ବିଧାୟିକାଙ୍କ ଅଭିଯୋଗକୁ SPଙ୍କ ଖଣ୍ଡନ…
-ବିଧାୟିକା ମନୋରମା ମହାନ୍ତିଙ୍କ ଅଭିଯୋଗକୁ କଳାହାଣ୍ଡି ଏସ୍ପିଙ୍କ ଖଣ୍ଡନ-ପରିବାର ଲୋକଙ୍କୁ ଗାଳିଗୁଲଜ ନେଇ କରିଥିବା ଅଭିଯୋଗ ଠିକ୍ ନୁହେଁ-ନିୟମ ଅନୁସାରେ ପୋଲିସ ବିଧାୟକଙ୍କ ସ୍ବାମୀକୁ ପଚରାଉଚରା ପାଇଁ ଯାଇଥିଲା
ଅର୍ଥନୀତି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ
ଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗ ଓ ସେଣ୍ଟର ଅଫ ସୋସିଆଲ ଏସକେଲୁସନ ଏଣ୍ଡ ଇଂକ୍ଲୁସିବ ପଲିସି ଏବଂ ଓଡ଼ିଶା ସରକାରଙ୍କ ପି ଏମ -ଉଷା ମିଳିତରେ ଦୁଇ ଦିନ…
ବାଘ ରେଳ ଷ୍ଟେସନ ଦାବି, ଭୁବନେଶ୍ବରରେ ଜିଏମଙ୍କୁ ଭେଟି ଦାବିପତ୍ର ପ୍ରଦାନ
ବୌଦ୍ଧ : (ପୂର୍ଣ୍ଣ ଚରଣ ସାହୁ )ବାଉଁଶୁଣି ନିର୍ମାଣଧିନ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ଅର୍ନ୍ତଗତ ବୌଦ୍ଧ ବ୍ଲକ ମନୁପାଲି ପଞ୍ଚାୟତ କନ୍ଧରିଆପଡା ନିକଟରେ “ବାଘ” ଷ୍ଟେସନ ପାଇଁ ଡିପିଆର ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ରେଳବାଇ ପକ୍ଷରୁ ସେଠାରେ ପ୍ରାୟ ୭୨.୦୦ ଏକର…
ରଥଯାତ୍ରା ପାଇଁ ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲା ପ୍ରଥମ ରଥକାଠ
ନୟାଗଡ : ଜେଏମଜେ ନ୍ୟୁଜ : ଚଳିତ ବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ମହାବୀର କ୍ଷେତ୍ର ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ତିନୋଟି ଟ୍ରକ୍ ରେ ବାହାରିଲା ରଥ କାଠ। ଗତ ଡ଼ିସେମ୍ବର ୩୦ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଜଣିଆ ଟିମ୍ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଧରି…
ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା: 6 ଆହତ
ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଅବତରଣ କଲା ବେଳେ କ୍ରାସ କଲା ବିମାନ । ଭୁବନେଶ୍ବରରୁ ରାଉରକେଲା ଆସୁଥିଲା ଯାତ୍ରୀବାହୀ ବିମାନ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା । ବିମାନରେ ଥିବା ଯାତ୍ରୀମାନେ ସୁରକ୍ଷିତ…
ମହାନ ଜନନେତା ଅଶୋକ ଦାସଙ୍କ ୧୬ ତମ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତିଚାରଣ ସଭା
ଭୁବନେଶ୍ୱର:ଜେଏମଜେ ନ୍ୟୁଜ: (ପ୍ରମୋଦ କୁମାର ମହାପାତ୍ର): ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ବିଶିଷ୍ଟ ଜନନେତା ଅଶୋକ ଦାସଙ୍କର ୧୬ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇ ଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଡ଼ିଶାର ବହୁ ଗନ୍ୟ ମାନ୍ୟ ବ୍ୟକ୍ତି ମାନେ ଯୋଗ…
ପିକନିକ କରିବାକୁ ଆସି ଦାରିଙ୍ଗବାଡିରେ ପିଟାପିଟି
ଦାରିଙ୍ଗବାଡି: ଜେଏମଜେ ନ୍ୟୁଜ: ଦାରିଙ୍ଗବାଡି ଦୁଲୁରି ପାଇନ୍ ଜଙ୍ଗଲରେ ବଣଭୋଜି ସମୟରେ ରବିବାର ଦିନ ଗଣ୍ଡଗୋଳ ହୋଇଥିଲା। ନିଶାସକ୍ତ କିଛି ପର୍ଯ୍ୟଟକ କୌଣସି କାରଣବଶତଃ ପରସ୍ପର ସହ ଯୁକ୍ତିତର୍କ କରିଥିଲେ। ସୂତ୍ର ଅନୁଯାୟୀ, ଏହି ବିବାଦ ଖୁବ୍ ଶୀଘ୍ର ଦୁଇ ଗୋଷ୍ଠୀ…
୨ ଟି ଟ୍ରଫ୍ ଓ୍ବାଲ୍ ଲାଇନିଙ୍ଗ୍ ଶିଳାନ୍ୟାସ କଲେ ବିଧାୟକ
କୋଦଳା : ଜେଏମଜେ ନ୍ୟୁଜ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ଶରଧାପୁର ଓ କନିଆରିବାଡି ଠାରେ ୨ ଟି ଟ୍ରଫ୍ ଓ୍ବାଲ୍ ଲାଇନିଙ୍ଗ୍ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଶନିବାର କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ…
ବିଧାୟକ ଙ୍କୁ କୃତଜ୍ଞତା ଜଣାଇଲେ ନବ ନିଯୁକ୍ତ ସରକାରୀ ଆଇନଜୀବୀ ।
ବ୍ରହ୍ମପୁର : ଜେଏମଜେ ନ୍ୟୁଜ: ବହୁ ପ୍ରତିକ୍ଷୀତ ନବ ନିଯୁକ୍ତ ସରକାରୀ ଆଇନଜୀବୀ ମାନେ ମାନ୍ୟବର ବିଧାୟକ କେ ଅନିଲ କୁମାର ଏବଂ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ ଙ୍କୁ ଭେଟି କୃତଜ୍ଞତା ଜଣାଇବା ସହ ଆଗାମୀ ଦିନ ମାନଙ୍କରେ…
ପ୍ରଭାତ କୁମାର ସାମଲ APP ନିଯୁକ୍ତ
କବିସୂର୍ଯ୍ୟନଗର (ଜେଏମଜେ ନ୍ୟୁଜ ): ପ୍ରଭାତ ସାମଲ ହେଲେ ସହକାରୀ ସରକାରୀ ଓକିଲ. କବିସୂର୍ଯ୍ୟନଗର କୋର୍ଟ ରେ ନିଯୁକ୍ତି ମିଳିଥିବା ଆଜି ଆଇନ ବିଭାଗ ପକ୍ଷରୁ ଚିଠି ନଂ 1-LR-18/2025…21321/ 24 ଡିସେମ୍ବର 2025 ରୁ ଜଣାଯାଇଛି . କବିସୂର୍ଯ୍ୟନଗର JMFC…
















