ସିଏମ୍ କିଷାନ ଯୋଜନା: ବରଗଡ଼ ଜିଲ୍ଲାର ୧.୭୫ ଲକ୍ଷ ଚାଷୀ ପାଇଲେ ସହାୟତା

ବରଗଡ଼: ଜେଏମଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ): ସିଏମ କିଷାନ ଯୋଜନା ଅଧୀନରେ ବରଗଡ଼ ଜିଲ୍ଲାର ମୋଟ ୧,୭୪,୭୯୮ ଜଣ ହିତାଧିକାରୀ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ଏହି ଉପଲକ୍ଷେ ବରଗଡ଼ରେ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ…

କୋରାପୁଟ ଜିଲାର ୮୮,୨୮୯ ଚାଷୀଙ୍କୁ ୧୭.୮୮ କୋଟିର ସିଏମ୍‌-କିଷାନ ସହାୟତା

କୋରାପୁଟ : ଜେଏମଜେ ନ୍ୟୁଜ : ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କିସ୍ତିର…

ଜନ୍ମାଷ୍ଟମୀରେ ଚାଷୀଙ୍କୁ ଉପହାର, ଖାତାକୁ ଆସିଲା ସିଏମ୍‌ କିଷାନ୍‌ର ପଞ୍ଚମ କିସ୍ତି

ଭୁବନେଶ୍ବର : ଜେଏମଜେ ନ୍ୟୁଜ : ଚାଷୀଙ୍କୁ ମିଳିଲା ସିଏମ୍ କିଷାନ୍ ଯୋଜନାର ପଞ୍ଚମ କିସ୍ତି ଟଙ୍କା । ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ପ୍ରଦାନ । ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପେପରଲେସ୍‌ ହେବ ଦଲିଲ ପଞ୍ଜୀକରଣ, ୪ ପୃଷ୍ଠାରେ ରହିବ ସୀମିତ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଏଣିକି ପେପରଲେସ୍‌ ହେବ ଦଲିଲ୍‌ ପଞ୍ଜୀକରଣ । ଏଥିପାଇଁ ପୁରୁଣା ନିୟମରେ ସଂଶୋଧନ କରାଯିବ । ଏହା ସହ ପଞ୍ଜୀକରଣ ଦଲିଲକୁ ମାତ୍ର ୪ ପୃଷ୍ଠାରେ ସୀମିତ ରଖିବାକୁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର…

ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବୁଗୁଡ଼ା,୦୪/୦୯, ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ):ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ-ଉଲ୍ଲାସରେ ପାଳିତ ହୋଇଯାଇଛି । ଏ ଅବସରରେ ଶିଶୁ ବାଟିକା ବିଭାଗର ରାଧା ଓ କୃଷ୍ଣ ବେଶଧାରୀ…

୧୮ ବର୍ଷ ପରେ ବି ଖୋଲିପାରିନି ରହସ୍ୟ..ଆଜି ପୂରୁଛି ସ୍ୱାମୀଜୀଙ୍କ ୧୮ତମ ବଳିଦାନ ଦିବସ ।

ଜେଏମଜେ ବ୍ୟୁରୋ : ୧୮ ବର୍ଷ ପରେ ବି ଖୋଲିପାରିନି ରହସ୍ୟ। ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ୨୦୦୮ ମସିହା ଏହି ପବିତ୍ର ତିଥିରେ ହିଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଆଜି…

୯ ଦିନ ପରେ ସୁଡ଼ଙ୍ଗ ଭିତରୁ ଜୀବନ୍ତ ଉଦ୍ଧାର ୨ ଜଣ!

ଜେଏମଜେ ବ୍ୟୁରୋ : ନେପାଳରେ ଅଗଷ୍ଟ ୨୬ରେ ଆସିଥିବା ଭୟଙ୍କର ବନ୍ୟା ପରେ ଚାଲିଥିବା ଉଦ୍ଧାର ଅଭିଯାନ ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର। ଭୟଙ୍କର ବନ୍ୟାର ୯ ଦିନ ପରେ ତ୍ରିଶୁଳୀ-୩ ‘ଏ’ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗ ଭିତରୁ ଦୁଇ…

IAS ପାହ୍ୟାକୁ ପଦନ୍ନୋତି ହେଲେ ୧୪ OAS ଅଫିସର

ଭୁବନେଶ୍ୱର:ଜେଏମଜେ ନ୍ୟୁଜ : ରାଜ୍ୟର ୧୪ ବରିଷ୍ଠ OASଙ୍କ ପଦୋନ୍ନତି କଲେ ରାଷ୍ଟ୍ରପତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ୨୦୨୫ ସିଲେକ୍ଟ ଲିଷ୍ଟ ଆଧାରରେ ପଦନ୍ନୋତି ହୋଇଛି। ଓଡ଼ିଶା ରାଜ୍ୟ…

ଆଜି ଜନ୍ମାଷ୍ଟମୀ..ପୁର ଠୁ ପଲ୍ଲୀ ସବୁଠି କୃଷ୍ଣ ମୟ…

ଭୁବନେଶ୍ଵର: ଆଜି ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ଜନ୍ମାଷ୍ଟମୀ । ଏହି ଅବସରରେ ରାଜ୍ୟର ସମସ୍ତ କୃଷ୍ଣ ମନ୍ଦିର ଉତ୍ସବମୁଖର…

ସମାନ ସମୟରେ ଦିଲ୍ଲୀ ଗ୍ରସ୍ତରେ ଓଡ଼ିଶାର ୩ ମୁଖିଆ: ଜୋର ଧରିଲା ରାଜନୈତିକ ଚର୍ଚ୍ଚା।

ଜେଏମଜେ ବ୍ୟୁରୋ : ଦିଲ୍ଲୀରେ ଓଡ଼ିଶାର ତିନି ମୁଖିଆ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅନ୍ୟପଟେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଚରଣ ଦାସ । ତିନି ପ୍ରମୁଖ ଦଳର ତିନି…

You Missed

ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ
ଗଞ୍ଜାମରେ ଲଗାଣ ବର୍ଷା, ବଢୁଛି ନଦୀ ଜଳସ୍ତର ; ବିପଦ ସଙ୍କେତ ନିକଟରେ ଋଷିକୁଲ୍ୟା।
ଗଭୀର ଅବପାତ ପ୍ରଭାବରେ ବେହାଲ ଦକ୍ଷିଣ ଓଡିଶା
ଭୂସ୍ଖଳନ ପାଇଁ ଟ୍ରେନ୍‌ ଚଳାଚଳରେ ବ୍ରେକ୍‌, ବାତିଲ ହେଲା ୪ ଟ୍ରେନ୍‌, ୬ର ଚଳାଚଳ ଆଂଶିକ ବାତିଲ
ଲଗାଣ ବର୍ଷାରେ ପାହାଡ଼ରୁ ଧସିଲା ପଥର, ରାସ୍ତା ଅବରୋଧ, ୬ ଗାଁର ଯାତାୟାତ ପ୍ରଭାବିତ
ଜାତୀୟ ଜୁନିୟର ଥ୍ରୋ ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଦଳରେ ସ୍ଥାନ ପାଇଲେ  ସୁଶାନ୍ତ ମାଣ୍ଡିକା