ଜନ୍ହାପଙ୍କ ଠାରେ ମାର୍କେଟ କମ୍ପ୍ଲେକ୍ସର ଉଦଘାଟନ କଲେ ସରକାରୀ ଦଳ ମୁଖ୍ୟ ସଚେତକ

ବୌଦ୍ଧ : ଜେଏମଜେ ନ୍ୟୁଜ : (ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜନ୍ହାପଙ୍କ ମାରୁତି ଯୁବକ ସଂଘ ନିକଟରେ ନିର୍ମାଣ କରାଯାଇଥିବା ୩ ଗୋଟି ଦୋକାନ ଗୃହ ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି ମୁଖ୍ୟ…

କଣ୍ଟାମାଳ ହାଇସ୍କୁଲରେ ବଜ୍ରପାତ ପ୍ରତି ସାବଧାନତା କାର୍ଯ୍ୟକ୍ରମ

ବୌଦ୍ଧ : ଜେଏମଜେ ନ୍ୟୁଜ : (ପୂର୍ଣ୍ଣ ଚରଣ ସାହୁ )କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ୍‌ (JRC) ତରଫରୁ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିପତ୍ତି ଓ…

ଏନ ଜି ଓ ସି ସି ର ସାଧାରଣ ଅଧିବେଶନ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ : ଜେଏମଜେ ନ୍ୟୁଜ : (ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା ଅଣଗେଜେଟେଡ କର୍ମଚାରୀ ସମନ୍ଵୟ ସମିତିର ଏକ ଜରୁରୀ ବୈଠକ ସଭାପତି ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସମିତି ସହ ଅନୁବନ୍ଧିତ ବିଭିନ୍ନ…

ଗଞ୍ଜାମରେ ବିନା ଅନୁମତିରେ ଶୋଭାଯାତ୍ରା ମନା

ଛତ୍ରପୁର :ଜେଏମଜେ ନ୍ୟୁଜ : ଗଞ୍ଜାମ ପୋଲିସ ଜିଲ୍ଲାରେ ୯୦ ଦିନ ପାଇଁ ଲାଗୁ ହେଲା ଧାରା ୩୦। ଏହା ଅନୁଯାୟୀ କୌଣସି ସଭା ସମିତି, ଶୋଭାଯାତ୍ରା ଓ ଜନସମାବେଶ କରିବାକୁ ହେଲେ ସମ୍ପୃକ୍ତ ଏସଡିପିଓ କିମ୍ବା ଥାନା ଅଧିକାରୀଙ୍କ ଅନୁମତି…

ଆଇପିଏସ୍ ସ୍ତରରେ ଅଦଳବଦଳ, ଆଶିଷ ସିଂହ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି

ଭୁବନେଶ୍ୱର : ଜେଏମଜେ ନ୍ୟୁଜ ରାଜ୍ୟ ସରକାର ବରିଷ୍ଠ ଆଇପିଏସସ୍ତରରେ ଏକ ଅଦଳବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଆଶିଷ ସିଂହଙ୍କୁ ସରକାର ଉତ୍ତର କେନ୍ଦ୍ରାଞ୍ଚଳର ଡିଆଇଜି ଭାବେ ଅବସ୍ଥାପିତ କରିଛନ୍ତି । ଚରଣ ସିଂହ ମୀନାଙ୍କୁ ଉତ୍ତରାଞ୍ଚଳ…

ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଆସନ୍ତା ୨୮ ଅଗଷ୍ଟ ୨୦୨୬, ରାଖୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରାଯିବାକୁ ଥିବା ପରିପ୍ରେକ୍ଷୀରେ ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତିମୂଳକ…

ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

କଟକ: ଜେଏମଜେ ନ୍ୟୁଜ : ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।…

ବିକଳାଙ୍ଗ ମହିଳାଙ୍କୁ ଜନ ସମ୍ପର୍କ ସାମ୍ୱାଦିକ ସଂଘ ରାସନ ସାମଗ୍ରୀ ପ୍ରଦାନ

ଗୋଲାମୁଣ୍ଡା : ଜେଏମଜେ ନ୍ୟୁଜ (ପିତାମ୍ବର ବେହେରା) ଲଘୁ ଚାପ ଜନିତ ଲଗାଣ ବର୍ଷାରେ ବିକଳାଙ୍ଗ ସତ ମତି ମାଝୀଙ୍କ ଛାଉଣୀ ଭୁଶୁଡି ପଡିଥିଲା, ବେଳେ ଜନସମ୍ପର୍କ ସାମ୍ବାଦିକ ଖବରପ୍ରଶାରଣ ବେଳେ ପ୍ରସାଶନ ଙ୍କ ତତ୍ପରତା ଦେଖା ଦେଇଛି,, ସୂଚନାରୁ ପ୍ରକାଶ…

କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ ; ଆମେ ଗୁଣ୍ଡା ନୁହେଁ, ପେଟ ପାଟଣା ପାଇଁ ୧୨ ଘଣ୍ଟା ଖଟୁ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ମାଷ୍ଟର କ୍ୟାଣ୍ଟିନ୍ ଛକରେ ଅନଲାଇନ ଗାଡି ଚାଳକ ସଂଘର ହିଂସା ଘଟଣାରେ ଶୁକ୍ରବାର ବଡ ଖବର ସାମ୍ନାକୁ ଆସିଛି। କ୍ଷମା ପ୍ରାର୍ଥନା କଲା ସ୍ମାର୍ଟ ସିଟି ଅନଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର ସଂଘ। ଭିଡିଓ…

ଫାଇଲ୍ ଗାଏବ ପଛରେ ବଡ଼ ଷଡ଼୍‌ଯନ୍ତ୍ର! ମୁଖ୍ୟମନ୍ତ୍ରୀ ଙ୍କ ବଡ଼ ବୟାନ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଏମ୍‌ଓରୁ ଫାଇଲ ହଜିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ। ସବୁଠାରୁ ଲଜ୍ଜ୍ୟାଜନକ ଓ ଚମକାଇ ଦେବା କଥା ହେଉଛି କି ସ୍ୱାମୀଜୀଙ୍କ ହତ୍ୟାକାଣ୍ଡକୁ ନେଇ ଗଠିତ ଜଷ୍ଟିସ ମହାପାତ୍ର ଏବଂ ନାଇଡୁ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ…