୀଠ ଘୁମୁସର ଅଗ୍ରଗଣ୍ୟ।…
ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ୨୬ତମ ବାର୍ଷିକ ଉତ୍ସବ
ଗୋପାଳପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ମାଣ୍ଡିଆପଲ୍ଲୀ ସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ରଙ୍ଗେଇଲୁଣ୍ଡାରେ ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଅଧକ୍ଷୟତା କରିବା ସହ ଦକ୍ଷ…
କ୍ରୀଡା ଶିକ୍ଷୟିତ୍ରୀଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା।
ବୌଦ୍ଧ : ( ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ବ୍ଲକ ବାଉଁଶୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ବୈଜୟନ୍ତୀ ରଥଙ୍କୁ ଜାତୀୟ ଦିବସ ପାଳନ ପରିଚାଳନା କମିଟି ବାଉଁଶୁଣୀ ପକ୍ଷରୁ ଅବସରକାଳିନ ସମ୍ବର୍ଦ୍ଧନା ଦିଆଯାଇଛି। କମିଟି ସଭାପତି ଦଶରଥ ମେହେରଙ୍କ…
ରାଜ୍ୟ ସଭା ପ୍ରାଥୀ ଦୌଡ଼ରେ କଂଗ୍ରେସରୁ ଲଳିତ ମୋହନ!
ଭୁବନେଶ୍ୱର: ଜେଏମଜେ ନିୟୁଜ୍(ପ୍ରମୋଦ କୁମାର ମହାପାତ୍ର)ରାଜ୍ୟ ସଭା ନିର୍ବାଚନ ପାଇଁ ଓଡିଶା ରାଜନୀତି ସରଗରମ ଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ପ୍ରାଥୀ ଘୋଷଣା ପାଇଁ ଆରମ୍ଭ ହୋଇଛି ରଣନୀତି.. ଇତି ମଧ୍ୟରେ କଂଗ୍ରେସ ରୁ ଲଳିତ…
ସାଇ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ
ବୁଗୁଡ଼ା: ଜେଏମଜେ ନ୍ୟୁୁଜ (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସାଇ ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ ସଭାପତି ମାନସ କୁମାର ପ୍ରଧାନଙ୍କ ପୌରହିତ୍ଯରେ ତ୍ରୟୋଦଶତମ ବାର୍ଷିକ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିରଞ୍ଚି…
ସ୍ପାସ୍ର ପକ୍ଷରୁ ଅନ୍ତର୍ଜାତୀୟ କର୍ମଶାଳା
ବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଜର) ଠାରେ ଦୁଇ ଦିନଆ ନାନୋ ମାଟେରିଆଲ୍ସ ଏବଂ ନାନୋ ଫୋଟୋନିକ୍ସ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ କର୍ମଶାଳାରେ…
ନୂତନ ଭତ୍ତା ବାଣ୍ଟିଲେ. ମନ୍ତ୍ରୀ
ବୁଗୁଡା: ଜେଏମଜେ ନ୍ୟୁଜ (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭତ୍ତା ବଣ୍ଟନ ହୋଇଯାଇଛି। ସକାଳ ୧୦ ଘଣ୍ଟିକା ସମୟରେ ପରିଷଦ ପ୍ରାଙ୍ଗଣରେ ଅନୁଷ୍ଠିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା…
ଚବିଶି ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା
ବୌଦ୍ଧ: ଜେଏମଜେ ନ୍ୟୁଜ : (ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଶ୍ରୀ ରଘୁନାଥ ନାଟ୍ୟ ସଂସଦ ପକ୍ଷରୁ ଫାଲଗୁନ ପୂର୍ଣ୍ଣିମା ଉପଲକ୍ଷେ ଆୟୋଜିତ ୨୪ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର…











