ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ଉପଜିଲ୍ଲାପାଳ । କାର୍ଯ୍ୟ ସନ୍ତୋଷଜନକ ନ ଥିଲେ ପଦ ଯିବ!

ଜେଏମଜେ ବ୍ୟୁରୋ : ଅଙ୍ଗନବାଡ଼ି କର୍ମୀଙ୍କ ନିଯୁକ୍ତି ସମ୍ବନ୍ଧୀୟ ବଡ଼ ନିଷ୍ପତ୍ତି ନେଇଛି ମହିଳା ଓ ଶିଶୁ ବିକାଶ ବିଭାଗ । ବୟସ ଆଧାରରେ ଅଙ୍ଗନବାଡ଼ି କର୍ମୀଙ୍କର ହେବ ବାର୍ଷିକ ସମୀକ୍ଷା । ୫୫ ବର୍ଷ କିମ୍ବା ତାହାଠାରୁ ଉର୍ଦ୍ଧ ବୟସ୍କା…

ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ।

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ ପାଳନ ସହ ୭ ଦିନିଆ ‘ଇକୋନୋମିକ ବ୍ଲକେଡ’…

ଅଶାନ୍ତ ସମୁଦ୍ର ରେ ବୁଡିଗଲା ଡ଼ଙ୍ଗା।

ଛତ୍ରପୁର : ଜେଏମଜେ ନ୍ୟୁଜ : ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଜେଟିରେ ଅଘଟଣ ଘଟିଛି । ସମୁଦ୍ରରେ ଉଚ୍ଚ ଜୁଆର ଓ ଅଶାନ୍ତ ପରିସ୍ଥିତି ଯୋଗୁଁ ଜେଟି ପରିସରରେ ଜଳସ୍ତର…

ପ୍ରବଳ ବର୍ଷିବ ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ : ଦୁଇ ଦିନ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ

ସମ୍ଭାବ୍ୟ ଳଘୁଚାପକୁ ନେଇ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏନେଇ ଆସନ୍ତା ୨୩ ଓ ୨୪ ତାରିଖ ଦୁଇ ଦିନ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ ରହିବ ବୋଲି କନ୍ଧମାଳ…

ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଓଡ଼ିଶା କଂଗ୍ରେସର ନବଗଠିତ କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତାଙ୍କ ପ୍ରଥମ ବୈଠକରେ ଦଳୀୟ ଏକତା ଓ ସଂଗଠନ ସୁଦୃଢ଼ କରିବା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। ଏଣିକି ‘ମୁଁ’ ନୁହେଁ, ‘ଆମେ’ ଭାବନାରେ କାର୍ଯ୍ୟ…

SIRକୁ ନେଇ ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି

ଗଜପତି : ଜେଏମଜେ ନ୍ୟୁଜ : ରାଜ୍ୟରେ SIR ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ମଧ୍ୟରେ ଗଜପତିରେ ତିବ୍ବତୀୟଙ୍କ ନାଁ ଭୋଟର ତାଲିକାରୁ ବାଦ ପଡ଼ିବାକୁ ନେଇ ଅସନ୍ତୋଷ ବଢ଼ିଛି। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପରେ ଗଜପତିରେ ବିଭିନ୍ନ କାରଣରୁ ୨୯…

ଆଗକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ SIR ଝଟକା : ଗଞ୍ଜାମ ଜିଲ୍ଲାରେ ବାଦ ପଡ଼ିଲେ ୨ ଲକ୍ଷ ଭୋଟର

ଜେଏମଜେ ବ୍ୟୁରୋ : ଓଡ଼ିଶାରେ ସରିଛି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ନାଁ କଟିଥିବା ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଦୁଇଟି ପର୍ୟ୍ୟାୟ ଏସଆଇଆରରେ ରାଜ୍ୟରେ ମୋଟ…

ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଓଡ଼ିଶାରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ସୁଧାରିବା ପାଇଁ ଟାଟା ପାୱାର କରିବ ୯୧୯୩ କୋଟି ଟଙ୍କାର ପୁଞ୍ଜିନିବେଶ। ଏନେଇ ଆଜି ଓଇଆରସିରେ ହୋଇଛି ଶୁଣାଣି। କିନ୍ତୁ ଏହି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘ କରିଛି ଜୋରଦାର…

ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ

ଭୁବନେଶ୍ବର :ଜେଏମଜେ ନ୍ୟୁଜ : ବିଧାନସଭା ଭିତରେ ଓ ବାହାରେ ସରକାରଙ୍କ ତୃଟି ବିରୋଧରେ ଆରମ୍ଭ ହେଲା ଜନଆନ୍ଦୋଳନ । ତୃଟିପୂର୍ଣ୍ଣ ପୁସ୍ତକ ପ୍ରିଣ୍ଟିଂ ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ଶାଣିତ କରି ଆଜି…

ଡକ୍ଟର ସରବଣା ବିବେକ ଏମ ହେଲେ ଭୁବନେଶ୍ୱର ଡିସିପି। 4 IPS ଙ୍କୁ ନୂଆ ଦାୟିତ୍ୱ।

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ମଙ୍ଗଳବାର ଦିନ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ୱ ଦିଆଯାଇଛି।ଗୃହ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ବ୍ରହ୍ମପୁରର ଆରକ୍ଷୀ…