ପ୍ରତିବାଦ ବେଳେ ମହିଳା କର୍ମୀଙ୍କ ପ୍ରତି ପୋଲିସ ଦୁର୍ବ୍ୟବହାର ଅଭିଯୋଗ, କଂଗ୍ରେସର ରାସ୍ତାରୋକ
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଧାନସଭା ଘେରାଉ ବେଳେ ମହିଳା କଂଗ୍ରେସ କର୍ମୀଙ୍କ ପ୍ରତି ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଜୟଦେବ ବିହାର ରୋଡ଼ରେ ରାସ୍ତାରୋକ । କଂଗ୍ରେସ କର୍ମୀମାନେ ପୋଲିସ କମିଶନରେଟ ରିଜର୍ଭ ଅଫିସ ଅଫିସ ସାମ୍ନାରେ…
ବାୟୋ ଫୁଏଲରେ ଆଇଓସିଏଲ ୮ ଜିଲ୍ଲାରେ କରିବ ପ୍ରକଳ୍ପ
ଜେଏମଜେ ବ୍ୟୁରୋ : ବାୟୋ ଫୁଏଲ କ୍ଷେତ୍ରରେ ଇଣ୍ଡିଆନ ଅଏଲ କର୍ପୋରେସନ ( ଆଇଓସିଏଲ) କରିବ ବଡ ନିବେଶ । ୯୬୦ କୋଟି ଟଙ୍କା ନିବେଶ କରି ୮ ଜିଲ୍ଲାରେ କରିବ ବାୟୋ ଗ ପ୍ରକଳ୍ପ । ବାଲେଶ୍ୱର, ବଲାଙ୍ଗିର, ବରଗଡ,…
ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳ ମାଳ ଦୁର୍ନୀତି! ହେଲେ ବିଜେପି ସରକାର ନିରବ କାହିଁକି
ଭୁବନେଶ୍ୱର: ସବୁଠି ମାଳ ମାଳ ଦୁର୍ନୀତି! ରିପୋର୍ଟ ଶୁଣିଲେ ମୁଣ୍ଡରେ ଦେବେ ହାତ! ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ୬ଟି ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(CAG) ରିପୋର୍ଟ ପରେ ସରକାରୀ ଟଙ୍କା ଖର୍ଚ୍ଚ ଓ ବିଭିନ୍ନ ବିଭାଗର କାର୍ଯ୍ୟକୁ ନେଇ ଅନେକ…
ବିଜୁଳି ବିଲ୍ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା
ଜେଏମଜେ ନ୍ୟୁଜ : ଅନାଦେୟ ଟ୍ରାଫିକ୍ ଇ-ଚାଲାଣ ବା ଜୋରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଦେଶସାରା ବାକି ପଡ଼ିଥିବା ହଜାର ହଜାର କୋଟି ଟଙ୍କାର ଟ୍ରାଫିକ୍ ଚାଲାଣକୁ ଆଦାୟ କରିବା ପାଇଁ ଗାଡ଼ି ଚାଳକଙ୍କ ବିଜୁଳି…
ରୋଚକ ମୋଡ଼ ନେଉଛି ଓଡ଼ିଶା ପୁଲିସ ଡିଜି ନିଯୁକ୍ତି ବିବାଦ!
ଜେଏମଜେ ବ୍ୟୁରୋ : ଓଡ଼ିଶା ପୁଲିସ୍ ଡିଜି ନିଯୁକ୍ତି ବିବାଦ ଏକ ରୋଚକ ମୋଡ଼ ନେଇଛି । ଡିଜି ପଦର ପ୍ରମୁଖ ଦାବିଦାର ତଥା ଜେଲ୍ ଡିଜି ସୁଶାନ୍ତ ନାଥ ଏକ ସତ୍ୟପାଠ ଦାଖଲ କରି ଅନ୍ୟ ଦୁଇ ଦାବିଦାର ଆଇପିଏସ୍…
MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର
ଜେଏମଜେ ବ୍ୟରୋ : ବିଜେଡିର ରଣହୁଙ୍କାର। ମାଷ୍ଟରକ୍ୟାଣ୍ଟିନରୁ ପିଏମଜି ଛକ ଲୋକାରଣ୍ୟ। ଶକ୍ତି ପ୍ରଦର୍ଶନ କଲା ବିଜୁ ଜନତା ଦଳ। ବିଧାନସଭା ଘେରାଉ ବେଳେ ହଜାର ହଜାର କର୍ମୀ ଏକାଠି। ସଂଶୋଧିତ ଏମ୍ଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ଗଣବିକ୍ଷୋଭ।…
ବିଜେପି ନେତା ଙ୍କୁ ମରଣାନ୍ତକ ଆକ୍ରମଣ
ବ୍ରହ୍ମପୁର ଜେଏମଜେ ନ୍ୟୁଜ (ତପେନ୍ଦ୍ର ଡାକୁଆ ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କମାଶାସନ-ଗୌଡ଼ଗୋଠ ନିଛାଟିଆ ରାସ୍ତାରେ ବିଜେପି ନେତା କାଳିଆ ନାହାକ ନିଜ ଗାଁ ଗୌଡ଼ ଗୋଠକୁ ଯାଉଥିବା ସମୟରେ ତାଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ସେ…
ସମୟ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସମୟ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବାର ଥିଲା। ୪…
ଦେଢ଼ ଲକ୍ଷ କୋଟି ଛୁଇଁବ ଓଡ଼ିଶାର ଋଣଭାର, ମୁଣ୍ଡପିଛା ଋଣ ୩୧ ହଜାରରୁ ଅଧିକ
ଜେଏମଜେ ବ୍ୟୁରୋ : ଦେଢ଼ ଲକ୍ଷ କୋଟି ଛୁଇଁଲାଣି ଋଣଭାର । ମୁଣ୍ଡପିଛା ଋଣ ଭାର ଟପିବ ୩୧ ହଜାର । ରାଜ୍ୟର ବଜେଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ଟପିଲାଣି। ଡବଲ ଇଞ୍ଜିନ ସରକାର ଜନକଲ୍ୟାଣକାରୀ ଯୋଜନା…
ବିଜେଡିକୁ ମନମୋହନଙ୍କ ଟାର୍ଗେଟ; ‘ଦାୟିତ୍ୱସମ୍ପନ୍ନ ବିରୋଧୀ ହୋଇଥିଲେ ପ୍ରସ୍ତାବ ଦେଇଥାନ୍ତେ’
ନେଇ ବିଜେଡିର ଆନ୍ଦୋଳନ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିରୋଧୀ ଦଳ ଭାବେ ବିଜେଡି ଦାୟିତ୍ୱସମ୍ପନ୍ନ ଆଚରଣ କରିବା ସହ ସରକାରଙ୍କୁ ପ୍ରସ୍ତାବ ଦେବା ଉଚିତ୍ ବୋଲି ସେ କହିଛନ୍ତି ।ମନମୋହନ କହିଛନ୍ତି, ବିଜେଡି…
















