ଭଞ୍ଜନଗର ଠାରେ ଜାତୀୟ ସାମ୍ବାଦିକ ଦିବସ ପାଳିତ

ଭଞ୍ଜନଗର (ଜେଏମଜେ ନ୍ୟୁଜ): ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁଥିବା ସମ୍ବାଦିକମାନଙ୍କ ପାଇଁ ଗୋଟିଏ ଦିନ ଜାତୀୟ ପ୍ରେସ ଦିବସ ଭାବେ ସମଗ୍ର ଭାରତ ବର୍ଷରେ ମହାସମାରୋହରେ ପାଳନ ହେଇଥିବା ବେଳେ ଭଞ୍ଜନଗରର ଅଗ୍ରଣୀ ପଞ୍ଜିକୃତ ସମ୍ବାଦିକ ସଂଘ କବି…

ହ୍ୟୁମାନ ସାଗରଙ୍କ ଦେହାନ୍ତ

ଜେଏମଜେ ବ୍ୟୁରୋ : ଆଉ ନାହାନ୍ତି ହ୍ୟୁମାନ ସାଗର । ଓଡ଼ିଶା ମାଟିର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ହେଉଛନ୍ତି ହ୍ୟୁମାନ ସାଗର । ତାଙ୍କର ସଂଗୀତ ଓଡ଼ିଶା ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ସେ କିଛି ଦିନ…

ଡିସେମ୍ବର ୧ ରୁ ରାଜ୍ୟବ୍ୟାପୀ ବସ୍ ମାଲିକ ସଂଘର ଧର୍ମଘଟ ଧମକ

ଭୁବନେଶ୍ୱର: ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ (AOBOA) ଡିସେମ୍ବର  ୧ ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ AOBOA ସାଧାରଣ ସମ୍ପାଦକ ଦେବେନ୍ଦ୍ର…

ଅବ୍ୟବସ୍ଥା ରେ ସରିଲା ଯୁଗ୍ମ ଜନଶୁଣାଣୀ ଶିବିର

ଚିକିଟୀରେ ଯୁଗ୍ମ ଅଭିଯୋଗ ଶୁଣାଣି*ପ୍ରଚାର ପ୍ରସାର ଅଭାବରୁ ଖାଁ ଖାଁ ଶିବିର*ପାଣି ଟୋପେ ପାଇଁ ଡହଳବିକଳ ହେଲେ ଅଭିଯୋଗକାରୀ*ଅବ୍ୟବସ୍ଥା ଖାଦ୍ୟ ଯୋଗାଣ, ନିଅଣ୍ଟିଆ ପ୍ରକ୍ରିୟାରୁ ଭୋକରେ ଫେରିଲେ କର୍ମଚାରୀଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାନୁସାରେ ଆଜି ଚିକିଟୀ ବ୍ଲକ…

ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଜେଏମଜେ ବ୍ୟୁରୋ : ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିରସ୍ତ୍ର ନାଗରିକଙ୍କ ଉପରେ ଗୁଳି ଚଳାଇବା ସମେତ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ପାଇଁ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଶୁଣାଣି…

ନଭେମ୍ବର ୧୯ରେ ଇସ୍ତଫା ଦେବେ ନୀତୀଶ କୁମାର: ୨୦ ତାରିଖରେ ଶପଥ ଗ୍ରହଣ ଉତ୍ସବ

ଜେଏମଜେ ବ୍ୟୁରୋ : ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି NDA ଐତିହାସିକ ବହୁମତ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଭେଟି ନଭେମ୍ବର…

ବ୍ରହ୍ମପୁରରୁ ଗଡିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍, ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର :(ଜେଏମଜେ ବ୍ୟୁରୋ): ବ୍ରହ୍ମପୁରରୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍। ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବ୍ରହ୍ମପୁର ରେଳ ଷ୍ଟେସନରୁ ଉତ୍ତରପ୍ରଦେଶର ଓଁକାରେଶ୍ଵର ଓ ଉଜ୍ଜୟିନୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ…

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ବ୍ରହ୍ମପୁରରେ ପହଞ୍ଚିଲା ସିବିଆଇ ଟିମ୍

ବ୍ରହ୍ମପୁର: (ଜେଏମଜେ ବ୍ୟୁରୋ ): ବ୍ରହ୍ମପୁରରେ ପହଞ୍ଚିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ଦ୍ବାରା ପରିଚାଳିତ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ଅଧିକ ତଦନ୍ତ ଲାଗି ବ୍ରହ୍ମପୁରରେ ପହଞ୍ଚିଛି। ଏହି ମାମଲାକୁ ନେଇ ସିବିଆଇ…

କାମ କଲାନି ନବୀନଙ୍କ କ୍ରେଜ୍: ଏହି ଭିଡିଓ ହିଁ ବିଜେଡି ପରାଜୟର କାରଣ!

ଜେଏମଜେ ବ୍ୟୁରୋ : ନୂଆପଡା ବାଜି ଜିତିବାକୁ ବିଜେଡି ନିଜ ଦମ ଲଗେଇଥିଲା । ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବାକୁ ଖୋଦ୍ ପାର୍ଟି ସୁପ୍ରିମୋ ନବୀନ ବି ମଇଦାନକୁ ଓହ୍ଲାଇଥିଲେ । ତାଙ୍କ ପାଇଁ ଭୋଟ୍ ମାଗିଥିଲେ । ନବୀନଙ୍କ ପ୍ରଚାର…

ଏ ବିଜୟ ବାପାଙ୍କର : ଜୟ

ଜେଏମଜେ ବ୍ୟୁରୋ : ଜୟଙ୍କ ମଥାରେ ବିଜୟ ଟୀକା: କିଏ କହିଲା ବାପା ନାହାନ୍ତି ବୋଲି… ବାପା ଆମ ସହ ଥିଲେ… ଅଛନ୍ତି… ଆଉ ରହିଥିବେ ମଧ୍ୟ…ବାପା ! ପ୍ରତି ପିଲାଙ୍କ ବଳ, ପ୍ରତି ପରିବାରର ସାହସ । ବାପା ଥିଲା…