ଦେବାଶିଷଙ୍କ ବିସ୍ଫୋରଣ : କହୁ କହୁ ସବୁ କହିଦେଲେ: ‘ନବୀନ ଏବେ ଗୃହବନ୍ଦୀ’

ଜେଏମଜେ ବ୍ୟୁରୋ : ବେଶ୍‌ କିଛିଦିନ ଗୁମସୁମ୍‌ ରହିବା ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି । ସିଧାସିଧା କହିଛନ୍ତି, ନବୀନ ଏବେ ଗୃହବନ୍ଦୀ ଅଛନ୍ତି । ସେ ବିଜେଡ଼ି ସଂକ୍ରାନ୍ତୀୟ କୌଣସି ଖବର ପାଉନାହାନ୍ତି…

ସରିଲା ବିଜେଡି ବିଧାୟକ ଦଳ ବୈଠକ

ଜେଏମଜେ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ । ଏତିରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ଦଳ ବିଜେଡି । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…

ସରିଲା ସର୍ବଦଳୀୟ ବୈଠକ

ଜେଏମଜେ ବ୍ୟୁରୋ : କାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏଥିପାଇଁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ସର୍ବଦଳୀୟ ବୈଠକ । ଶୀତ ଅଧିବେଶନକୁ ସୁରୁଖୁରୁରେ ସାରିବାକୁ ହୋଇଛି ଆଲୋଚନା । ପୂରା ଅଧିବେଶନକୁ ସ୍ୱାଭାବିକ…

୬ ବରିଷ୍ଠ ଓଏଏସ ଅଧିକାରୀଙ୍କ ବଦଳି.

ଭୁବନେଶ୍ଵର: (ଜେଏମଜେ ବ୍ୟୁରୋ ): ଆଜି ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟସରକାର । ୬ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଇଛି । ଉଷାରାଣୀ ସାହୁ ପଞ୍ଚାୟତିରାଜ ବିଭାଗର ସ୍ଵତନ୍ତ୍ର ସଚିବ ହୋଇଥିବାବେଳେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ…

ଶୀତଋତୁ ପାଇଁ 6ମାସ ଯାଏଁ ବନ୍ଦ ହେଲା ବଦ୍ରିନାଥ ଧାମ

ଜେଏମଜେ ବ୍ୟୁରୋ : ବନ୍ଦ ହେଲା ବଦ୍ରିନାଥ ଧାମ କପାଟ । ୬ ମାସ ପାଇଁ ବନ୍ଦ ରହିଲା ବଦ୍ରିନାଥ ଧାମ । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଅବସ୍ଥିତ ଭଗବାନ ବିଷ୍ଣୁଙ୍କ ପବିତ୍ର ତୀର୍ଥସ୍ଥଳ ବଦ୍ରିନାଥ ଧାମର କପାଟ ୨୫ ନଭେମ୍ବର ୨୦୨୫ ମଙ୍ଗଳବାର ଦିନ…

ରାମ ମନ୍ଦିରରେ ସ୍ଥାପନ ହେଲା ଧର୍ମଧ୍ୱଜା: ସବୁଠି ଶୁଭିଲା ରାମ ଧ୍ୱନୀ

ଜେଏମଜେ ବ୍ୟୁରୋ : ସାରା ବିଶ୍ୱରେ ଅଯୋଧ୍ୟା ଯୋଡ଼ିଲା ନୂଆ ଐତିହାସିକ ଫର୍ଦ୍ଦ। ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଫରଫର ହୋଇ ଉଡୁଛି କେଶରିଆ ଧର୍ମ ଧ୍ୱଜା। ଜୀବନ୍ତ ହୋଇ ଉଠିଛି ଐତିହାସିକ ମୁହୂର୍ତ୍ତ। ରାମଭକ୍ତଙ୍କ ଗହଣରେ ସ୍ଥାପନ ହେଲା ଧର୍ମଧ୍ୱଜା।…

ଶିଳ୍ପ ମନ୍ତ୍ରୀ କହିଲେ ଇତିହାସ ହୋଇ ରହିଯିବ ବିଜେଡି.

ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଉପସଭାପତି ପଦ ଅଗ୍ରାହ୍ୟ କରିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋରଦାର ହେଉଛି । କିଛି ବିଜେଡି ନେତା ଏହାକୁ ସମର୍ଥନ କରୁଥିବା ବେଳେ କିଛି ଏହାକୁ ବିରୋଧ କରିଛନ୍ତି । ଏହାରି…

27 ରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଓଡିଶା ଗବେଷଣା ସମ୍ମିଳନୀ-2025 : ଯୋଗ ଦେବେ ରାଜ୍ୟର 17ଟି ବିଶ୍ଵବିଦ୍ୟାଳୟରୁ 657 ଗବେଷକ, ଅଧ୍ୟାପକ ଓ ଶିକ୍ଷାବିତ

ଭଞ୍ଜବିହାର(ଜେଏମଜେ ବ୍ୟୁରୋ): ରାଜ୍ୟ ଗବେଷଣା ମହାକୁମ୍ଭ କହୁଯାଉଥିବା ଓଡିଶା ଗବେଷଣା ସମ୍ମିଳନୀର ପଞ୍ଚମ ସଂସ୍କରଣକୁ ଚିଳତବର୍ଷ ଆୟୋଜନ କରୁଛି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ। ନଭେମ୍ବର 27 ତାରିଖଠାରୁ ଆରମ୍ଭ ହୋଇ ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ…

ବିଧାନସଭା ଆରମ୍ଭ ପୂର୍ବରୁ କଡ଼ାକଡ଼ି ସିକ୍ୟୁରଟି ଯାଞ୍ଚ: 27 ରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ଆସନ୍ତା ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ସିକ୍ୟୁରଟି ଯାଞ୍ଚ କଡ଼ାକଡ଼ି କରାଯାଇଛି। ପୋଲିସ କମିଶନର ଏସ. ଦେବଦତ୍ତ ସିଂ ବିଧାନସଭା ପରିସରରେ ସୁରକ୍ଷା ଯାଞ୍ଚ କରିଛନ୍ତି।…

୧୨ ଘଣ୍ଟିଆ ଦାରିଙ୍ଗବାଡି ବନ୍ଦ

ବାଲିଗୁଡା :(ଜେଏମଜେ ନ୍ୟୁଜ ): ୧୨ ଘଣ୍ଟିଆ ଦାରିଙ୍ଗବାଡି ବନ୍ଦ। ଚାରିଛକ ଦୁର୍ଗା ପୂଜା ମଣ୍ଡପ ଜମିକୁ ନେଇ ଆଜି ୧୨ ଘଣ୍ଟିଆ ଦାରିଙ୍ଗବାଡି ବନ୍ଦ ପାଳନ କରାଯାଉଛି। ଦାରିଙ୍ଗବାଡି ଦୁର୍ଗାପୂଜା କମିଟି ଓ ବଣିକ ସଂଘ ପକ୍ଷରୁ ଏହି ବନ୍ଦ…