ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଶିକ୍ଷକ ପଦୋନ୍ନତିରେ ଅନିୟମିତତା ଆସିଲା ନେଇ ଅଭିଯୋଗ.. ଜିଲ୍ଲା ଶିକ୍ଷା ଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ବିଭିନ୍ନ ବିଦ୍ୟାଳୟ ରେ ଅଶାନ୍ତି ଆଶଙ୍କା ଦେଖାଦେଲାଣି..ଗଞ୍ଜାମ ଜିଲ୍ଲାର ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି ଲେବୁଲ୍ -4…

ନିମିନାରେ ଶେଷ ହେଲା ପାରମ୍ପରିକ ନଳ ଯାତ୍ରା

ଆସିକା: ଜେଏମଜେ ନ୍ୟୁଜ ( ହରିହର ପାଢ଼ୀ ): ଆସିକା ବ୍ଲକ ଅନ୍ତର୍ଗତ ନିମିନା ପଞ୍ଚାୟତରେ ପାରମ୍ପରିକ ନଳ ଯାତ୍ରା ଧାର୍ମିକ ରୀତିନୀତି ଓ ଭକ୍ତିମୟ ପରିବେଶରେ ସମାପ୍ତ ହୋଇଛି। କୃଷି କ୍ଷେତ୍ରରେ ଭଲ ଫସଲ, ରୋଗପୋକ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ବର୍ଷା…

୧୦ ଦିନ ପରେ ଚିନିଶିଳ୍ପ କର୍ମଚାରୀ ଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଆସିକା : ଜେଏମଜେ ନ୍ୟୁଜ (ହରିହର ପାଢ଼ୀ ):ଆସିକା ସମବାୟ ଚିନିଶିଳ୍ପ ଅସ୍ଥାୟୀ କର୍ମଚାରୀ ୩ଦଫା ଦାବୀ ନେଇ ଦୀର୍ଘ ୧୦ଦିନ ଧରି ଚିନି ଶିଳ୍ପ ମୁଖ୍ୟ ଫାଟଜ ଠାରେ ଚାଲିଥିବା ଆନ୍ଦୋଳନ ଆଜି ଦାବୀ ସଫଳ ପରେ ପତ୍ୟାହାର ହୋଇଛି।…

ଗଞ୍ଜାମ ଜିଲ୍ଲା ଯୋଜନା କମିଟି ବୈଠକ: ୨୦୨୬-୨୭ ବର୍ଷ ପାଇଁ ୮,୦୧୧.୮୯ କୋଟିର ପ୍ରସ୍ତାବ

ଛତ୍ରପୁର : ଜେଏମଜେ ନ୍ୟୁଜ : ଜିଲ୍ଲାର ସର୍ବାଙ୍ଗୀନ ବିକାଶ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ଜିଲ୍ଲାର ପ୍ରାଥମିକତାଭିତ୍ତିକ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ପାଇଁ ଆଜି ଜିଲ୍ଲା ଯୋଜନା କମିଟିର ବୈଠକ କମିଟିର ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ…

ଆସିକା : ‘ଉଲ୍ଲାସ’ ପରୀକ୍ଷା ଦେଲେ ୬୮୫୫ ନବସାକ୍ଷର

ଆସିକା: ଜେଏମଜେ ନ୍ୟୁଜ (ହରିହର ପାଢ଼ୀ ): : ନିରକ୍ଷରଙ୍କୁ ସାକ୍ଷର କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ଚାଲିଥିବା ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ (ULLAS) ଅଧୀନରେ ଆଜି ଆସିକା ବ୍ଲକର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ…

୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଏଜେଣ୍ଡା ପ୍ରସ୍ତୁତ, ଅପେକ୍ଷା କେବଳ ବିଧାନସଭା ଅଧିବେଶନକୁ । କାରଣ ଏବେଠୁ ତାତିଲେଣି ବିରୋଧି, ସରକାରଙ୍କ ବିରୋଧରେ ଦେବେ ଯୁଦ୍ଧଂଦେହୀ ଡାକରା । ସେ ଏମଏମଡିଆର ହେଉ ଅବା ବହି ତ୍ରୁଟି ହେଉ ଲଢ଼ିବେ…

ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

ଖଲିକୋଟ : ଜେଏମଜେ ନ୍ୟୁଜ (ଶ୍ରୀନିବାସ ସାହୁ ): ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ । ବିଧାୟକ ଓ ବିଜେପି ସାଂସଦଙ୍କ ପ୍ରତିନିଧିଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକରେ…

ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

କୋରାପୁଟ : ଜେଏମଜେ ନ୍ୟୁଜ : ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗକୁ ନେଇ UG ପ୍ରଥମ ବର୍ଷ ଦ୍ୱିତୀୟ ସେମିଷ୍ଟର ଇଂରାଜୀ ପରୀକ୍ଷା ସ୍ଥଗିତ କରାଯାଇଛି ।ଆଜି ଅପରାହ୍ନ ୨ଟାରେ ପରୀକ୍ଷା ହେବାକୁ ଥିବା ବେଳେ, ପ୍ରଶ୍ନପତ୍ର…

ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

ଜେଏମଜେ ବ୍ୟୁରୋ : କିଛି ଦିନ ତଳେ ଇସ୍ରୋ ଅକ୍ଟୋବରରେ ୩ଟି ଶକ୍ତିଶାଳୀ ବାତ୍ୟାକୁ ନେଇ ଚେତବାନୀ ଦେଇଥିଲା । ଏହାକୁ ନେଇ ବାତ୍ୟା ଭୟ ବଢିଥିଲା । ତେବେ ଆଇଏମଡି ପକ୍ଷରୁ ବାତ୍ୟାକୁ ନେଇ କିଛି କୁହାଯାଇ ନାହିଁ ।…

ଆଇଏଏସ ସ୍ତରରେ ପୁଣି ଅଦଳବଦଳ

ଭୁବନେଶ୍ୱର :ଜେଏମଜେ ନ୍ୟୁଜ : ଆଇଏଏସ ସ୍ତରରେ ପୁଣି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ନୂଆ ଦାୟିତ୍ୱ ଅନୁଯାୟୀ, ସୂର୍ଯ୍ୟ ନାରାୟଣ ଦାସ, ସୌଦାମିନୀ ସେଠୀ ଏବଂ ଶୁଭ୍ରା ମହାନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି।…