ମହିଳା ମାଓବାଦୀ ମୋଙ୍ଗଡ଼ିଙ୍କ ଆତ୍ମସମର୍ପଣ;

ରାଉରକେଲା: ଜେଏମଜେ ନ୍ୟୁଜ : ଜଣେ ମହିଳା ମାଓବାଦୀ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୂଚନାଥାଉକି, ସେ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ବାଙ୍କୋ ଖଣିରୁ ୫ ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାରେ ସଂପୃକ୍ତ ଥିଲେ। ଆତ୍ମସମର୍ପଣ କରିଥିବା…

ଓଡ଼ିଆ ପକ୍ଷ-୨୦୨୬: ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ

ଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ ନିଜର ଦୈନନ୍ଦିନ ଜୀବନର ଅଂଶବିଶେଷ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ଗତ ବର୍ଷ ୨୦୨୫ ମସିହାରେ ସାରା ରାଜ୍ୟରେ ପ୍ରଥମ ଥର…

30 ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ।

ଜେଏମଜେ ବ୍ୟୁରୋ : ପଶ୍ଚିମ ଏସିଆ ପରିସ୍ଥିତି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି I ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌କୁ ୨୪ ଘଣ୍ଟିଆ ଆକ୍ସନ୍…

ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର : ଜେଏମଜେ ନ୍ୟୁଜ ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ। ସନ୍ଧ୍ୟାରେ ଲୋକସେବା ଭବନରେ ବସିବ ବୈଠକ। ଭିସିରେ ଯୋଡ଼ି ହେବେ ରାଜ୍ୟର ସମସ୍ତ ଜିଲ୍ଲାପାଳ। ଶକ୍ତି ସଙ୍କଟ ମୁକାବିଲା ନେଇ ହେବ ଗୁରୁତ୍ଵପୂର୍ଣ୍ଣ ଆଲୋଚନା। ମଧ୍ୟପ୍ରାଚ୍ୟ…

ବିଧାୟିକାଙ୍କ ଅଭିଯୋଗକୁ SPଙ୍କ ଖଣ୍ଡନ…

-ବିଧାୟିକା ମନୋରମା ମହାନ୍ତିଙ୍କ ଅଭିଯୋଗକୁ କଳାହାଣ୍ଡି ଏସ୍‌ପିଙ୍କ ଖଣ୍ଡନ-ପରିବାର ଲୋକଙ୍କୁ ଗାଳିଗୁଲଜ ନେଇ କରିଥିବା ଅଭିଯୋଗ ଠିକ୍‌ ନୁହେଁ-ନିୟମ ଅନୁସାରେ ପୋଲିସ ବିଧାୟକଙ୍କ ସ୍ବାମୀକୁ ପଚରାଉଚରା ପାଇଁ ଯାଇଥିଲା

ପୋଲିସକୁ ଚାପୁଡ଼ା ମାରି ଥାଆନ୍ତି: ବିଧାୟିକା

ଜେଏମଜେ ବ୍ୟୁରୋ : ପୋଲିସକୁ ଚାପୁଡ଼ା ମାରି ଥାଆନ୍ତି: ବିଧାୟିକା -ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ନର୍ଲା ବିଧାୟିକା ମନୋରମା ମହାନ୍ତି-ଭୁବନେଶ୍ବର ସରକାରୀ କ୍ୱାର୍ଟର୍ସରେ କେସିଙ୍ଗା ପୋଲିସ ପଶିଥିବାରୁ ବର୍ଷିଲେ-ବିନା ସୂଚନାରେ ପୋଲିସ କ୍ୱାର୍ଟର୍ସକୁ କାହିଁକି ଆସିଲା ପଚାରିଲେ-ସହାୟିକା ଓ ଝିଅକୁ…

29 ମାର୍ଚ୍ଚ 2026 ରେ ପ୍ରକାଶିତ

ଲୋକଙ୍କ ସ୍ୱର, ଦାବୀ କୁ ନେଇ ଆମର ଖବର

କୋଦଳା ପିଏମ୍ ଶ୍ରୀ ସ୍ବର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

କୋଦଳା:ଜେଏମଜେ ନ୍ୟୁଜ :(ଭଗବାନ ପାଢ଼ୀ ): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ପିଏମ୍ ଶ୍ରୀ ସ୍ବର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟର ୭୧ତମ ବାର୍ଷିକ ଉତ୍ସବ ମହାସମାରୋହ ସହ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଓ ଗୁରୁବାର ୨ ଦିନ ଧରି…

ଜରାଜୀର୍ଣ୍ଣ ଅବସ୍ଥାରେ ନୂଆଁଗଡ଼ ଶ୍ମଶାନ ଗୃହ ।

ବେଗୁନିଆପଡ଼ା: (ଭଗବାନ ପାଢ଼ୀ ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଗଡ ଗ୍ରାମର ଶ୍ମଶାନ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ସୂଚନା ଅନୁଯାଇ ଏହି ଶ୍ମଶାନ ଗୃହଟି ବହୁ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା…

ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର….ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀ

ପୁରୁଷୋତ୍ତମପୁର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି ପାହାଡ ପ୍ରକମ୍ପିତ ହେବାରେ ଲାଗିଛି । ମା’ଙ୍କ…