ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ବିଭିନ୍ନ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ

ଜେଏମଜେ ବ୍ୟୁରୋ : ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହା ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ସରକାର ୮ଟି ବିଲ୍ ଆଗତ କରିବେ । ତେବେ ତାହା ପୂର୍ବରୁ ରବିବାର ସଂସଦ ଭବନରେ…

ଆସିକା ସାଂସଦ ଙ୍କ ଧରାକୋଟ ବ୍ଲକ ପ୍ରତିନିଧି ହେଲେ ମୁନା ପ୍ରଧାନ

ଜେଏମଜେ ବ୍ୟୁରୋ : ଆସିକା ସାଂସଦ ଅନିତା ସୁଭଦର୍ଶନୀ ଧରାକୋଟ ବ୍ଲକର ଉନ୍ନତି ଓ ବିକାଶ ଧାରାକୁ ଆଗକୁ ନେବାପାଇଁ ଢଉଗାଁ ପଞ୍ଚାୟତ ର ସୁନା ମୋହି ଗ୍ରାମର ଉଚ୍ଚ ଶିକ୍ଷିତ ଯୁବକ ତଥା ବି ଜେ ପି ର ଜଣେ…

୨୧ରୁ ସଂସଦର ମୌସୁମୀ ଅଧିବେଶନ: ଆସିବ ୮ ନୂଆ ବିଲ୍

ଜେଏମଜେ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶ । ପିଏମ୍ ମୋଦିଙ୍କ ନେତୃତ୍ବାଧୀନ ଏନ୍ଡିଏ ସରକାର ଓ ବିରୋଧ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି ପ୍ରସ୍ତୁତି। ୨୧ ଜୁଲାଇରୁ ଆରମ୍ଭ ହୋଇ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ…

ବଦଳିଲେ ୨ ରାଜ୍ୟର ରାଜ୍ୟପାଳ।

ଜେଏମଜେ ବ୍ୟୁରୋ : ବଦଳିଲେ ୨ ରାଜ୍ୟର ରାଜ୍ୟପାଳ। ଗୋଆ ଓ ହରିୟାଣା ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାବ୍ୟତୀତ ଲଦାଖରେ ନୂଆ ଉପରାଜ୍ୟପାଳ ନିଯୁକ୍ତ କରିଛନ୍ତି । ଅସୀମ କୁମାର ଘୋଷ ହରିୟାଣାର…

ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ

ଜେଏମଜେ ବ୍ୟୁରୋ : ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଡିସିପି ଜଗମୋହନ ମୀନା ଓ ଅତିରିକ୍ତ କମିଶନର ନରସିଂହ ଭୋଳ ଏମ୍ସରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି…

ସାମ୍ବାଦିକ ସମ୍ମିଳନୀ କରି ବିଷ ଓଗାଳିଲେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ

ଜେଏମଜେ ବ୍ୟୁରୋ : ଅର୍ଚ୍ଚନାଙ୍କ ଗିରଫଦାରି ପଛରେ ବଡ ଷଡଯନ୍ତ୍ର ଥିଲା । ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ବରିଷ୍ଠ ନେତାଙ୍କ ନାଁ ନେଇ ସବୁ ଗୁମର ଖୋଲିଛନ୍ତି ଅର୍ଚ୍ଚନା । ସେ କହିଛନ୍ତି ମୋ ଗିରଫଦାରୀ ପଛରେ ବିଜେଡିର ବରିଷ୍ଠ…

ୱାକଫ୍‌ ବିଲ୍‌ ସମର୍ଥନରେ ବିଜେଡିର ୫ ସାଂସଦ ଦେଇଥିଲେ ଭୋଟ୍‌।

ଜେଏମଜେ ବ୍ୟୁରୋ : ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ ୫ ବିଜେଡି ସାଂସଦ । ଗତ ଏପ୍ରିଲ୍‌ ମାସରେ ୱାକଫ୍‌ ବିଲ୍‌କୁ ନେଇ ବିଜେଡିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ବିଲ୍‌କୁ ବିରୋଧ କରିବ ବୋଲି ଆରମ୍ଭରୁ କହି…

ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ପ୍ରାଣ ହରାଇଲେ ୪ ଓଡ଼ିଆ, ଆଉ ୪ ଗୁରୁତର!

ଜେଏମଜେ ବ୍ୟୁରୋ : ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ୪ ଓଡ଼ିଆ। ଏପର୍ଯ୍ୟନ୍ତ ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ବେଳେ ଆହୁରି ୪ ଓଡ଼ିଆ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ମୃତକମାନେ ହେଲେ ଗଂଜାମର…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜେଏମଜେ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୪ ତାରିଖ ଦିନ ଓଡ଼ିଶା ଆସି ପହଞ୍ଚିବେ ରାଷ୍ଟ୍ରପତି ମୁର୍ମୁ। ଏହାପରେ ନିଜ କାର୍ଯ୍ୟକ୍ରମରେ ଯୋଗ ଦେବେ।ଅର୍ଥାତ୍ ୧୪ ଓ ୧୫ ତାରିଖ ଦୁଇ ଦିନ…

ବାର୍ଷିକ ଉତ୍ସବ ସମାରୋହ

ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଆଇ ବି ଛକ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ଵ ବିଦ୍ୟାଳୟ, ପ୍ରଭୁ ପ୍ରୀତ ଭବନ ଠାରେ 30ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି |ଏହି ଅଂଚଳର ମୁଖ୍ୟ ସେବା କେନ୍ଦ୍ର…