ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି
ବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): : ଚଳିତମାସ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଜିଲ୍ଲା ଗୋପାଳପୁର ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି…
ବନ୍ୟା ଘେରରୁ ଛ ଜଣ ଚାଷୀଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ଗୋଲାମୁଣ୍ଡା : ଜେଏମଜେ ନ୍ୟୁଜ : (ପିତାମ୍ବର ବେହେରା )/କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସା ପାଲି ଗ୍ରାମପଞ୍ଚାୟତ ଅଧିନରେ ଥିବା କାର୍ଲ ଗ୍ରାମର ଛଅ ଜଣ ଚାଷୀ ବନ୍ୟା ପାଣିରେ ଫସି ରହିଥିବା ଦୃଶ୍ୟ ଅଞ୍ଚଳରେ ଚର୍ଚ୍ଚା ହୋଇ…
ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼
ବୁଗୁଡ଼ା, ୨୪/୦୭ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ):ଶ୍ରାବଣ ମାସର ଶେଷ ସୋମବାର ଅବସରରେ ବୁଗୁଡ଼ା ଅଞ୍ଚଳର ପ୍ରମୁଖ ଶୈବପୀଠ ବୁଦ୍ଧଖୋଲ ଓ କୁବେରେଶ୍ୱର ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ଚଳିତ ବର୍ଷ ଦଳ ଦଳ କାଉଡ଼ିଆ ଜଳଭାର ଧରି ବୋଲ୍ବମ୍…
ଗଞ୍ଜାମରେ ବିନା ଅନୁମତିରେ ଶୋଭାଯାତ୍ରା ମନା
ଛତ୍ରପୁର :ଜେଏମଜେ ନ୍ୟୁଜ : ଗଞ୍ଜାମ ପୋଲିସ ଜିଲ୍ଲାରେ ୯୦ ଦିନ ପାଇଁ ଲାଗୁ ହେଲା ଧାରା ୩୦। ଏହା ଅନୁଯାୟୀ କୌଣସି ସଭା ସମିତି, ଶୋଭାଯାତ୍ରା ଓ ଜନସମାବେଶ କରିବାକୁ ହେଲେ ସମ୍ପୃକ୍ତ ଏସଡିପିଓ କିମ୍ବା ଥାନା ଅଧିକାରୀଙ୍କ ଅନୁମତି…
ରାକ୍ଷୀପୂର୍ଣ୍ଣିମା ପାଇଁ ବୁଗୁଡ଼ା ଚଳଚଞ୍ଚଳ
ବୁଗୁଡ଼ା,୨୦/୦୮ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ):ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ପ୍ରଭୁ ବଳଦେବ ଜିଉଙ୍କର ଜନ୍ମଦିନ ଶ୍ରାବଣ ପୂର୍ଣ୍ଣିମାରେ ପାଳନ ହେଉଥିବା ରକ୍ଷାବନ୍ଧନ ଉତ୍ସବ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହର ବନ୍ଧନକୁ ଆହୁରି ନିବିଡ଼ କରିଥାଏ । ରାକ୍ଷୀ ପୂର୍ଣିମା ଦିନ…
ଭିଜିଲାନ୍ସ ହାତରେ ଧରାପଡିଲେ ବାଲେଶ୍ୱର ସଦର ସିଡିପିଓ
ଜେଏମଜେ ବ୍ୟୁରୋ : ଗାଡ଼ି ଭଡ଼ା ବିଲ୍ ପାସ୍ କରାଇବା ନାଁରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ସଦର ସିଡିପିଓ ମଧୁସ୍ମିତା ମହାନ୍ତି। ଆଉ ମାତ୍ର ୨ ବର୍ଷ ପରେ ଚାକିରିରୁ ଅବସର…
ଭୂମିକମ୍ପରେ ଥରିଲା କୋରାପୁଟ, ଭୟରେ ଘରୁ ବାହାରି ଆସିଲେ ଲୋକେ
କୋରାପୁଟ : ଜେଏମଜେ ନ୍ୟୁଜ : ସାରା ରାଜ୍ୟରେ ବନ୍ୟା ସ୍ଥିତି ସଂଗୀନ ହୋଇପଡ଼ିଛି। ବନ୍ୟା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କୋରାପୁଟରେ ହୋଇଛି ମୃଦୁ ଭୂମିକମ୍ପ। ମଙ୍ଗଳବାର ରାତି ପ୍ରାୟ ୮ଟା ୪୦ ମିନିଟରେ ଏହି ଭୂମିକମ୍ପ ହୋଇଛି।…
ବଲାଙ୍ଗୀର ରେ ବିଜେଡି ର ଶିକ୍ଷା ବଞ୍ଚାଅ ଅଭିଯାନ
ବଲାଙ୍ଗୀର : ଜେଏମଜେ ନ୍ୟୁଜ : ବଲାଙ୍ଗିର ରାଜରାସ୍ତାରେ ଜୋରଦାର ହେଲା ବିକ୍ଷୋଭ, ତୀବ୍ର ହେଉଛି ବିଜେଡିର ଶିକ୍ଷା ବଞ୍ଚାଅ ଆନ୍ଦୋଳନ। ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ଵଂସ କରିବାକୁ ବସିଛି ବିଜେପି ସରକାର, ତୁରନ୍ତ ଇସ୍ତଫା ଦିଅ ଗଣଶିକ୍ଷା ମନ୍ତ୍ରୀ।
୩୬ ମାମଲାରେ ବିଚାର ଶେଷ; ସବୁଥିରୁ ନିର୍ଦ୍ଦୋଷରେ ଖଲାସ ଆଜାଦ
ଜେଏମଜେ ବ୍ୟୁରୋ : ଦୀର୍ଘବର୍ଷ ଧରି ବିଭିନ୍ନମାଓବାଦୀ ହିଂସା ମାମଲାରେ ଜେଲ୍ରେ ଥିବା ମାଓନେତା ଡୋନା କେଶବ ରାଓ ଓରଫ ଆଜାଦ ଆଜି ସମସ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡିରେ ଗଠିତ ସ୍ୱତନ୍ତ୍ର ଅଦାଲତରେ ତାଙ୍କ ବିରୋଧରେ ଥିବା…
କଟକଣା ଏବଂ ଜରିମାନାକୁ କାହାରି ଖାତିର ନାହିଁ ।ବଜାରରେ ମିଳୁଛି ପ୍ଲାଷ୍ଟିକ୍ ଜାତୀୟ ପତାକା
ଜେଏମଜେ ବ୍ୟୁରୋ : ବଜାରରେ ମିଳୁଛି ପ୍ଲାଷ୍ଟିକ୍ ଜାତୀୟ ପତାକା । ପ୍ଲାଷ୍ଟିକ୍ରେ ତିଆରି ଜାତୀୟ ପତାକା ତିଆରି, ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବାକୁ ନିର୍ଦ୍ଦେଶନାମା ରହିଛି । ମାତ୍ର ବାସ୍ତବ ଚିତ୍ର ଏକଦମ୍ ଓଲଟା ।…
















