ସରକାରୀ ଡାକ୍ତରଖାନାରେ ବଢିଲା ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ

ଜେଏମଜେ ବ୍ୟୁରୋ : ସରକାରୀ ଡାକ୍ତରଖାନାରେ ବଢିଲା ରୋଗୀଙ୍କ ଖର୍ଚ୍ଚ । ଇନଡୋର ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ ବଢିଲା । ସାଧାରଣ ଖାଦ୍ୟ ଖର୍ଚ୍ଚ 127 ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଶିଶୁଙ୍କ ଖାଦ୍ୟ ଖର୍ଚ୍ଚ 110 ଟଙ୍କା ବୃଦ୍ଧି ।ତେବେ…

କବିସୂର୍ଯ୍ୟନଗରେ କଲବଲ କଲାଣି ମଶା, ହାତ ବାନ୍ଧି ବସିଛି ଏନଏସି ଓ ସ୍ୱାସ୍ଥ୍ୟ ବିଭାଗ.. ଡେଙ୍ଗୁ ଆଶଙ୍କା.!

👉ମଶା ଦମନ ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ନାହିଁ… 👉ଛଡ଼ାଯାଉନି ଗମ୍ବୁସିଆ ମାଛ.. 👉ମ୍ୟାଲେରିଆ, ଡେଙ୍ଗୁ ବ୍ୟାପିବା ଆଶଙ୍କା.. କବିସୂର୍ଯ୍ୟନଗର :(ଜେଏମଜେ ବ୍ୟୁରୋ): କବିସୂର୍ଯ୍ୟନଗର ରେ କଲବଲ କଲେଣି ମଶା। ଦିନକୁ ଦିନ ଏମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଏମାନଙ୍କୁ ନିୟନ୍ତ୍ରଣ କରିବାକୁ…

ଏମ୍‌କେସିଜିରେ ୮ ବିଭାଗରେ ପ୍ରଫେସର ଶୂନ!

ବ୍ରହ୍ମପୁର: (ଜେଏମଜେ ବ୍ୟୁରୋ ): ଏମକେସିଜି ମେଡିକାଲ କଲେଜ ଦିନକୁ ଦିନ ରୁଗଣ ହେବାରେ ଲାଗିଛି ା ଏଠାରେ କାର୍ଯ୍ୟରତ ବହୁ ବରିଷ୍ଠ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରି ନିଆଯାଉଥିଲେ ହେଁ ସେହି ଅନୁପାତରେ ଏଠାକୁ ବରିଷ୍ଠ ଡାକ୍ତରଙ୍କୁ ପଠାଯାଉନାହିଁ। ବର୍ତ୍ତମାନ…

ସବୁ ଗ୍ରାମ ପଞ୍ଚାୟତରେ ହେବ ଆୟୁଷମାନ ଆରୋଗ୍ୟ ମନ୍ଦିର.

ଭୁବନେଶ୍ବର:(ଜେଏମଜେ ବ୍ୟୁରୋ): ତଳ ସ୍ତରରେ କିଭଳି ସ୍ବାସ୍ଥ୍ୟ ସେବା ପହଞ୍ଚିବ । ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କଟକ ଏସସିବି ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପପିଟାଲ ଭଳି ବଡ଼ ଡାକ୍ତରଖାନାଗୁଡ଼ିକରୁ ଚାପ କମାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ…

ରାଜ୍ୟର ୧୨ଟି ଜିଲ୍ଳାରେ ନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଜେଏମଜେ ବ୍ୟୁରୋ : ରାଜ୍ୟର ୧୨ଟି ଜିଲ୍ଳାରେ ନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) । ଫଳରେ ସିଡିଏମ୍‌ଓ କରୁଥିବା କାର୍ଯ୍ୟ ଯଥା-ପ୍ରଶାସନିକ କାର୍ଯ୍ୟ, ସ୍ୱାସ୍ଥ୍ୟସେବା, ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା, ରୋଗୀଙ୍କ ଅଭିଯୋଗ ଶୁଣି ସମାଧାନ କରିବା, ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡିକୁ…

23 ବର୍ଷ ର ଏମ୍ବୁଲେନ୍ସ ରେ ବୁହାହେଉଛି ରୋଗୀ.. କିନ୍ତୁ ନୂଆ ଏମ୍ବୁଲେନ୍ସ ମେଡିକାଲ ରେ ଖତ ଖାଉଛି..

ଜେଏମଜେ ବ୍ୟୁରୋ : ସ୍ୱାସ୍ଥ୍ୟ କେନ୍ଦ୍ର ଥାଇ ଭଗବାନ ଭରସା ରେ କବିସୂର୍ଯ୍ୟନଗର ବାସୀ.. ମିଳୁନି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା.. କିମ୍ବା ମୌଳିକ ସୁବିଧା.. 24 ବର୍ଷ ର ନବୀନ ସରକାର ରେ ଠିକାଦାରରୀ ଶାସନ ରେ ସୀମିତ ରହିଯାଇଛି ସ୍ୱାସ୍ଥ୍ୟ…