ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳ ମାଳ ଦୁର୍ନୀତି! ହେଲେ ବିଜେପି ସରକାର ନିରବ କାହିଁକି

ଭୁବନେଶ୍ୱର: ସବୁଠି ମାଳ ମାଳ ଦୁର୍ନୀତି! ରିପୋର୍ଟ ଶୁଣିଲେ ମୁଣ୍ଡରେ ଦେବେ ହାତ! ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ୬ଟି ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(CAG) ରିପୋର୍ଟ ପରେ ସରକାରୀ ଟଙ୍କା ଖର୍ଚ୍ଚ ଓ ବିଭିନ୍ନ ବିଭାଗର କାର୍ଯ୍ୟକୁ ନେଇ ଅନେକ…

ବିଜୁଳି ବିଲ୍‌ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା

ଜେଏମଜେ ନ୍ୟୁଜ : ଅନାଦେୟ ଟ୍ରାଫିକ୍ ଇ-ଚାଲାଣ ବା ଜୋରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଦେଶସାରା ବାକି ପଡ଼ିଥିବା ହଜାର ହଜାର କୋଟି ଟଙ୍କାର ଟ୍ରାଫିକ୍ ଚାଲାଣକୁ ଆଦାୟ କରିବା ପାଇଁ ଗାଡ଼ି ଚାଳକଙ୍କ ବିଜୁଳି…

ରୋଚକ ମୋଡ଼ ନେଉଛି ଓଡ଼ିଶା ପୁଲିସ ଡିଜି ନିଯୁକ୍ତି ବିବାଦ!

ଜେଏମଜେ ବ୍ୟୁରୋ : ଓଡ଼ିଶା ପୁଲିସ୍ ଡିଜି ନିଯୁକ୍ତି ବିବାଦ ଏକ ରୋଚକ ମୋଡ଼ ନେଇଛି । ଡିଜି ପଦର ପ୍ରମୁଖ ଦାବିଦାର ତଥା ଜେଲ୍ ଡିଜି ସୁଶାନ୍ତ ନାଥ ଏକ ସତ୍ୟପାଠ ଦାଖଲ କରି ଅନ୍ୟ ଦୁଇ ଦାବିଦାର ଆଇପିଏସ୍…

MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର

ଜେଏମଜେ ବ୍ୟରୋ : ବିଜେଡିର ରଣହୁଙ୍କାର। ମାଷ୍ଟରକ୍ୟାଣ୍ଟିନରୁ ପିଏମଜି ଛକ ଲୋକାରଣ୍ୟ। ଶକ୍ତି ପ୍ରଦର୍ଶନ କଲା ବିଜୁ ଜନତା ଦଳ। ବିଧାନସଭା ଘେରାଉ ବେଳେ ହଜାର ହଜାର କର୍ମୀ ଏକାଠି। ସଂଶୋଧିତ ଏମ୍ଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ଗଣବିକ୍ଷୋଭ।…

ବିଜେପି ନେତା ଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର ଜେଏମଜେ ନ୍ୟୁଜ (ତପେନ୍ଦ୍ର ଡାକୁଆ ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କମାଶାସନ-ଗୌଡ଼ଗୋଠ ନିଛାଟିଆ ରାସ୍ତାରେ ବିଜେପି ନେତା କାଳିଆ ନାହାକ ନିଜ ଗାଁ ଗୌଡ଼ ଗୋଠକୁ ଯାଉଥିବା ସମୟରେ ତାଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ସେ…

ସମୟ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସମୟ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବାର ଥିଲା। ୪…

ଦେଢ଼ ଲକ୍ଷ କୋଟି ଛୁଇଁବ ଓଡ଼ିଶାର ଋଣଭାର, ମୁଣ୍ଡପିଛା ଋଣ ୩୧ ହଜାରରୁ ଅଧିକ

ଜେଏମଜେ ବ୍ୟୁରୋ : ଦେଢ଼ ଲକ୍ଷ କୋଟି ଛୁଇଁଲାଣି ଋଣଭାର । ମୁଣ୍ଡପିଛା ଋଣ ଭାର ଟପିବ ୩୧ ହଜାର । ରାଜ୍ୟର ବଜେଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ଟପିଲାଣି। ଡବଲ ଇଞ୍ଜିନ ସରକାର ଜନକଲ୍ୟାଣକାରୀ ଯୋଜନା…

ବିଜେଡିକୁ ମନମୋହନଙ୍କ ଟାର୍ଗେଟ; ‘ଦାୟିତ୍ୱସମ୍ପନ୍ନ ବିରୋଧୀ ହୋଇଥିଲେ ପ୍ରସ୍ତାବ ଦେଇଥାନ୍ତେ’

ନେଇ ବିଜେଡିର ଆନ୍ଦୋଳନ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିରୋଧୀ ଦଳ ଭାବେ ବିଜେଡି ଦାୟିତ୍ୱସମ୍ପନ୍ନ ଆଚରଣ କରିବା ସହ ସରକାରଙ୍କୁ ପ୍ରସ୍ତାବ ଦେବା ଉଚିତ୍‌ ବୋଲି ସେ କହିଛନ୍ତି ।ମନମୋହନ କହିଛନ୍ତି, ବିଜେଡି…

ବନ୍ୟା ବେଳେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ: ସୁରେଶ ପୂଜାରୀ

ଜେଏମଜେ ବ୍ୟୁରୋ : ବନ୍ୟା ପରିସ୍ଥିତି ମଧ୍ୟରେ ବିରୋଧୀ ଦଳର ଭୂମିକାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ସମୟରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗ୍ରାଉଣ୍ଡକୁ ଯାଇ ବନ୍ୟା ବିପନ୍ନଙ୍କ ସ୍ଥିତି ବୁଝନ୍ତୁ…

ଶହୀଦ ଭଗତ ସିଂ ଙ୍କ ୧୨୯ ତମ ଜନ୍ମ ଜୟନ୍ତୀ ପାଳିତ।

ବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଆନନ୍ଦ ନଗର କେନାଲ ସାହି ଠାରେ ଅବସ୍ଥିତ ଭଗତ ସିଂ ଯୁବକ ସଂଘ ପକ୍ଷରୁ ସହିଦ ଭଗତ ସିଂ ଙ୍କ ୧୨୯ ତମ ଜନ୍ମ ଜୟନ୍ତୀ…