ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରୟଗଡ : ଜେଏମଜେ ନ୍ୟୁଜ (ସୁପ୍ରିୟା ଷଡ଼ଙ୍ଗୀ ): ରାୟଗଡ଼ ସହର ସ୍ଥିତ ରଧାକାନ୍ତ ମନ୍ଦିର ମଣ୍ଡପରେ ମା ମଝିଘରିଆଣି ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଫାଉଣ୍ଡର ପ୍ରେସିଡେଣ୍ଟ ଏମ୍. ଶଙ୍କର ରାଓ, ଲିଗାଲ ଏଡଭା…

ପ୍ରବଳ ବର୍ଷା ପାଇଁ ବଢ଼ିଲା ସ୍କୁଲ ଛୁଟି: ୫ ଜିଲ୍ଲାରେ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଦକ୍ଷିଣ ଓଡ଼ିଶାରେ ବର୍ଷାର ତାଣ୍ଡବ । ଲଗାଣ ବର୍ଷା ଯୋଗୁଁ ଫୁଲୁଛି ନଦୀ, ବଢୁଛି ଜଳସ୍ତର । ରାସ୍ତା ଉପରେ ଚାଲିଛି ବନ୍ୟା ପାଣି, ଠପ୍ ହୋଇଯାଇଛି ଯାତାୟାତ । ଆହୁରି ୨ ଦିନ…

ରାଜ୍ୟରେ ୨୨ ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲରେ:ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର:ଜେଏମଜେ ନ୍ୟୁଜ : ରାଜ୍ୟରେ ସରକାରୀ ଜମି ଜବରଦଖଲକୁ ନେଇ ବିଧାନସଭାରେ ବଡ଼ ତଥ୍ୟ ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଜଣାଇଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ…

ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି; ମଙ୍ଗଳବାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ରାଜ୍ୟ ସରକାର। ଦୀର୍ଘ ୧ ଘଣ୍ଟା ୪୦ ମିନିଟ୍ ଧରି ଚାଲିଥିବା ଏହି ଶୁଣାଣି ସମୟରେ ରାଜ୍ୟ ସରକାର ଓ…

ଭୁସୁଡ଼ିଲା କଳିଙ୍ଗା ଘାଟି

କଳିଙ୍ଗା_ଘାଟିରେ_ଧସିଲା_ରାସ୍ତା-କଳିଙ୍ଗା ଘାଟି ଅନ୍ଧାରକୋଟରେ ନିର୍ମାଣାଧୀନ ରାସ୍ତା କାମ ପୁଣି ଭୁଶୁଡ଼ିଲା-ଜାତୀୟ ରାଜପଥ-୧୫୭ର ପ୍ରଶସ୍ତିକରଣ କାର୍ଯ୍ୟ ଏଯାଏଁ ୩ ଥର ଭୁଶୁଡ଼ିଲାଣି-ବିପଦପୂର୍ଣ୍ଣ ସ୍ଥିତି ଯୋଗୁଁ ୨ ଦିନ ହେଲା ଘାଟିରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌-ପ୍ରଶାସନିକ ଅଧିକାରୀଙ୍କ ସ୍ଥିତି ଅନୁଧ୍ୟାନ, ଜିଲ୍ଲାପାଳଙ୍କୁ ଦେଲେ ରିପୋର୍ଟ

ଦୁଇ ଦିନ ଛାଡ଼ିବନି ବର୍ଷା ! ୭ ଜିଲ୍ଲାକୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର:ଜେଏମଜେ ନ୍ୟୁଜ : ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଧୀରେ ଧୀରେ ଦୁର୍ବଳ ହେଉଛି। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ପ୍ରାୟ ୭ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି ଏହି ଅବପାତ। ଆଜି…

ରାସନ କାର୍ଡରୁ ବାଦ୍‌ ପଡିଲେ ୯ ଲକ୍ଷ ଅଧିକ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର:ଜେଏମଜେ ନ୍ୟୁଜ : ରାଜ୍ୟରେ ନୂତନ ରାସନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ୯ ଲକ୍ଷ ୮୧ ହଜାର ୬୬୧ ଜଣ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡରୁ…

ଡ୍ରେଇନ ପାଣି ରେ ଉବୁଟୁବୁ ସୂର୍ଯ୍ୟନଗର ବାସୀ :ସମସ୍ୟା ସୁଧାର ପାଇଁ ଆଗେଇ ଆସିଲେ ତହସିଲଦାର

କୋଦଳା :ଜେଏମଜେ ନ୍ୟୁଜ (ସୂର୍ଯ୍ୟ ନାରାୟଣ ବଡୁ ): କେବେ ବଦଳିବ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନ 10 ସୂର୍ଯ୍ୟନଗର (ଝିଅସାହି ) ବାସିନ୍ଦା ଙ୍କ ଭାଗ୍ୟ , ସାମାନ୍ୟ ବର୍ଷା ରେ ଆଣ୍ଠୁଏ ପାଣି, ଘରୁ ବାହାରିବା…

ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି ଅତଡ଼ା।

ପୁରୁଷୋତ୍ତମପୁର : ଜେଏମଜେ ନ୍ୟୁଜ : ମା ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି…ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ମା ତାରାତାରିଣୀ ପୀଠ କୁ ସଂଯୋଗ କରୁଥିବା ପାହାଡ଼ ରାସ୍ତାରେ ଗୋଟିଏ ଦିନରେ ଦୁଇ ଦୁଇଥର ମାଟି ଅତଡ଼ା ଧସିଛି। ପ୍ରବଳ…

ଦିନ ତମାମ ମେଘୁଆ ପାଗ ସହ ବର୍ଷା: ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ

ଗୋପାଳପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ପଶ୍ଚିମ କେନ୍ଦ୍ରୀୟ ଏବଂ ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଫଳରେ ଆଜି ଗଞ୍ଜାମ ଜିଲ୍ଲାକୁ ଆଜି ଓ ଗୁରୁବାର ସକାଳ ସାଢେ ୮ ଟା ପର୍ଯ୍ୟନ୍ତ…