ତଦନ୍ତ ପାଇଁ ହଳଦିଆପଦର ଓଭରବ୍ରିଜରେ ପହଞ୍ଚିଲେ ଉଚ୍ଚସ୍ତରୀୟ ବୈଷୟିକ ଟିମ୍

ବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜରେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣା । ଘଟଣାର ସରଜମିନ ତଦନ୍ତ ପାଇଁ ହଳଦିଆପଦର ଓଭରବ୍ରିଜରେ ପହଞ୍ଚିଲେ ଉଚ୍ଚସ୍ତରୀୟ ବୈଷୟିକ ଟିମ୍ । ଓଭରବ୍ରିଜ ନିର୍ମାଣରେ ହୋଇଥିବା…

ନିମ୍ନ ମାନର କାମ କୁ.. ଅଗ୍ରିମ ବିଲରେ ଚାଲିଛି କୋଦଳା ବିକାଶ।

କୋଦଳା : ଜେଏମଜେ ନ୍ୟୁଜ (ଭଗବାନ ପାଢ଼ୀ ): କାମ କମ ବିଲ ଅଧିକ…ନିଯୁକ୍ତି ବ୍ଲକ ରେ.. କମ ଏନଏସି ରେ.. ବରାଦିଆ ଚିଠି କୁ ନେଇ କୋଦଳା ଏନଏସି ରେ ଚାଲିଛି ଲୁଟପାଟ..ଦୁର୍ନୀତି ରେ ବୁଡି ରହିଥିବା ଅଧ୍ୟକ୍ଷ ଓ…

ଶାସକ ଦଳର ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ କରୁଛି କୋଦଳା ଏନଏସି

କୋଦଳା: ଜେଏମଜେ ନ୍ୟୁଜ: (ଭଗବାନ ପାଢ଼ୀ): ଦୁର୍ନୀତି ରେ ବୁଡି ରହିଥିବା କୋଦଳା ଏନଏସି. ଏବେ ଗଞ୍ଜାମ ଜିଲ୍ଲା ରେ ସର୍ବତ୍ର ଆଲୋଚନା ଚାଲିଥିବା ବେଳେ ପୁଣି ସାଙ୍ଘାତିକ ଭିଡ଼ିଓ ଓ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ଖାଇଗଲେ ଟଙ୍କା! ଭାଙ୍ଗିରୁଜି ଗଲାଣି ପରିସ୍ରାଗାର।

କୋଦଳା : ଜେଏମଜେ ନ୍ୟୁଜ : ପୁଣି ପଦାକୁ ଆସିଲା ପରିଶ୍ରାଗାର ଅନିୟମିତତା। ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ପୁରୁଣା ମାଛବଜାର ନିକଟରେ ସାଧାରଣ ଲୋକମାନଙ୍କ ପାଇଁ ୨ ଟି ପରିସ୍ରାଗାର ନିର୍ମାଣ କରଗଲା ଯାହାର ଅଟକଳ ମୂଲ୍ୟ ୮ ଲକ୍ଷ…

ରଥଯାତ୍ରା ପାଇଁ ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲା ପ୍ରଥମ ରଥକାଠ

ନୟାଗଡ : ଜେଏମଜେ ନ୍ୟୁଜ : ଚଳିତ ବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ମହାବୀର କ୍ଷେତ୍ର ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ତିନୋଟି ଟ୍ରକ୍ ରେ ବାହାରିଲା ରଥ କାଠ। ଗତ ଡ଼ିସେମ୍ବର ୩୦ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଜଣିଆ ଟିମ୍ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଧରି…

ଅପ୍ରିୟ ହୋଇପଡ଼ିଲା “ମୋ ପ୍ରିୟ କୋଦଳା”

କୋଦଳା:ଜେଏମଜେ ନ୍ୟୁଜ : (ଭଗବାନ ପାଢ଼ୀ )ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦୁର୍ନୀତି ଫଲସ ବିଲ ଓ ଅତ୍ୟଧିକ ପିସି କାରବାର ଚାଲୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ର ନୀରବତା…

ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରାର ଶୁଭାରମ୍ଭ

ସେମିଲଗୁଡା,କୋରାପୁଟ: ଜେଏମଜେ ନ୍ୟୁଜ: (ଜୟରାମ ଚୌଧୁରୀ) ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ପାଇଁ କୋରାପୁଟ ଠାରୁ ରାୟଗଡ଼ା ଯିବାକୁ ଥିବା ବସର ଶୁଭାରମ୍ଭ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକଙ୍କ ଦ୍ୱାରା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଠାରୁ ପତାକା…

କୋଦଳା ଏନ୍ଏସି ଦୁର୍ନୀତି ଓ ଟେଣ୍ଡର ଫିକ୍ସିଙ୍ଗ ଘଟଣାର ତଦନ୍ତ ଦାବୀ କଲା ଫରୱାର୍ଡ ବ୍ଲକ୍।

କୋଦଳା : ଜେଏମଜେ ନ୍ୟୁଜ: କୋଦାଳ ଏନ୍ଏସିରେ ଦୁର୍ନୀତି ଓ ଟେଣ୍ଡର ଫିକ୍ସିଙ୍ଗ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କୋଦଳା ଠାରେ ତା-୦୭/୦୯/୨୦୨୫ ରେ ବି.ଜେ.ପି.ର ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କୋଦଳା ଏନ୍ଏସିର ନିର୍ବାହୀ ଅଧିକାରୀ କୃଷ୍ଣ…

ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା: 6 ଆହତ

ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଅବତରଣ କଲା ବେଳେ କ୍ରାସ କଲା ବିମାନ । ଭୁବନେଶ୍ବରରୁ ରାଉରକେଲା ଆସୁଥିଲା ଯାତ୍ରୀବାହୀ ବିମାନ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା । ବିମାନରେ ଥିବା ଯାତ୍ରୀମାନେ ସୁରକ୍ଷିତ…

ବିନା ଟେଣ୍ଡର ରେ ରଙ୍ଗୀନ ହେଉଛି କୋଦଳା। ଅଧ୍ୟକ୍ଷଙ୍କ ଲୁଟିବା ଉଦ୍ୟମକୁ ପ୍ରଶାସନର ଛାଟ ବାଜିବ କେବେ?

କୋଦଳା : ଜେଏମଜେ ନ୍ୟୁଜ (ଭଗବାନ ପାଢ଼ୀ ): ବିନା ଟେଣ୍ଡରରେ ରଙ୍ଗୀନ ହେଉଛି କୋଦଳା : ଚାଲିଛି ୱାଲ ରଙ୍ଗ ବେରଙ୍ଗ ହେଲେ ଲୋକଙ୍କୁ ଅନ୍ଧାରରେ ରଖିବା ପାଇଁ ଅନ୍ୟ ଅଂଚର ଠିକାଦାର ଙ୍କୁ ଦିଆଯାଇଛି ରଙ୍ଗ ମରା କାମ।ଗଞ୍ଜାମ…