ମାର୍ଚ୍ଚ ୨୦୨୭ ପରେ ଘୋଷଣା ହୋଇପାରେ ନୂଆ ଜିଲ୍ଲା, ବ୍ଲକ୍‌, ତହସିଲ!

ଭୁବନେଶ୍ବର: ୧୬ଟି ଜିଲ୍ଲାକୁ ଭାଙ୍ଗି ୨୮ଟି ନୂଆ ଜିଲ୍ଲା ଗଠନ କରିବାକୁ ବହୁ ବର୍ଷ ହେଲା ଦାବି ହେଉଛି। ବିଜେଡି ସରକାର ଶାସନରେ ଥିବା ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ। ଏହା ଘୋଷଣାରେ ରହିଗଲା। ବିଜେପି…

ଓଡିଶାକୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ମଂଜୁର

ଜେଏମଜେ ବ୍ୟୁରୋ : କେନ୍ଦ୍ର ସରକାର ଓଡ଼ିଶାର ଗ୍ରାମାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ (Rural Local Bodies) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୪୦୦ କୋଟି ଟଙ୍କାରୁ ଅଧିକ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଜାରି କରିଛନ୍ତି। ଏହି ଅର୍ଥ ରାଜ୍ୟର…

ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣା: ୧୦ ମୃତ, ୩୫ ଆହତ, ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବତୀ

ଜେଏମଜେ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା କାଶୀବୁଗାସ୍ଥିତ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଆଜି କାର୍ତ୍ତିକ ଏକାଦଶୀରେ ଅସମ୍ଭାଳ ଭିଡ଼ କାରଣରୁ ଦଳାଚକଟା ହୋଇ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି ଏବଂ ୩୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ…

ଏଣିକି ଜମି କିଣା ବିକା ହେବ ଆହୁରି ସହଜ

ଜେଏମଜେ ବ୍ୟୁରୋ : ରାଜ୍ୟରେ ଜମି କିଣାବିକା ସହଜ କରିବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି । ତହସିଲରେ ଖୋଲିବ ସବରେଜିଷ୍ଟ୍ରି ଅଫିସ୍ । ଆଜି ତହସିଲ ଅଫିସରେ ଜମି କିଣାବିକା ପ୍ରକ୍ରିୟାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ…

ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କଲେ ମୁଖ୍ୟମନ୍ତ୍ରୀ, ଆଜି ପାଇଁ ୫ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଜେଏମଜେ ବ୍ୟୁରୋ : ଟଳିଯାଇଛି ସିଭିୟର ସାଇକ୍ଲୋନ ମୋନ୍ଥା । ଗତକାଲି ସନ୍ଧ୍ୟା ୭ ଟାରୁ ରାତି ୧୧ ଟା ମଧ୍ୟରେ କାକିନାଡ଼ା ଠାରୁ ଦକ୍ଷିଣକୁ ୨୪ କିଲୋମିଟର ଅମଲାପୁରମ ଠାରେ ଲ୍ୟାଣ୍ଡଫଲ କରିଛି । ପ୍ରାୟ ୩ରୁ ୪ ଘଣ୍ଟା…

ସ୍ଥାନାନ୍ତର ହେବେ ୩୫ହଜାର ଲୋକ, ସଚିବ, ଜିଲ୍ଲାପାଳଙ୍କ ସହ ମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର:ଜେଏମଜେ ବ୍ୟୁରୋ: ବାତ୍ୟା ମୋନ୍ଥାରେ ଶୂନ ମୃତାହତ ଲକ୍ଷ୍ୟ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସବୁ ବିଭାଗର ସଚିବ, ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ପରେ ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି ଯେ ଆଜି ସଂଧ୍ୟା ସୁଦ୍ଧା…

ଝିଅଙ୍କୁ ମିଳିବନି ବାପଘର ସମ୍ପତ୍ତି, ହୋଇପାରିବେନି ଉତ୍ତରାଧିକାରୀ: ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଜେଏମଜେ ବ୍ୟୁରୋ : ପୈତୃକ ସମ୍ପତ୍ତିକୁ ନେଇ ଅଧିକାଂଶ ସମୟରେ ଦେଖା ଦେଉଛି ବିବାଦ। ଯାହା ସମାଧାନ ହେବା ପାଇଁ କୋର୍ଟ କଚେରୀରେ ଯ।ଇଁ ପହଞ୍ଚୁଛି। ପିତା ମାତାଙ୍କ ମୃତ୍ୟୁ ପରେ ସମ୍ପତ୍ତି ଲାଗି ଭାଇ-ଭଉଣୀଙ୍କ ମଧ୍ୟରେ ଏ ନେଇ ଅନେକ…

ବାତ୍ୟା ମୋନ୍ଥା ପ୍ରଭାବରେ ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଜେଏମଜେ ବ୍ୟୁରୋ: ବାତ୍ୟା “ମୋନ୍ଥା” ପଶ୍ଚିମକେନ୍ଦ୍ରୀୟ ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ଅଞ୍ଚଳଗୁଡ଼ିକ ଉପରେ ଅବସ୍ଥିତ ଏହା ପ୍ରଭାବରେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହାକୁ ନେଇ ୮…

ବାତ୍ୟାର ବଢ଼ୁଛି ଗତି: ମନ୍ତ୍ରୀ ସୁରେଶ ପୂଜାରୀ

ଜେଏମଜେ ବ୍ୟୁରୋ : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,ବାତ୍ୟାର ବଢ଼ୁଛି ଗତି। ପାଣିପାଗ ବିଭାଗର ସୂଚନା ଅନୁସାରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶର ମଛଲିପାଟନମ ଓ କଳିଙ୍ଗପାଟଣା ମଝିରେ ଭୂପୃଷ୍ଠକୁ ସ୍ପର୍ଶ କରିବ। ଯାହା ଆଶା କରାଯାଉଛି…

ବଙ୍ଗୋପସାଗରରେ ସୃଷ୍ଟି ହେଲା ସାମୁଦ୍ରିକ ବାତ୍ୟା ମୋନ୍ଥା, ସମୀକ୍ଷା କରୁଛନ୍ତି ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: (ଜେଏମଜେ ବ୍ୟୁରୋ ): ବଙ୍ଗୋପସାଗରରେ ସୃଷ୍ଟି ହେଲା ସାମୁଦ୍ରିକ ବାତ୍ୟା ମୋନ୍ଥା। ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ। ଘଣ୍ଟାପ୍ରତି ୧୩ କିମି ବେଗରେ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇ ମାଡ଼ିଆସୁଛି ବାତ୍ୟା। ବଙ୍ଗୋପସାଗରରେ ସୃଷ୍ଟ…