ବଲାଙ୍ଗୀର ରେ ବିଜେଡି ର ଶିକ୍ଷା ବଞ୍ଚାଅ ଅଭିଯାନ

ବଲାଙ୍ଗୀର : ଜେଏମଜେ ନ୍ୟୁଜ : ବଲାଙ୍ଗିର ରାଜରାସ୍ତାରେ ଜୋରଦାର ହେଲା ବିକ୍ଷୋଭ, ତୀବ୍ର ହେଉଛି ବିଜେଡିର ଶିକ୍ଷା ବଞ୍ଚାଅ ଆନ୍ଦୋଳନ। ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ଵଂସ କରିବାକୁ ବସିଛି ବିଜେପି ସରକାର, ତୁରନ୍ତ ଇସ୍ତଫା ଦିଅ ଗଣଶିକ୍ଷା ମନ୍ତ୍ରୀ।

ତୃତୀୟ ଦିନରେ ଆଶାୟୀ ଶିକ୍ଷକ ସଂଘର ବିକ୍ଷୋଭ, ପେନସନ୍ ଓ ଅନୁଦାନ ଦାବିରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଧର୍ମଘଟ

ତୃତୀୟ ଦିନରେ ଅଶାୟୀ ଶିକ୍ଷକ ସଂଘର ବିକ୍ଷୋଭ, ପେନସନ୍ ଓ ଅନୁଦାନ ଦାବିରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଧର୍ମଘଟ ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଧାନସଭା ଅଧିବେଶ ବେଳେ ଯେମିତି ଦୃଶ୍ୟ ଦେଖିବାକୁ ମିଳେ, ଲୋୟର ପିଏମଜିରେ ଏବେ ସେମିତି ଦୃଶ୍ୟ।…

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବୃଦ୍ଧି ପାଉଥିବା ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସହରଦ୍ୱୟର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଏକ ସମୀକ୍ଷା…

ସୁପ୍ରିମକୋର୍ଟ​‌ରେ ଡିଜିପି ନିଯୁକ୍ତି ମାମଲା : ପକ୍ଷ ରଖିଲେ ଓଡିଶା ସରକାର : ଶୁଣାଣି ଘୁଞ୍ଚିଲା

ଭୁବନେଶ୍ବର: ଜେଏମଜେ ନ୍ୟୁଜ : ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ମଙ୍ଗଳବାର ଶୁଣାଣି ହୋଇଥିଲା। ଏଥିରେ ଓଡିଶା ସରକାର ନିଜ ପକ୍ଷ ରଖିଛନ୍ତି। ତେବେ ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।ଓଡିଶାରେ ଡିଜିପି…

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଅଭିଯୁକ୍ତ ଗିରଫ, ବହୁ ଜାଲିଆତି ସାମଗ୍ରୀ ଜବତ

ଛତ୍ରପୁର : ଜେଏମଜେ ନ୍ୟୁଜ : ବେକାର ଯୁବକ-ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ଜାଲିଆତି ଚକ୍ରର ପର୍ଦ୍ଦାଫାସ କରିଛି ଗଞ୍ଜାମ ପୋଲିସ। ଚାକିରି ଦେବା ନାଁରେ ଜଣେ ଯୁବକଙ୍କଠାରୁ ୫୦ ହଜାର ଟଙ୍କା ଠକେଇ…

୩୬ ମାମଲାରେ ବିଚାର ଶେଷ; ସବୁଥିରୁ ନିର୍ଦ୍ଦୋଷରେ ଖଲାସ ଆଜାଦ

ଜେଏମଜେ ବ୍ୟୁରୋ : ଦୀର୍ଘବର୍ଷ ଧରି ବିଭିନ୍ନମାଓବାଦୀ ହିଂସା ମାମଲାରେ ଜେଲ୍‌ରେ ଥିବା ମାଓନେତା ଡୋନା କେଶବ ରାଓ ଓରଫ ଆଜାଦ ଆଜି ସମସ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡିରେ ଗଠିତ ସ୍ୱତନ୍ତ୍ର ଅଦାଲତରେ ତାଙ୍କ ବିରୋଧରେ ଥିବା…

ରାଖି ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା

ରାଜ୍ୟର ମହିଳା ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆସନ୍ତା ଅଗଷ୍ଟ ୨୮ ତାରିଖ, ରାଖି ପୂର୍ଣ୍ଣିମା ଦିନ ହିତାଧିକାରୀଙ୍କ ଖାତାକୁ ‘ସୁଭଦ୍ରା’ ଯୋଜନାର ଟଙ୍କା ପଠାଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ନୟାଗଡ଼ରେ ଏନେଇ…

ରାଜ୍ୟପାଳଙ୍କୁ ଭେଟିଲେ ଅସ୍ଥାୟୀ ଡିଜିପି ବିନୟତୋଷ ମିଶ୍ର

ଭୁବନେଶ୍ବର: ଜେଏମଜେ ନ୍ୟୁଜ : ଅନ୍ତରୀଣ ଡିଜିପି ଭାବେ ଆଇପିଏସ ବିନୟତୋଷ ମିଶ୍ର ଦାୟିତ୍ବ ନେବା ପରେ ସୋମବାର ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ତାଙ୍କୁ ଶୁଭେଛା ଜଣାଇଛନ୍ତି। ବିନୟତୋଷଙ୍କ ନୂତନ ଦାୟିତ୍ୱରେ…

ନିତିନ ନବୀନଙ୍କ ନୂଆ ଟିମ୍ ଘୋଷଣା : ୨ ଓଡ଼ିଆ ସାମିଲ

ନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ବିଜେପି ଜାତୀୟ ସାଂଗଠନିକ କର୍ମକର୍ତ୍ତା ଘୋଷଣା। ନୂଆ ଟିମ୍ ଘୋଷଣା କଲେ ନିତିନ ନବୀନ। ବିଜେପି ଅଧ୍ୟକ୍ଷ ନିତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ମହାସଚିବ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ…

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ବୌଦ୍ଧ ଜେଏମଜେ ନ୍ୟୁଜ (ପୂର୍ଣ୍ଣ ଚରଣ ସାହୁ )ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ପ୍ରାଙ୍ଗଣରେ ବିଡ଼ିଓ ଶ୍ରୀମତୀ ସାମୀ ରେଡ୍ଡୀ ଜୟଶ୍ରୀ ଙ୍କ ତତ୍ତ୍ୱlବଧାନରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ…