ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଜେଏମଜେ ନ୍ୟୁଜ : ବଙ୍ଗୋପସାଗରରେ ସୃଷ୍ଟ ଏକ ଗଭୀର ଅବପାତ ଯୋଗୁଁ ହୋଇଥିବା ଲଗାଣ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା…

ବୌଦ୍ଧ ବିଧାୟକଙ୍କ ବିରୋଧରେ ଗିରଫ ପରୱାନା !

ବୌଦ୍ଧ : ଜେଏମଜେ ନ୍ୟୁଜ : ୨୦୨୪ ବିଧାନସଭା ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ (ଆଫିଡେଭିଟ୍) ଦାଖଲ କରିଥିବା ଅଭିଯୋଗ ସମ୍ପର୍କିତ ଏକ ମାମଲାରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କ ବିରୋଧରେ ସ୍ଥାନୀୟ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି।ପୂର୍ବତନ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତାରା ବାହିନୀପତି: ଚାଷୀଙ୍କ ଋଣ ଛାଡ଼, ପେପର ମିଲ୍ ପୁନରୁଦ୍ଧାର ପାଇଁ କଲେ ଦାବି

କୋରାପୁଟ : ଜେଏମଜେ ନ୍ୟୁଜ : କୋରାପୁଟ ଜିଲ୍ଲାର ବର୍ଷା ଓ ବନ୍ୟା ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିବା ପାଇଁ ଆଜି (ରବିବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୟପୁର ଗସ୍ତରେ ଆସିଥିଲେ। ଏହି ଅବସରରେ ସ୍ଥାନୀୟ ବିଧାୟକ ତାରା ପ୍ରସାଦ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହରତାଳ: ଚାଲିବନି UPI , ATM?

ଜେଏମଜେ ବ୍ୟୁରୋ : ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ ଏହି ହଡ଼ତାଳ ଡାକରା ଦେଇଛି। ଏପରି ସ୍ଥିତିରେ ଦେଶର ଲକ୍ଷ…

କଳିଙ୍ଗା ଘାଟିରେ ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: ସ୍ୱାଭାବିକ ଅବସ୍ଥା ବିଳମ୍ବ ହୋଇପାରେ!

ଭଞ୍ଜନଗର : ଜେଏମଜେ ନ୍ୟୁଜ : ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ ଯୋଡ଼ି ହେଉଥିବା ୧୫ଟି ଜିଲାର ଲୋକେ ପ୍ରଭାବିତ ହେବେ।…

ସୋମବାରକୁ ‘ଅଣ ବୈଠକ ଦିବସ’ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର :ଜେଏମଜେ ନ୍ୟୁଜ :ରାଜ୍ୟର ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ଓ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ପ୍ରତ୍ୟେକ ସୋମବାରକୁ ‘ଅଣ ବୈଠକ ଦିବସ’…

ଭିଜିଲାନ୍ସ ଜାଲରେ AEE ଶିଶିର କୁମାର ଦାଶ, ଏକକାଳନୀ ୬ ଠିକଣାରେ ଚାଲିଛି ଚଢ଼ାଉ

ଜେଏମଜେ ବ୍ୟୁରୋ : ଭିଜିଲାନ୍ସ ଜାଲରେ ମାଲକାନଗିରି ମାଥିଲି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ଭୁବନେଶ୍ୱର ବରମୁଣ୍ଡାରେ…

ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ: ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କାର୍ଯ୍ୟ

ଜେଏମଜେ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହି ପବିତ୍ର ୧୫ ଦିନିଆ ଅବଧି ମଧ୍ୟରେ ନିଜ ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପୁରୀ ଓ ଭୁବନେଶ୍ୱରରେ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ…

ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି

ଭୁବନେଶ୍ବର: ଜେଏମଜେ ନ୍ୟୁଜ :ରାଜ୍ୟର ସ୍କୁଲ ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷକ ଅଭାବକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରାଜ୍ୟରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଛି। ଗୃହରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ…

ବର୍ଷାଛାଡିଲା ହେଲେଦୁଃଖ ଦେଇଗଲେ ଧନେଇ ବାଘୁଆ : ଜଳ ମଗ୍ନ ହୋଇ ରହିଛି ଏକର ଏକର ଚାଷ ଜମି..

କବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଜନିତ ଗଞ୍ଜାମ ଜିଲ୍ଲା ର ଚାଷୀ ଙ୍କ ପାଇଁ ଆଣିଛି ଦୁଃଖ l ଦୀର୍ଘ ଚାରି ଦିନ ଧରି ଲାଗିରହିଥିବା ବର୍ଷା ଶୁକ୍ରବାର ଠାରୁ ଛାଡ଼ିଯାଇଛି ସତ।…