ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁର:(ଜେଏମଜେ ନ୍ୟୁଜ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ ପ୍ରାଙ୍ଗଣରେ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ଖ୍ୟାତନାମା ଆଧ୍ୟାତ୍ମିକ ମାର୍ଗଦର୍ଶିକା, ଜୀବନ ପରିଚାଳନା ବିଶେଷଜ୍ଞା, ଅନ୍ତରାଷ୍ଟ୍ରୀୟ ପ୍ରେରଣା ଦାୟକ ଅଭିଭାଷିକା ତଥା ବରିଷ୍ଠ ରାଜଯୋଗ ଶିକ୍ଷିକା ବ୍ରହ୍ମାକୁମାରୀ ଶିବାନୀ…
ଶ୍ରଦ୍ଧା ଫାଉଣ୍ଡେସନ ” ତରଫରୁ ଅସହାୟ ଦିବ୍ୟାଙ୍ଗ ପରିବାରଙ୍କୁ ସହାୟତା ପ୍ରଦାନ
ବ୍ରହ୍ମପୁର (ଜେଏମଜେ ନ୍ୟୁଜ ): ସହରର ଅଗ୍ରଣୀ ସମାଜସେବା ଅନୁଷ୍ଠାନ “ଶ୍ରଦ୍ଧା ଫାଉଣ୍ଡେସନ ” ତରଫରୁ ରାଧାକୃଷ୍ଣ ବିଲ ସାହିରେ ରହୁଥିବା ଭି. ଜାନକୀ ରାଓ ଓ ତାଙ୍କ ଦିବ୍ୟାଙ୍ଗ ପୁଅ ଅସହାୟ ହୋଇ ଫାଉଣ୍ଡେସନକୁ ସହାୟତା ପାଇଁ ଅନୁରୋଧ କରିବା…
ଓଡ଼ିଶା ଡିଜିଟାଲ୍ ମିଡ଼ିଆ ଆସୋସିଏସନ୍ର ମିଡ଼ିଆ କନକ୍ଲେଭ୍-୨୦୨୫.
ବ୍ରହ୍ମପୁର:(ଜେଏମଜେ ନ୍ୟୁଜ ): ଓଡ଼ିଶା ଡିଜିଟାଲ୍ ମିଡ଼ିଆ ଆସୋସିଏସନ୍ର ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ ମିଡ଼ିଆ କନ୍କ୍ଲେଭ୍-୨୦୨୫ ବ୍ରହ୍ମପୁର ସ୍ଥିତ ସରକାରୀ ଆଇ.ଟି.ଆଇ. ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲା ଶାଖା ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ସଭାପତି ତୁଷାର…
ଦାରିଙ୍ଗବାଡିରେ ଖସୁଛି ପାରଦ
ଜେଏମଜେ ବ୍ୟୁରୋ : ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ ଶୀତ ଧୀରେ ଧୀରେ ଅନୁଭୂତ ହେଉଛି। ଘର ଭିତର ଅପେକ୍ଷା ଶୀତ ବାହାର…
ନିର୍ବାଚନର ପୂର୍ବ ଦିନ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଏହି ସମୟରେ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ବିଭାଗର ଚଢାଉ କରିଛି । କୋମନା ସ୍ଥିତ ମନୋଜ ମିଶ୍ରଙ୍କ ବାସଭବନରେ ଆୟକର ବିଭାଗର ପକ୍ଷରୁ ଚଢାଉ କରାଯାଇଛି…
ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ
ଜେଏମଜେ ବ୍ୟୁରୋ : ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ । ନୂଆପଡ଼ା ଉପନିର୍ବାଚନରେ ସାମିଲ ପୋଲିଂ ପାର୍ଟିଗୁଡ଼ିକୁ ସହାୟତା କରିବ ଏହି ବିମାନ…
ଲୋକପ୍ରିୟ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଛନ୍ତି ଅଭିନେତା
ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ଓଡ଼ିଆ ଲୋକପ୍ରିୟ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର ଦୁର୍ଘଟଣାଗ୍ରସ୍ତ । କାର ସାମ୍ନାକୁ କୁକୁରୁ ଆସିଯିବାରୁ ନିୟନ୍ତ୍ରଣ ହରାଇ କେନାଲ ଭିତରକୁ ଖସିଲା ଗାଡ଼ି । ଫଳରେ ଅଳ୍ପକେ ବର୍ତ୍ତିଛନ୍ତି ଅଭିନେତା । ବର୍ତ୍ତମାନ କାରଟିକୁ ସେଠାରୁ କ୍ରେନ…
ଫୋନରେ ଧମକ ପରେ ମୁଖ୍ୟମନ୍ତ୍ରୀ ଓ ପୋଲିସକୁ ସୁରକ୍ଷା ମାଗିଛନ୍ତି ପୀତବାସଙ୍କ ପତ୍ନୀ.
ବ୍ରହ୍ମପୁର (ଜେଏମଜେ ନ୍ୟୁଜ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପତ୍ନୀ ସୁସ୍ମିତା ପଣ୍ଡା ଆଣିଲେ ସାଂଘାତିକ ଅଭିଯୋଗ । ସେ କହିଛନ୍ତି, ‘ସ୍ବାମୀଙ୍କ ହତ୍ୟାରେ ବିକ୍ରମ ପଣ୍ଡାଙ୍କ ରହିଛି ଶତ ପ୍ରତିଶତ ସଂପୃକ୍ତି । ଆମ ଜୀବନ…
ସାଲୁର ଘାଟିରେ ହୁତୁହୁତୁ ହୋଇ ଜଳିଲା OSRTC ଇଣ୍ଟରଷ୍ଟେଟ୍ ଏକ୍ସପ୍ରେସ୍, ସମସ୍ତ ଯାତ୍ରୀ ସୁରକ୍ଷିତ.।
କୋରାପୁଟ : (ଜେଏମଜେ ବ୍ୟୁରୋ ): ସାଲୁର ଘାଟିରେ ଓଏସଆରଟିସି ଇଣ୍ଟରଷ୍ଟେଟ୍ ଏକ୍ସପ୍ରେସ୍ ବସ୍ରେ ହଠାତ୍ ନିଆଁ ଲାଗିଯାଇଛି।ବସ୍ଟି ବିଶାଖାପାଟଣାରୁ ବାହାରି ଜୟପୁର ଅଭିମୁଖେ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଛି।ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍ଟି ହୁତୁହୁତୁ ହୋଇ…
ଯୁଗ ବଦଳିବା ସଙ୍ଗେ ନୌବାଣିଜ୍ୟର ଢାଞ୍ଚା ବଦଳିଲା।ଅତୀତର କଳିଙ୍ଗ (ଗଞ୍ଜାମ) ରେ ତଥାପି ବଞ୍ଚିରହିଛି ପରମ୍ପରା
ଜେଏମଜେ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଆ ଓ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବଡ଼ ନିଦର୍ଶନ । କୃଷି, ସମର ଓ ନୌବାଣିଜ୍ୟକୁ ନେଇ ଉତ୍କଳୀୟ ପରମ୍ପରା । ଏହି ପରମ୍ପରା ସହ ବେଶ ଭଲ ଭାବେ ଜଡ଼ିତ ଗଞ୍ଜାମ ଜିଲ୍ଲା।…
















