ସମ୍ବନ୍ଧ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ମେଗା ସମବାୟ ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ଗ୍ରାମାଞ୍ଚଳର ପ୍ରତି ପରିବାରରୁ ଜଣଙ୍କୁ…

୩୦ ତାରିଖରେ ଓଡ଼ିଶା ବନ୍ଦ !

ଜେଏମଜେ ବ୍ୟୁରୋ : ସେପ୍ଟେମ୍ବର ୩୦ ତାରିଖରେ ନବ ନିର୍ମାଣ କୃଷକ ସଂଗଠନ (NNKS) ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟି ଏବଂ ଏଥିପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସଂଗଠନର ଯୁବ…

ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ

କୋରାପୁଟ : ଜେଏମଜେ ନ୍ୟୁଜ : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଖାତିଗୁଡାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଆଉ ଏକ ଗେଟ୍‌ ଖୋଲାଯାଇଛି । ଦ୍ୱିତୀୟ ଗେଟ୍‌ ଖୋଲିବା ପରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି…

ଗଞ୍ଜାମରେ ଲଗାଣ ବର୍ଷା, ବଢୁଛି ନଦୀ ଜଳସ୍ତର ; ବିପଦ ସଙ୍କେତ ନିକଟରେ ଋଷିକୁଲ୍ୟା।

ଜେଏମଜେ ବ୍ୟୁରୋ : ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ତୁହାକୁ ତୁହା ଲଗାଣ ବର୍ଷା ଲାଗି ରହିଛି । ଫଳରେ ଋଷିକୁଲ୍ୟା, ବଡ଼ନଦୀ, ବାଘୁଆ ଓ ଘୋଡ଼ାହାଡ଼ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ବିଶେଷ କରି ଗଞ୍ଜାମର ଲାଇଫଲାଇନ୍‌…

ଗଭୀର ଅବପାତ ପ୍ରଭାବରେ ବେହାଲ ଦକ୍ଷିଣ ଓଡିଶା

ଜେଏମଜେ ବ୍ୟୁରୋ : ଗଭୀର ଅବପାତ ପ୍ରଭାବରେ ବେହାଲ ହୋଇପଡ଼ିଛି ଦକ୍ଷିଣ ଓଡ଼ିଶା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆହୁରି ଦିନଟିଏ ପ୍ରବଳ ବର୍ଷାର ପ୍ରକୋପ ରହିବ । ଆଜି ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ…

ଭୂସ୍ଖଳନ ପାଇଁ ଟ୍ରେନ୍‌ ଚଳାଚଳରେ ବ୍ରେକ୍‌, ବାତିଲ ହେଲା ୪ ଟ୍ରେନ୍‌, ୬ର ଚଳାଚଳ ଆଂଶିକ ବାତିଲ

ରାୟଗଡା : ଜେଏମଜେ ନ୍ୟୁଜ : ଭୂସ୍ଖଳନ ଯୋଗୁଁ ଟ୍ରେନ୍‌ ସେବା ପ୍ରଭାବିତ । ରାୟଗଡ଼ା ଡିଭିଜନର ମାଲିଗୁଡ଼ା-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି । ଯାତ୍ରୀଙ୍କ ସୁରକ୍ଷା ଏବଂ ରେଳପଥର ପୁନରୁଦ୍ଧାର କାମ ପାଇଁ…

ଲଗାଣ ବର୍ଷାରେ ପାହାଡ଼ରୁ ଧସିଲା ପଥର, ରାସ୍ତା ଅବରୋଧ, ୬ ଗାଁର ଯାତାୟାତ ପ୍ରଭାବିତ

ଗୁଡ଼ାରୀ : ଜେଏମଜେ ନ୍ୟୁଜ : ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍‌ର ସୁକୁଡୁବାଜୁ ଗାଁ ରାସ୍ତାରେ ପାହାଡ଼ରୁ ମାଟି ସହ ବଡ଼ ବଡ଼ ପଥର ଧସି ଆସିଛି । ରାସ୍ତା ଉପରେ ବଡ଼ ପଥର ପଡ଼ି ରହିବାରୁ…

ଜାତୀୟ ଜୁନିୟର ଥ୍ରୋ ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଦଳରେ ସ୍ଥାନ ପାଇଲେ ସୁଶାନ୍ତ ମାଣ୍ଡିକା

କଲ୍ୟାଣସିଂହପୁର: ଜେଏମଜେ ନ୍ୟୁଜ (ସୁପ୍ରିୟା ଷଡ଼ଙ୍ଗୀ ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ପୋଲମା ପଞ୍ଚାୟତସ୍ଥିତ ପୋଲମା ବିଦ୍ୟାଳୟ ପାଇଁ ଏକ ଗୌରବମୟ ଖବର। ବିଦ୍ୟାଳୟର ଛାତ୍ର ସୁଶାନ୍ତ ମାଣ୍ଡିକା ଜାତୀୟ ସ୍ତରୀୟ ଜୁନିୟର ଥ୍ରୋବଲ୍ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା…

କଳାହାଣ୍ଡିରେ ତୁହାକୁ ତୁହା ବର୍ଷା : ହାତୀ ନଦୀରେ ବନ୍ୟା ସ୍ଥିତି

ଭବାନୀପାଟଣା:ଜେଏମଜେ ନ୍ୟୁଜ : କଳାହାଣ୍ଡି ଜିଲ୍ଲାରେ ବୁଧବାର ରୁ ଗୁରୁବାର ସକାଳ ମଧ୍ୟରେ ୨୯୪ ମିମି ବର୍ଷା ରେକର୍ଡ ହୋଇଛି। ଜିଲାର ଥୁଆମୂଳ ରାମପୁର ବ୍ଲକ୍ ରେ ସର୍ବାଧିକ ୭୨ ମିମି ବର୍ଷା ରେକର୍ଡ ହେଇଥିବା ବେଳେ ଜୟପାଟଣା ବ୍ଲକ ଅଞ୍ଚଳରେ…

୨୮ରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଶାଳ ବିକ୍ଷୋଭ କରିବ ବିଜେଡି

ଭୁବନେଶ୍ୱର:ଜେଏମଜେ ନ୍ୟୁଜ : MMDR ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତା ସେପ୍ଟେମ୍ବର ୨୮ରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଶାଳ ବିକ୍ଷୋଭ କରିବ ବିଜୁ ଜନତା ଦଳ (ବିଜେଡି)। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ…