ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି
ବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): : ଚଳିତମାସ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଜିଲ୍ଲା ଗୋପାଳପୁର ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି…
ନବମ ଦିନରେ ପହଞ୍ଚିଲା ଶିକ୍ଷକଙ୍କ ଆନ୍ଦୋଳନ
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଭୁବନେଶ୍ବର ଲୋୟର ପିଏମ୍ଜିରେ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ଜାରି ରହିଛି । ନବମ ଦିନରେ ପହଞ୍ଚିଲାଣି ଶିକ୍ଷକଙ୍କ ଆନ୍ଦୋଳନ । ଧାରଣାରେ ବସିଛନ୍ତି ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର…
କେନ୍ଦ୍ର ସରକାରରେ ୮.୨୪ ଲକ୍ଷ ପଦ ଖାଲି
ଜେଏମଜେ ବ୍ୟୁରୋ : ଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନିଯୁକ୍ତି ସୁଯୋଗ ହ୍ରାସ ପାଇ ଚାଲିଛି। ଯୁବଗୋଷ୍ଠୀ ଚାକିରି ନ ପାଇ ବସି ରହିଛନ୍ତି। ଏହାକୁ ନେଇ ପରିବାର ଉପରେ ବୋଝ ବଢ଼ି ଚାଲିଛି। ଆର୍ଥିକ…
୩୮୦ ଅଟୋଚାଳକଙ୍କ ମୁଣ୍ଡରେ ଚଡ଼କ, ଶେଷ ତାରିଖ ସୁଦ୍ଧା ଜବାବ ନ ରଖିଲେ ରଦ୍ଦ ହେବ ପରମିଟ
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଅନ୍ ଲାଇନ ଅଟୋଚାଳକଙ୍କ ମୁଣ୍ଡରେ ଚଡ଼କ । ୩୮୦ ଅଟୋ ଚାଳକଙ୍କୁ ପଠାଯାଇଥିବା ଶୋ’ କଜ୍ ନୋଟିସର ଶେଷ ଦିନ ଆସନ୍ତା ୨୬ ତାରିଖ । ଅବଧି ଶେଷ ହେବାକୁ ହାତରେ ମାତ୍ର ଆଉ…
ଜାତି ଭିତ୍ତିକ ସଂରକ୍ଷଣ ଓ ମହିଳା କୋଟାକୁ ନେଇ ରାଜନୈତିକ ବିବାଦ, ବିଜେପି-କଂଗ୍ରେସ ଲଢ଼େଇ
ଜେଏମଜେ ବ୍ୟୁରୋ : ସଂରକ୍ଷଣ ବ୍ୟବସ୍ଥାରେ ସୁଧାର ଦାବି ଏବଂ ମହିଳା ସଂରକ୍ଷଣକୁ ନେଇ ଦେଶର ରାଜନୀତି ପୁଣି ସରଗରମ ହୋଇଛି। ଦିଲ୍ଲୀ, ଲକ୍ଷ୍ନୌ, ପାଟନା ଓ ଜୟପୁର ସମେତ ବିଭିନ୍ନ ସହରରେ ଜାତି ଭିତ୍ତିକ ସଂରକ୍ଷଣକୁ ନେଇ ବିରୋଧର ସ୍ୱର…
ସରିଲା ଶ୍ରାବଣ ମାସ ଶିଵମନ୍ଦିରରେ ଭକ୍ତଙ୍କ ଭିଡ଼
କୋରାପୁଟ :ଜେଏମଜେ ନ୍ୟୁଜ (ଦେବାଶ୍ରିତ ପଟ୍ଟନାୟକ ): ସରିଲା ଶ୍ରାବଣ ମାସ ସୋମବାର ଶିଵ ପୀଠ ରେ ଭକ୍ତ ଙ୍କ ଭିଡ଼ lଏକ ମାସ ଧରି ଚାଲିଥିବା ଶ୍ରାବଣ ର ସୋମବାର ଆଜି ଶେଷ ହୋଇଛି l ଆଉ ତା ସହିତ…
କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର
କବିସୂର୍ଯ୍ୟନଗର: ଜେଏମଜେ ନ୍ୟୁଜ : ବିଶିଷ୍ଟ ସମାଜସେବୀ ତଥା କବିସୂର୍ଯ୍ୟ ରକ୍ତଦାନ ସେବା ସଂଘର ପ୍ରତିଷ୍ଠାତା ଏବଂ ମୁଖ୍ୟ ସଂଯୋଜକ ଶ୍ରୀ ସୁମନ୍ତ କୁମାର ଚର୍ଚ୍ଚିଙ୍କ ତତ୍ତ୍ୱାବଧାନରେ ସନସାଇନ୍ ହସ୍ପିଟାଲ, ଭୁବନେଶ୍ୱର, ଏଲ୍.ଭି. ପ୍ରସାଦ ଆଇ ହସ୍ପିଟାଲ, ବ୍ରହ୍ମପୁର ଓ କବିସୂର୍ଯ୍ୟ…
ବନ୍ୟା ଘେରରୁ ଛ ଜଣ ଚାଷୀଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ଗୋଲାମୁଣ୍ଡା : ଜେଏମଜେ ନ୍ୟୁଜ : (ପିତାମ୍ବର ବେହେରା )/କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସା ପାଲି ଗ୍ରାମପଞ୍ଚାୟତ ଅଧିନରେ ଥିବା କାର୍ଲ ଗ୍ରାମର ଛଅ ଜଣ ଚାଷୀ ବନ୍ୟା ପାଣିରେ ଫସି ରହିଥିବା ଦୃଶ୍ୟ ଅଞ୍ଚଳରେ ଚର୍ଚ୍ଚା ହୋଇ…
ଏଣିକି ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ସରକାରୀ ବାବୁ
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସରକାରୀ ସେବା ପ୍ରଦାନରେ ବିଳମ୍ବ କଲେ ଏଣିକି ତଣ୍ଡ ଗଣିବେ ସମ୍ପୃକ୍ତ ଅଧିକାରୀ। ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସେବାଗୁଡ଼ିକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ସରକାର…
ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼
ବୁଗୁଡ଼ା, ୨୪/୦୭ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ):ଶ୍ରାବଣ ମାସର ଶେଷ ସୋମବାର ଅବସରରେ ବୁଗୁଡ଼ା ଅଞ୍ଚଳର ପ୍ରମୁଖ ଶୈବପୀଠ ବୁଦ୍ଧଖୋଲ ଓ କୁବେରେଶ୍ୱର ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ଚଳିତ ବର୍ଷ ଦଳ ଦଳ କାଉଡ଼ିଆ ଜଳଭାର ଧରି ବୋଲ୍ବମ୍…
















