କନ୍ଧମାଳକୁ ଫେରିଲା ଶୀତ.ଆଗକୁ ଆହୁରି ବଢିବ!
ଜେଏମଜେ ବ୍ୟୁରୋ : ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ । ଶନିବାର ଯାଏଁ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।…
ଆଜି ସୂର୍ଯ୍ୟାସ୍ତ ପରେ ଦେଖାଯିବ କୋଲ୍ଡ ସୁପର୍ମୁନ୍
ଜେଏମଜେ ବ୍ୟୁରୋ : ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର ବା କୋଲ୍ଡ ମୁନ୍ । ଏହା ବର୍ଷର ସର୍ବୋଚ୍ଚ ଚନ୍ଦ୍ର ହେବ, ଯାହାକୁ କୋଲ୍ଡ ସୁପର୍ମୁନ୍ କୁହାଯାଉଛି । କାରଣ ଏହା ପୃଥିବୀର ଅତ୍ୟନ୍ତ…
ବ୍ଳକ ସ୍ତରୀୟ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ।
ରଙ୍ଗେଈଲୁଣ୍ଡା 🙁 ଜେଏମଜେ ନ୍ୟୁଜ )ସ୍ଥାନୀୟ ବି ସି ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ରଙ୍ଗେଇଲୁଣ୍ଡା ବ୍ଳକ ସ୍ତରୀୟ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି।ଇତି ଅବସରରେ ବ୍ରହ୍ମପୁର ମହାନଗର ନିଗମ ରୁ ୭୭ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ରଙ୍ଗେଇଲୁଣ୍ଡା ବ୍ଳକ…
“ସେବାତୀର୍ଥ “ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ.
ଜେଏମଜେ ବ୍ୟୁରୋ : ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ । ଏଣିକି ପିଏମଓ ସେବାତୀର୍ଥ ନାଁରେ ଜଣାଯିବ । କାରଣ ପିଏମଓର ନାଁ ବଦଳି ହୋଇଛି ସେବାତୀର୍ଥ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେବାତୀର୍ଥ ନାମରେ ନାମିତ ହେବା ସହ ବିଚାର ମଧ୍ଯ ବଦଳିଲା…
କୋଦଳା NAC ରେ ଗଞ୍ଜାମ ପିଡି : ହେଲେ ଅଭିଯୋକାରୀ ଙ୍କ ବଦଳରେ ଅଭିଯୁକ୍ତଙ୍କୁ ନେଇ ହେଲା ତଦନ୍ତ:
ଜେଏମଜେ ବ୍ୟୁରୋ : କୋଦଳା NAC ପରିସରରେ ଓଡିଶା ଏକ୍ସପ୍ରେସ ର ସାମ୍ବାଦିକ ତଥା କାଉନ୍ସିଲର ଙ୍କୁ ଆକ୍ରମଣ ଘଟଣା.ରେ ଆଜି ଗଞ୍ଜାମ ପଡି ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି. ହେଲେ ଅଭିଯୋଗ ରହିଥିବା ଅଧ୍ୟକ୍ଷ ଓ ଅଧିକାରୀ ଙ୍କୁ ନେଇ…
ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ ୩୧୮ ଟି ଭିଜିଲାନ୍ସ ମାମଲା; ୨୦୮.୨୪ କୋଟିର ସମ୍ପତ୍ତି ଜବତ
ଭୁବନେଶ୍ଵର:(ଜେଏମଜେ ବ୍ୟୁରୋ): ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ଛାନିଆ ହୋଇ ପଡ଼ିଛନ୍ତି ଲାଞ୍ଚୁଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଖବର ମାତ୍ରେ ଭିଜିଲାନ୍ସ ଚଢ଼ାଉ କରୁଛି । ୨୦୨୪ ଜୁନ୍ ୧୨ରୁ ଏବେ ସୁଦ୍ଧା ନୂଆ ସରକାରରେ ଭିଜିଲାନ୍ସ ୩୧୮ଟି…
୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
ଭୁବନେଶ୍ୱର: ଜେଏମଜେ ବ୍ୟୁରୋ : ରାଜ୍ୟରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ ରିପୋର୍ଟ ପଞ୍ଜୀକୃତ ହୋଇଛି। ସେମାନଙ୍କ ମଧ୍ୟରୁ ୮,୩୬୨ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨,୯୭୫ ଜଣ ନିଖୋଜ ଅଛନ୍ତି। ଏସବୁ ରିପୋର୍ଟକୁ ପଞ୍ଜୀକୃତ କରାଯାଇ ଜିଲା ଶିଶୁ…
ଶିକ୍ଷକ ବଦଳି ପାଇଁ ଖୋଲିଲା ପୋର୍ଟାଲ: ବଦଳି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ
ଜେଏମଜେ ବ୍ୟୁରୋ : ଶିକ୍ଷକ ବଦଳି ପାଇଁ ଖୋଲିଲା ପୋର୍ଟାଲ । ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବା…
‘ବିଜେଡି କାନ୍ଦୁଛି କାହାରି ପାଇଁ’.. ବିଧାନସଭାରେ ପାଣ୍ଡିଆନଙ୍କୁ ଟାର୍ଗେଟ..
ଭୁବନେଶ୍ୱର : ଜେଏମଜେ ବ୍ୟୁରୋ : ବିଧାନସଭାରେ ପୁଣି ଉଠିଲା ପାଣ୍ଡିଆନଙ୍କ ନାଁ । ମୁଲତବୀ ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନଙ୍କ ନାଁ । ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକ ମାନେ ‘କାଗଜ ବାଘ’ (Paper Tiger) ଥିଲେ ବୋଲି କଟାକ୍ଷ…
ଅଧ୍ୟକ୍ଷଙ୍କ ନିର୍ଦେଶ, ଅଧିକାରୀଙ୍କ ଉପସ୍ଥିତ ରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ…
ବ୍ରହ୍ମପୁର /କବିସୂର୍ଯ୍ୟନଗର /କୋଦଳା : (ଜେଏମଜେ ନ୍ୟୁଜ ): ଟେଣ୍ଡେର ରେ ଜାଲିଆତି ଉଦ୍ୟମ କୁ ପ୍ରତିବାଦ କରିବାରୁ କାଉନ୍ସିଲର ତଥା ସାମ୍ବାଦିକ ଙ୍କୁ ପିଟିଲେ.. ତାହା ପୁଣି NAC କାର୍ଯ୍ୟଳୟ ପରିସରରେ ଅଧ୍ୟକ୍ଷ ଙ୍କ ନିର୍ଦେଶ ଏବଂ ଅଧିକାରୀ ଙ୍କ…
















