ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି
ଭୁବନେଶ୍ବର: ଜେଏମଜେ ନ୍ୟୁଜ :ରାଜ୍ୟର ସ୍କୁଲ ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷକ ଅଭାବକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରାଜ୍ୟରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଛି। ଗୃହରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ…
ବର୍ଷାଛାଡିଲା ହେଲେଦୁଃଖ ଦେଇଗଲେ ଧନେଇ ବାଘୁଆ : ଜଳ ମଗ୍ନ ହୋଇ ରହିଛି ଏକର ଏକର ଚାଷ ଜମି..
କବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଜନିତ ଗଞ୍ଜାମ ଜିଲ୍ଲା ର ଚାଷୀ ଙ୍କ ପାଇଁ ଆଣିଛି ଦୁଃଖ l ଦୀର୍ଘ ଚାରି ଦିନ ଧରି ଲାଗିରହିଥିବା ବର୍ଷା ଶୁକ୍ରବାର ଠାରୁ ଛାଡ଼ିଯାଇଛି ସତ।…
MDDR ବିଲ ପ୍ରତ୍ୟାହର ଦାବିରେ ରାୟଗଡାରେ ବିଜେଡିର ବିରାଟ ଶୋଭାଯାତ୍ରା।
ରାୟଗଡା : ଜେଏମଜେ ନ୍ୟୁଜ : ରାୟଗଡରେ ଜ଼ିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜ଼ିଲ୍ଲାର ତିନିଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର କର୍ମୀ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ…
ଚିଙ୍ଗୁଡ଼ିଖୋଲ ରାସ୍ତାରେ ପାଣି :ବାରମ୍ବାର ଖବର ପ୍ରସାରଣ ସତ୍ତ୍ୱେ ଶୁଣୁନି ପ୍ରଶାସନ
କୋଦଳା : ଜେଏମଜେ ନ୍ୟୁଜ : ବର୍ଷା ହେଲେ ଚିଙ୍ଗୁଡ଼ିଖୋଲ ମୁଖ୍ୟ ରାସ୍ତାରେ ଜମୁଛି ଅଣ୍ଟାଏ ପାଣି। ରାସ୍ତା ଉପରେ ଜଳବନ୍ଦୀ ସ୍ଥିତି ଯୋଗୁଁ ଯାନବାହାନ ଚଳାଚଳଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାତାୟତ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହେଉଛି। ଏହି…
ରାଜ୍ୟରେ ଆରମ୍ଭ ହେଲା ‘ଆଙ୍ଗନ କା ଉତ୍ସବ’
ଭୁବନେଶ୍ୱର :ଜେଏମଜେ ନ୍ୟୁଜ : ରାଜ୍ୟରେ ମହିଳା, କିଶୋରୀ ଏବଂ ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଦୂର କରିବା ତଥା ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଶନିବାର ଦିନ ରାଜ୍ୟ…
ହୀରାକୁଦକୁ ଅଧିକ ବନ୍ୟା ଜଳ ପ୍ରବେଶ;ଖୋଲିଲା ୨୦ ଗେଟ୍
ଜେଏମଜେ ନ୍ୟୁଜ : ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ । ପୂର୍ବରୁ ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା ।ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି । ଉପର ମୁଣ୍ଡରେ…
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ତତ୍ପର: ଥାନା ଓ ଫାଣ୍ଡିରେ ଅଚଳ ୮୨୮ ସିସିଟିଭି, ସଜାଡ଼ିବାକୁ ୭୬ କୋଟି ମାଗିଲା ପୁଲିସ
ଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଭରତପୁର ଥାନାରେ ସେନାଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ହଙ୍ଗାମା ଘଟଣାରେ ପୁଲିସ ସାରା ଦେଶରେ ବଦନାମ ମୁଣ୍ଡାଇଥିଲା । ସେତେବେଳେ ଥାନାରେ ସିସିକ୍ୟାମେରା ନଥିବାରୁ ପୁଲିସ ବେଶ୍ ଅକଳରେ ପଡି଼ଥିଲା । ଓଡ଼ିଶାରେ ଏବେ ବି…
୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ହଷ୍ଟେଲରେ ୧୫ ନାବାଳିକା ଗର୍ଭବତୀ ହୋଇଛନ୍ତି:ମନ୍ତ୍ରୀ
ଭୁବନେଶ୍ୱର:ଜେଏମଜେ ନ୍ୟୁଜ : ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଆବାସିକ ଛାତ୍ରାବାସରେ ରହୁଥିବା ୧୫ ଜଣ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିଛି, ଯାହା ପୂର୍ବ ବର୍ଷ ତୁଳନାରେ ଅଧିକ ଅଟେ। ଏନେଇ ଓଡ଼ିଶା ବିଧାନସଭାରେ ସୂଚନା ପ୍ରଦାନ କରାଯାଇଛି।କଂଗ୍ରେସ ବିଧାୟକ ତାରା…
ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ
ବୁଗୁଡ଼ା,୨୫/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ):ଭାରତୀୟ ଜନତା ଯୁବମୋର୍ଚ୍ଚା, ଘୁମୁସର(ଭଞ୍ଜନଗର) ସାଂଗଠାନିକ ଜିଲ୍ଲାର ବୁଗୁଡ଼ା ନଗର ପକ୍ଷରୁ ମହାନ ବିଚାରକ, ଅନ୍ତ୍ୟୋଦୟର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ବୁଗୁଡ଼ା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି।ଏହି ସମାରୋହରେ ପ୍ରାରମ୍ଭରେ…
ସମ୍ବନ୍ଧ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ମେଗା ସମବାୟ ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ଗ୍ରାମାଞ୍ଚଳର ପ୍ରତି ପରିବାରରୁ ଜଣଙ୍କୁ…










