ଅବ୍ୟବସ୍ଥା ରେ ସରିଲା ଯୁଗ୍ମ ଜନଶୁଣାଣୀ ଶିବିର
ଚିକିଟୀରେ ଯୁଗ୍ମ ଅଭିଯୋଗ ଶୁଣାଣି*ପ୍ରଚାର ପ୍ରସାର ଅଭାବରୁ ଖାଁ ଖାଁ ଶିବିର*ପାଣି ଟୋପେ ପାଇଁ ଡହଳବିକଳ ହେଲେ ଅଭିଯୋଗକାରୀ*ଅବ୍ୟବସ୍ଥା ଖାଦ୍ୟ ଯୋଗାଣ, ନିଅଣ୍ଟିଆ ପ୍ରକ୍ରିୟାରୁ ଭୋକରେ ଫେରିଲେ କର୍ମଚାରୀଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାନୁସାରେ ଆଜି ଚିକିଟୀ ବ୍ଲକ…
ବରିଷ୍ଠ କଳାକାର ମହାସଂଘ କଳାକାର ସମାଜର ତ୍ରାଣକର୍ତ୍ତା
ବ୍ରହ୍ମପୁର,: ଜେଏମଜେ ନ୍ୟୁଜ: କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ”ର ପଞ୍ଚମ ବାର୍ଷିକୋତ୍ସବ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ – ଆନ୍ଧ୍ର ଭାଷା ବିବର୍ଦ୍ଧିନି ସମାଜମ୍ ସଭା ପ୍ରକୋଷ୍ଠରେ ମହାସମାରୋହରେ…
ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁଦିବସ ପାଳନ ସହ ସଚେତନତା ଶିବିର ଅନୁଷ୍ଠିତ
ଜେଏମଜେ ବ୍ୟୁରୋ : ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶନାରେ ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ ପରିଚାଳନାରେ ଓଡିଶା…
ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁର:(ଜେଏମଜେ ନ୍ୟୁଜ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ ପ୍ରାଙ୍ଗଣରେ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ଖ୍ୟାତନାମା ଆଧ୍ୟାତ୍ମିକ ମାର୍ଗଦର୍ଶିକା, ଜୀବନ ପରିଚାଳନା ବିଶେଷଜ୍ଞା, ଅନ୍ତରାଷ୍ଟ୍ରୀୟ ପ୍ରେରଣା ଦାୟକ ଅଭିଭାଷିକା ତଥା ବରିଷ୍ଠ ରାଜଯୋଗ ଶିକ୍ଷିକା ବ୍ରହ୍ମାକୁମାରୀ ଶିବାନୀ…
ଶ୍ରଦ୍ଧା ଫାଉଣ୍ଡେସନ ” ତରଫରୁ ଅସହାୟ ଦିବ୍ୟାଙ୍ଗ ପରିବାରଙ୍କୁ ସହାୟତା ପ୍ରଦାନ
ବ୍ରହ୍ମପୁର (ଜେଏମଜେ ନ୍ୟୁଜ ): ସହରର ଅଗ୍ରଣୀ ସମାଜସେବା ଅନୁଷ୍ଠାନ “ଶ୍ରଦ୍ଧା ଫାଉଣ୍ଡେସନ ” ତରଫରୁ ରାଧାକୃଷ୍ଣ ବିଲ ସାହିରେ ରହୁଥିବା ଭି. ଜାନକୀ ରାଓ ଓ ତାଙ୍କ ଦିବ୍ୟାଙ୍ଗ ପୁଅ ଅସହାୟ ହୋଇ ଫାଉଣ୍ଡେସନକୁ ସହାୟତା ପାଇଁ ଅନୁରୋଧ କରିବା…
ଓଡ଼ିଶା ଡିଜିଟାଲ୍ ମିଡ଼ିଆ ଆସୋସିଏସନ୍ର ମିଡ଼ିଆ କନକ୍ଲେଭ୍-୨୦୨୫.
ବ୍ରହ୍ମପୁର:(ଜେଏମଜେ ନ୍ୟୁଜ ): ଓଡ଼ିଶା ଡିଜିଟାଲ୍ ମିଡ଼ିଆ ଆସୋସିଏସନ୍ର ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ ମିଡ଼ିଆ କନ୍କ୍ଲେଭ୍-୨୦୨୫ ବ୍ରହ୍ମପୁର ସ୍ଥିତ ସରକାରୀ ଆଇ.ଟି.ଆଇ. ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲା ଶାଖା ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ସଭାପତି ତୁଷାର…
ଦାରିଙ୍ଗବାଡିରେ ଖସୁଛି ପାରଦ
ଜେଏମଜେ ବ୍ୟୁରୋ : ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ ଶୀତ ଧୀରେ ଧୀରେ ଅନୁଭୂତ ହେଉଛି। ଘର ଭିତର ଅପେକ୍ଷା ଶୀତ ବାହାର…
ନିର୍ବାଚନର ପୂର୍ବ ଦିନ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଏହି ସମୟରେ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ବିଭାଗର ଚଢାଉ କରିଛି । କୋମନା ସ୍ଥିତ ମନୋଜ ମିଶ୍ରଙ୍କ ବାସଭବନରେ ଆୟକର ବିଭାଗର ପକ୍ଷରୁ ଚଢାଉ କରାଯାଇଛି…
ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ
ଜେଏମଜେ ବ୍ୟୁରୋ : ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ । ନୂଆପଡ଼ା ଉପନିର୍ବାଚନରେ ସାମିଲ ପୋଲିଂ ପାର୍ଟିଗୁଡ଼ିକୁ ସହାୟତା କରିବ ଏହି ବିମାନ…
ଲୋକପ୍ରିୟ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଛନ୍ତି ଅଭିନେତା
ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ଓଡ଼ିଆ ଲୋକପ୍ରିୟ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର ଦୁର୍ଘଟଣାଗ୍ରସ୍ତ । କାର ସାମ୍ନାକୁ କୁକୁରୁ ଆସିଯିବାରୁ ନିୟନ୍ତ୍ରଣ ହରାଇ କେନାଲ ଭିତରକୁ ଖସିଲା ଗାଡ଼ି । ଫଳରେ ଅଳ୍ପକେ ବର୍ତ୍ତିଛନ୍ତି ଅଭିନେତା । ବର୍ତ୍ତମାନ କାରଟିକୁ ସେଠାରୁ କ୍ରେନ…














