ନୂଆପଡ଼ାରେ ଆଡାପ୍ଟ-୪-ଆର୍ ପ୍ରକଳ୍ପର ଦ୍ୱିତୀୟ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
ନୂଆପଡ଼ା: ଜେଏମଜେ ନ୍ୟୁଜ (ପରମେଶ୍ୱର ମେହେର ): ନୂଆପଡ଼ା ଜିଲ୍ଲାରେ ଆଡାପ୍ଟ-୪-ଆର୍ (ADAPT4R–Adaptation for Resilience) ପ୍ରକଳ୍ପର କାର୍ଯ୍ୟାନ୍ୱୟନର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଯୋଜନା ସମୀକ୍ଷା ନେଇ ଦ୍ୱିତୀୟ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାନ୍ୱୟନ କମିଟି (DPIC-2) ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ…
ପ୍ରେସ୍ ୟୁନିଅନ ପକ୍ଷରୁ ସାମ୍ବାଦିକଙ୍କ ପରିବାରକୁ ଭତ୍ତା ପ୍ରଦାନ
ରାୟଗଡା : ଜେଏମଜେ ନ୍ୟୁଜ (ସୁପ୍ରିୟା ଷଡ଼ଙ୍ଗୀ ) ରାୟଗଡ ଜିଲ୍ଲା ର ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ପରିଚିତ ପ୍ରେସ୍ ୟୁନିଅନ ତରଫରୁ ମୃତ ସାମ୍ବାଦିକ ରାଜୀବ ଲୋଚନ ପଣ୍ଡା ଙ୍କ ଅସହାୟ ପିତା, ମାତାଙ୍କୁ ଭତ୍ତା ପ୍ରଦାନ କରାଯାଇଛି…
ସିଡ଼ି ସ୍ଲାବ୍ ଭୁଶୁଡ଼ି ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ: ଉତ୍ତେଜନା, କ୍ଷତିପୂରଣ ଦାବି
ନୂଆପଡା : ଜେଏମଜେ ନ୍ୟୁଜ (ପରମେଶ୍ୱର ମେହେର ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚନାବେଡ଼ା ଗ୍ରାମ ରେ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲ ସିଡ଼ି ସ୍ଲାବ୍ ଭୁଶୁଡ଼ି ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ: ଉତ୍ତେଜନା, କ୍ଷତିପୂରଣ ଦାବି କରିଥିଲେ।…
ଜିଲ୍ଲା ସ୍ତରୀୟ ସମରସ ସଂକଳ୍ପ ଅଭିଯାନ
ବୁଗୁଡ଼ା, ୧/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବୀଦାସଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଉପଲକ୍ଷେ ସାମାଜିକ ସମରସତା, ଭ୍ରାତୃତ୍ୱ ଓ ସମାନତାର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ “ସମରସ ସଂକଳ୍ପ ଅଭିଯାନ” ଓ “କଳସ ବନ୍ଦନ…
ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର
ଛତ୍ରପୁର: ଜେଏମଜେ ନ୍ୟୁଜ (ତପେନ୍ଦ୍ର ଡାକୁଆ ): ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଉଚ୍ଚ ପ୍ରଶଂସା କଲେ ମହାମହିମ ରାଷ୍ଟ୍ରପତି “ଯେଉଁ କାମ…
ଜେଲ ଆଗରେ ବିଜେଡି ନେତାଙ୍କ ଭିଡ଼
ବ୍ରହ୍ମପୁର : ଜେଏମଜେ ନ୍ୟୁଜ (ତପେନ୍ଦ୍ର ଡାକୁଆ ): ବିକ୍ରମଙ୍କୁ ସ୍ୱାଗତ ପାଇଁ ବିଜୁ ଜନତା ଦଳର ଶୀର୍ଷ ନେତୃ ମଣ୍ଡଳୀ ଓ ଜିଲ୍ଲା ବିଜେଡି ର ବହୁ ବରିଷ୍ଠ ନେତାଙ୍କ ଜେଲ ସାମନାରେ ଭିଡ।କାହାକୁ ଗିରଫ କରିବା ବେଳେ ପୋଲିସ…
ନେପାଳ ବନ୍ୟା ବୀଭିଷିକା; ମୃତ୍ୟୁସଂଖ୍ୟା ୭୭୦କୁ ବୃଦ୍ଧି, ଚୀନ୍ ସୀମାରେ ୯୦୦ ଭାରତୀୟ ସୁରକ୍ଷିତ
ଜେଏମଜେ ବ୍ୟୁରୋ : ନେପାଳରେ ବୁଧବାର ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ପରେ ପୁଣି ଥରେ ନୂତନ ବନ୍ୟା ଆସିବା ନେଇ ରବିବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉପର ମୁଣ୍ଡରୁ ଜଳ ପ୍ରବାହ ବୃଦ୍ଧି…
ବିଜେପି କୁ ଅଡୁଆ ଆମଦାନୀ ନେତା : ବଢୁଛି ପତିଆରା ଲଢେଇ
ଜେଏମଜେ ବ୍ୟୁରୋ : ବିଜେପି ଯାହା କହୁନା କାହିଁକି ଦଳ ଭିତରେ ଯେ ଅସନ୍ତୋଷ କୁହୁଳୁଛି, ତାହା ଜଳ ଜଳ ହୋଇ ଦିଶୁଛି। ଏଇ କିଛି ଦିନର ଘଟଣାକ୍ରମ ସ୍ପଷ୍ଟ କରୁଛି, ଦଳ ଭିତରେ ସବୁ ଠିକଠାକ ଚାଲିନି। କ୍ଷମତା ପାଇଁ…
ହିଞ୍ଜିଳୀ ନିର୍ବାଚନ ମଣ୍ଡଳୀରେ ରମେଶ ଜେନାଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ଗଞ୍ଜାମ:ଜେଏମଜେ ନ୍ୟୁଜ : (ଗଣେଶ ପାଣିଗ୍ରାହୀ ): ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ନିର୍ବାଚନ ମଣ୍ଡଳୀରେ ରମେଶ ଜେନାଙ୍କ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଜଣାପଡ଼ିଛି। ଏହି ଅବସରରେ ବିଭିନ୍ନ ଅଞ୍ଚଳର ବନ୍ଧୁ, ସମର୍ଥକ ଓ ଶୁଭେଚ୍ଛୁମାନେ ଯୋଗଦେଇ…















