ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ନିଲମ୍ବିତ

ଜେଏମଜେ ବ୍ୟୁରୋ : ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ନିଲମ୍ବିତ।ଆଦେଶ ଜାରି କଲା ଓଡ଼ିଶା ସରକାର।ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ର ନିଲମ୍ବିତ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସେପ୍ଟେମ୍ବର ୩୦ରେ ଏନେଇ ଆଦେଶ ଜାରି…

ସ୍ୱେଚ୍ଛାକୃତ ଅବସରନେବେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ

ଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ ଗୋପାଳନ ଭିଆରଏସ ନେବେ ।ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ତଥା ବରିଷ୍ଠ ଆଇଏଏସ ଅଧିକାରୀ ଆର. ଏସ. ଗୋପାଳନ ଚାକିରିରୁ ସ୍ଵେଚ୍ଛାକୃତ ଅବସର (ଭିଆରଏସ) ପାଇଁ ଆବେଦନ…

ଗରମରେ ସିଝିବ ଅକ୍ଟୋବର! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା

ଜେଏମଜେ ନ୍ୟୁଜ : ୨୦୨୬ ମସିହାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାହାର ଜାରି ରଖିଛି। ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ଦିଲ୍ଲୀ ସହିତ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଅଧିକାଂଶ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର କରିସାରିଛି। ତଥାପି, ପାଣିପାଗ ବିଭାଗ…

“ଜନସେବକଙ୍କ ମହାକୁମ୍ଭ’ରେ ଯୋଗଦେବେ ଓଡ଼ିଶାର ଜନପ୍ରତିନିଧି

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଅକ୍ଟୋବର ୧୭ ତାରିଖରେ କୋଲକାତାରେ ‘ଜନସେବକଙ୍କ ମହାକୁମ୍ଭ’ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି…

ପିଏମ୍ ଶ୍ରୀ ବାଲିପଦର ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

ବୁଗୁଡ଼ା,୨୯/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦରସ୍ଥିତ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଳାକୁ…

ପ୍ରତିବାଦ ବେଳେ ମହିଳା କର୍ମୀଙ୍କ ପ୍ରତି ପୋଲିସ ଦୁର୍ବ୍ୟବହାର ଅଭିଯୋଗ, କଂଗ୍ରେସର ରାସ୍ତାରୋକ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଧାନସଭା ଘେରାଉ ବେଳେ ମହିଳା କଂଗ୍ରେସ କର୍ମୀଙ୍କ ପ୍ରତି ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଜୟଦେବ ବିହାର ରୋଡ଼ରେ ରାସ୍ତାରୋକ । କଂଗ୍ରେସ କର୍ମୀମାନେ ପୋଲିସ କମିଶନରେଟ ରିଜର୍ଭ ଅଫିସ ଅଫିସ ସାମ୍ନାରେ…

ବାୟୋ ଫୁଏଲରେ ଆଇଓସିଏଲ ୮ ଜିଲ୍ଲାରେ କରିବ ପ୍ରକଳ୍ପ

ଜେଏମଜେ ବ୍ୟୁରୋ : ବାୟୋ ଫୁଏଲ କ୍ଷେତ୍ରରେ ଇଣ୍ଡିଆନ ଅଏଲ କର୍ପୋରେସନ ( ଆଇଓସିଏଲ) କରିବ ବଡ ନିବେଶ । ୯୬୦ କୋଟି ଟଙ୍କା ନିବେଶ କରି ୮ ଜିଲ୍ଲାରେ କରିବ ବାୟୋ ଗ ପ୍ରକଳ୍ପ । ବାଲେଶ୍ୱର, ବଲାଙ୍ଗିର, ବରଗଡ,…

ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳ ମାଳ ଦୁର୍ନୀତି! ହେଲେ ବିଜେପି ସରକାର ନିରବ କାହିଁକି

ଭୁବନେଶ୍ୱର: ସବୁଠି ମାଳ ମାଳ ଦୁର୍ନୀତି! ରିପୋର୍ଟ ଶୁଣିଲେ ମୁଣ୍ଡରେ ଦେବେ ହାତ! ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ୬ଟି ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(CAG) ରିପୋର୍ଟ ପରେ ସରକାରୀ ଟଙ୍କା ଖର୍ଚ୍ଚ ଓ ବିଭିନ୍ନ ବିଭାଗର କାର୍ଯ୍ୟକୁ ନେଇ ଅନେକ…

ବିଜୁଳି ବିଲ୍‌ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା

ଜେଏମଜେ ନ୍ୟୁଜ : ଅନାଦେୟ ଟ୍ରାଫିକ୍ ଇ-ଚାଲାଣ ବା ଜୋରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଦେଶସାରା ବାକି ପଡ଼ିଥିବା ହଜାର ହଜାର କୋଟି ଟଙ୍କାର ଟ୍ରାଫିକ୍ ଚାଲାଣକୁ ଆଦାୟ କରିବା ପାଇଁ ଗାଡ଼ି ଚାଳକଙ୍କ ବିଜୁଳି…

ରୋଚକ ମୋଡ଼ ନେଉଛି ଓଡ଼ିଶା ପୁଲିସ ଡିଜି ନିଯୁକ୍ତି ବିବାଦ!

ଜେଏମଜେ ବ୍ୟୁରୋ : ଓଡ଼ିଶା ପୁଲିସ୍ ଡିଜି ନିଯୁକ୍ତି ବିବାଦ ଏକ ରୋଚକ ମୋଡ଼ ନେଇଛି । ଡିଜି ପଦର ପ୍ରମୁଖ ଦାବିଦାର ତଥା ଜେଲ୍ ଡିଜି ସୁଶାନ୍ତ ନାଥ ଏକ ସତ୍ୟପାଠ ଦାଖଲ କରି ଅନ୍ୟ ଦୁଇ ଦାବିଦାର ଆଇପିଏସ୍…