ସିନାପାଲି ଠାରେ ଜୋନାଲ ସ୍ତରୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ

ନୂଆପଡା : ଜେଏମଜେ ନ୍ୟୁଜ :(ପରମେଶ୍ୱର ମେହର ) ନୂଆପଡା ଜିଲ୍ଲା, ସିନାପାଲି ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ଦିନ ୧୪ ବର୍ଷ ରୁ କମ୍ ଏବଂ ୧୭ ବର୍ଷରୁ କମ୍ ଥିବା ଛାତ୍ରଛାତ୍ରୀଙ୍କୁ ନେଇ ଜୋନାଲ ସ୍ତରୀୟ…

ରାଜ୍ୟରେ ୧୧,୬୮୪ଟି ସାର ଦୋକାନରେ ଚଢ଼ାଉ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସାରର କଳାବଜାରୀ, ମହଜୁଦକରଣ ଏବଂ ନିମ୍ନମାନର ସାର ଯୋଗାଣ ଭଳି ବିଭିନ୍ନ ଅନୈତିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲା ଓ ବ୍ଲକ ସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଗଠନ କରାଯାଇଛି। ଚଳିତ ଆର୍ଥିକ…

ନୂଆପଡ଼ାରେ ଆଡାପ୍ଟ-୪-ଆର୍‌ ପ୍ରକଳ୍ପର ଦ୍ୱିତୀୟ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆପଡ଼ା: ଜେଏମଜେ ନ୍ୟୁଜ (ପରମେଶ୍ୱର ମେହେର ): ନୂଆପଡ଼ା ଜିଲ୍ଲାରେ ଆଡାପ୍ଟ-୪-ଆର୍‌ (ADAPT4R–Adaptation for Resilience) ପ୍ରକଳ୍ପର କାର୍ଯ୍ୟାନ୍ୱୟନର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଯୋଜନା ସମୀକ୍ଷା ନେଇ ଦ୍ୱିତୀୟ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାନ୍ୱୟନ କମିଟି (DPIC-2) ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ…

ପ୍ରେସ୍ ୟୁନିଅନ ପକ୍ଷରୁ ସାମ୍ବାଦିକଙ୍କ ପରିବାରକୁ ଭତ୍ତା ପ୍ରଦାନ

ରାୟଗଡା : ଜେଏମଜେ ନ୍ୟୁଜ (ସୁପ୍ରିୟା ଷଡ଼ଙ୍ଗୀ ) ରାୟଗଡ ଜିଲ୍ଲା ର ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ପରିଚିତ ପ୍ରେସ୍ ୟୁନିଅନ ତରଫରୁ ମୃତ ସାମ୍ବାଦିକ ରାଜୀବ ଲୋଚନ ପଣ୍ଡା ଙ୍କ ଅସହାୟ ପିତା, ମାତାଙ୍କୁ ଭତ୍ତା ପ୍ରଦାନ କରାଯାଇଛି…

ସିଡ଼ି ସ୍ଲାବ୍ ଭୁଶୁଡ଼ି ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ: ଉତ୍ତେଜନା, କ୍ଷତିପୂରଣ ଦାବି

ନୂଆପଡା : ଜେଏମଜେ ନ୍ୟୁଜ (ପରମେଶ୍ୱର ମେହେର ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚନାବେଡ଼ା ଗ୍ରାମ ରେ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲ ସିଡ଼ି ସ୍ଲାବ୍ ଭୁଶୁଡ଼ି ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ: ଉତ୍ତେଜନା, କ୍ଷତିପୂରଣ ଦାବି କରିଥିଲେ।…

ଜିଲ୍ଲା ସ୍ତରୀୟ ସମରସ ସଂକଳ୍ପ ଅଭିଯାନ

ବୁଗୁଡ଼ା, ୧/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବୀଦାସଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଉପଲକ୍ଷେ ସାମାଜିକ ସମରସତା, ଭ୍ରାତୃତ୍ୱ ଓ ସମାନତାର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ “ସମରସ ସଂକଳ୍ପ ଅଭିଯାନ” ଓ “କଳସ ବନ୍ଦନ…

ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର

ଛତ୍ରପୁର: ଜେଏମଜେ ନ୍ୟୁଜ (ତପେନ୍ଦ୍ର ଡାକୁଆ ): ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଉଚ୍ଚ ପ୍ରଶଂସା କଲେ ମହାମହିମ ରାଷ୍ଟ୍ରପତି “ଯେଉଁ କାମ…

ଜେଲ ଆଗରେ ବିଜେଡି ନେତାଙ୍କ ଭିଡ଼

ବ୍ରହ୍ମପୁର : ଜେଏମଜେ ନ୍ୟୁଜ (ତପେନ୍ଦ୍ର ଡାକୁଆ ): ବିକ୍ରମଙ୍କୁ ସ୍ୱାଗତ ପାଇଁ ବିଜୁ ଜନତା ଦଳର ଶୀର୍ଷ ନେତୃ ମଣ୍ଡଳୀ ଓ ଜିଲ୍ଲା ବିଜେଡି ର ବହୁ ବରିଷ୍ଠ ନେତାଙ୍କ ଜେଲ ସାମନାରେ ଭିଡ।କାହାକୁ ଗିରଫ କରିବା ବେଳେ ପୋଲିସ…

ନେପାଳ ବନ୍ୟା ବୀଭିଷିକା; ମୃତ୍ୟୁସଂଖ୍ୟା ୭୭୦କୁ ବୃଦ୍ଧି, ଚୀନ୍‌ ସୀମାରେ ୯୦୦ ଭାରତୀୟ ସୁରକ୍ଷିତ

ଜେଏମଜେ ବ୍ୟୁରୋ : ନେପାଳରେ ବୁଧବାର ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ପରେ ପୁଣି ଥରେ ନୂତନ ବନ୍ୟା ଆସିବା ନେଇ ରବିବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉପର ମୁଣ୍ଡରୁ ଜଳ ପ୍ରବାହ ବୃଦ୍ଧି…