ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା
ଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ ଖାଲି ଘୋଷଣା…
MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି
ଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ ବ୍ଲକର ନିଷ୍ପତି…
ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ୬ ଆସନରେ ହେବ ଉପନିର୍ବାଚନ
ଜେଏମଜେ ବ୍ୟୁରୋ : ଦେଶର ୬ଟି ଆସନରେ ଉପନିର୍ବାଚନନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫ଟି ବିଧାନସଭା ଆସନ ଓ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହେବ। ଆସନ୍ତା…
ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଲେ…
ଜେଏମଜେ ନ୍ୟୁଜ : କେବେ ହେବ ଛାତ୍ର ସଂସଦ ନିର୍ବାଚନ ? ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାର ପ୍ରସ୍ତୁତି କରୁଥିବା ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।ମନ୍ତ୍ରୀଙ୍କ ଏହି ସୂଚନା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ର…
ଶେଷ ହେଲା ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
କଟକ : ଜେଏମଜେ ନ୍ୟୁଜ : ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ କଟକଠାରେ ଅନୁଷ୍ଠିତ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଦ୍ଵିତୀୟ ଦିବସରେ ଆଜି ଯୋଗ ଦେଇ କାର୍ଯ୍ୟକାରିଣୀକୁ ସମ୍ବୋଧିତ କରିବା ଅବସରରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ବି.ଏଲ.ସନ୍ତୋଷ କହିଛନ୍ତି…
ଆଗାମୀ ପଞ୍ଚାୟତ ଓ NAC ନିର୍ବାଚନରେ BJP ବିଜୟୀ ହେବ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ଦୃଢ଼ୋକ୍ତି
ଭୁବନେଶ୍ୱର : ଜେଏମଜେ ବ୍ୟୁରୋ : ଆଗାମୀ ପଞ୍ଚାୟତ ଓ NAC ନିର୍ବାଚନରେ BJP ବିଜୟୀ ହେବ । ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଦୃଢ଼ୋକ୍ତି ପ୍ରକାଶ କରିଛି ଦଳ। ଲୋକଙ୍କୁ ଶେଷ ପର୍ଯ୍ୟନ୍ତ ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ…
୬ ମାସ ପରେ ପଂଚାୟତ ଭୋଟ ! ଗାଁ ଦଖଲ ପାଇଁ ଅଙ୍କ କଷିଲେଣି ତିନି ପ୍ରମୁଖ ଦଳ।
ଜେଏମଜେ ବ୍ୟୁରୋ : ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସବୁକିଛି ଠିକ୍ଠାକ୍ ରହିଲେ ଆସନ୍ତା ୬ ମାସ ମଧ୍ୟରେ ହୋଇପାରେ ପଞ୍ଚାୟତ ନିର୍ବାଚନ । ଆଉ ଏହାକୁ ନେଇ ଏବେଠୁ ସରଗରମ ହେଲାଣି…
ସମାନ ସମୟରେ ଦିଲ୍ଲୀ ଗ୍ରସ୍ତରେ ଓଡ଼ିଶାର ୩ ମୁଖିଆ: ଜୋର ଧରିଲା ରାଜନୈତିକ ଚର୍ଚ୍ଚା।
ଜେଏମଜେ ବ୍ୟୁରୋ : ଦିଲ୍ଲୀରେ ଓଡ଼ିଶାର ତିନି ମୁଖିଆ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅନ୍ୟପଟେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଚରଣ ଦାସ । ତିନି ପ୍ରମୁଖ ଦଳର ତିନି…
ଛତ୍ରପୁର ପୌର ପରିଷଦ ଉପାଧ୍ୟକ୍ଷଙ୍କ ସହ ବିଜେଡି ଛାଡ଼ିଲେ ୧୦ କାଉନସିଲର
ଛତ୍ରପୁର : ଜେଏମଜେ ନ୍ୟୁଜ : ଗଞ୍ଜାମ ଛତ୍ରପୁରରେ ବିଜେଡିକୁ ବଡ଼ ଝଟକା । ଛତ୍ରପୁର ପୌର ପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ କାଉନସିଲର ଛାଡିଲେ ବିଜେଡି। ଆଜି ସମସ୍ତେ ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ଛତ୍ରପୁର ସର୍କିଟ ହାଉସରୁ ବାହାରି ଏମାନେ…
ଜେଲ ଆଗରେ ବିଜେଡି ନେତାଙ୍କ ଭିଡ଼
ବ୍ରହ୍ମପୁର : ଜେଏମଜେ ନ୍ୟୁଜ (ତପେନ୍ଦ୍ର ଡାକୁଆ ): ବିକ୍ରମଙ୍କୁ ସ୍ୱାଗତ ପାଇଁ ବିଜୁ ଜନତା ଦଳର ଶୀର୍ଷ ନେତୃ ମଣ୍ଡଳୀ ଓ ଜିଲ୍ଲା ବିଜେଡି ର ବହୁ ବରିଷ୍ଠ ନେତାଙ୍କ ଜେଲ ସାମନାରେ ଭିଡ।କାହାକୁ ଗିରଫ କରିବା ବେଳେ ପୋଲିସ…
















