ମାଟ୍ରିକ୍ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ: ନଭେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ
କଟକ: ମାଟ୍ରିକ୍ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ନଭେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ବୋର୍ଡ ୱେବସାଇଟ୍ www.bseodisha.ac.inକୁ ଯାଇ ଅନଲାଇନ୍ରେ କରି ହେବ ଫର୍ମ ପୂରଣ । ମାଧ୍ୟମିକ…
ଯୁକ୍ତ ୨ ନାମଲେଖା ଅବଧି ବୃଦ୍ଧି, ସୂଚନା ଦେଲା CHSE
ଭୁବନେଶ୍ୱର: (ଜେଏମଜେ ବ୍ୟୁରୋ ): ବଢ଼ିଲା ଯୁକ୍ତ ୨ ନାମଲେଖା ସମୟ ଅବଧି । ନାମଲେଖା ସମୟ ବଢ଼ିବା ନେଇ ସୂଚନା ଦେଲା CHSE । ବିନା ଜରିମନାରେ ଫର୍ମ ପୂରଣ ତାରିଖ ଆସନ୍ତା ୧୧ ତାରିଖ ଯାଏଁ ବୃଦ୍ଧି କରାଯାଇଛିସେହିପରି…
ଯିଏ ଅଣ୍ଡା ନଖାଉଛନ୍ତି, ତାଙ୍କୁ ଫଳଦିଅ।
ଜେଏମଜେ ବ୍ୟୁରୋ : ଗଣଶିକ୍ଷା ବିଭାଗର ତାଗିଦ୍, ଏଥିରେ ଯେମିତି ଖରାପ ପ୍ରଚାର ନହୁଏ ! ଯିଏ ଅଣ୍ଡା ନଖାଉଛନ୍ତି, ତାଙ୍କୁ ଫଳ ଦିଅ । ଏମିତି କିଛି କହି ତାଗିଦ କରିଛି ଗଣ ଶିକ୍ଷା ବିଭାଗ । ସବୁ ଜିଲ୍ଲା…
ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଏବେ ହେବ ପାସ୍-ଫେଲ୍
👉ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର!👉ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଏବେ ହେବ ପାସ୍–ଫେଲ୍ ପ୍ରଣାଳୀ👉ଜିଲ୍ଲାସ୍ତରରେ ହେବ ପ୍ରଶ୍ନପତ୍ର ମୁଦ୍ରଣ ଓ ମୂଲ୍ୟାୟନ👉ଫେବ୍ରୁଆରିରେ ପରୀକ୍ଷା, ମାର୍ଚ୍ଚ ଶେଷ ସପ୍ତାହରେ ଫଳ ପ୍ରକାଶ ଜେଏମଜେ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର…
ଫୁଲଟା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି “ଅନୁଷ୍ଠିତ।
ବ୍ରହ୍ମପୁର : (ଜେଏମଜେ ନ୍ୟୁଜ ): ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୌଞ୍ଜୁ ଠାରେ ଫୁଲଟା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି “crcc ବିବେକାନନ୍ଦ ସାମନ୍ତରାୟ ଙ୍କ ତତ୍ୱା ବଧାନ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନିକ ଭାବେ ବିଦ୍ୟାଳୟ…
ଜାଭିୟର୍ସ ହାଇ ସ୍କୁଲ ରେ ଆୟୋଜିତ ଶିକ୍ଷା କର୍ମଶାଳା ମୁନ -୨୦୨୫
ବ୍ରହ୍ମପୁର: (ଜେଏମଜେ ନ୍ୟୁଜ ): ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରେ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ସହ ସବୁ କ୍ଷେତ୍ରରେ କିପରି ସଫଳତା ଓ ବିକାଶ ହୋଇପାରିବ ସେଥିନେଇ ଚାରି ଦିନ ଧରି ଆୟୋଜିତ ମୁନ୍ -୨୦୦୫…
କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025 ଅନୁଷ୍ଠିତ।
ବ୍ରହ୍ମପୁର :(ଜେଏମଜେ ନ୍ୟୁଜ): ସ୍ଥାନୀୟ ସିମାଦ୍ରୀ ପଣ୍ଡା ସରକାରୀ ପୌର ଉଚ୍ଚବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇ ଅଛି। କରଣ ସାହି କ୍ଲଷ୍ଟରର ସିଆରସିସି ଶ୍ରୀଯୁକ୍ତ ଅନୁଜ କୁମାର ପ୍ରଧାନଙ୍କ ତତ୍ତ୍ୱIବଧାନରେ ଉକ୍ତକାର୍ଯ୍ୟଟି ସୂଚାରୁ ରୂପେ ପରିଚାଳିତ ହୋଇଅଛି l…
ଚାଚା ନେହେରୁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2025 ଅନୁଷ୍ଠିତ।
ବ୍ରହ୍ମପୁର,:(ଜେଏମଜେ ବ୍ୟୁରୋ ): ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଚାଚା ନେହେରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷା ବର୍ଷର ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଚାଚା ନେହେରୁ କ୍ଲଷ୍ଟର ସମ୍ବଳ ସଂଯୋଜକ ଶ୍ରୀ ବାଙ୍କ ପ୍ରଧାନ ସଂଯୋଜନାରେ…
ସୁନାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୁରଭି-୨୦୨୫ ଅନୁଷ୍ଠିତ
ଚିକିଟି: (ଜେଏମଜେ ନ୍ୟୁଜ): ସୁନାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ପନ୍ନଗଭୂଷଣ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ…
ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ପୋଷଣ ମାସ ଦିବସ ପାଳିତ
ବୁଗୁଡ଼ା :-(ଜେଏମଜେ ବ୍ୟୁରୋ ): ଗଞ୍ଜାମ ଜିଲ୍ଲା ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଦ୍ୟ ତା-17.10.2025 ଦିବସ କୁ ରାଷ୍ଟ୍ରୀୟ ପୋଷଣ ମାସ ଦିବସ ପାଳନ ଅବସରରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ଙ୍କ ପୌରହିତ୍ୟରେ ଛାତ୍ରଛାତ୍ରୀ,…















