ବିଧାୟକଙ୍କୁ ନବୀନ ନିବାସ ଡକରା, ଅପରାହ୍ନ ୫ଟାରେ ବଡ଼ ବୈଠକ
ଭୁବନେଶ୍ୱର : ଜେଏମଜେ ନ୍ୟୁଜ ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏନେଇ ସମସ୍ତ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଛି । ରାଜ୍ୟ ସଭା ନିର୍ବାଚନକୁ ନେଇ ମାନସମନ୍ଥନ ହେବା ନେଇ ଜଣାପଡୁଛି ।ରାଜ୍ୟ ସଭା…
G-RAM-G ଆଇନ ପ୍ରତିବାଦରେ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ
ନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ: ମନରେଗା ଆଇନ ଉଚ୍ଛେଦକୁ ବିରୋଧ କରିବ କଂଗ୍ରେସ । ଏନେଇ ସାରା ଦେଶରେ ବିକ୍ଷୋଭ କରିବ ଜାତୀୟ କଂଗ୍ରେସ । ସଡ଼କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିକ୍ଷୋଭ କରାଯିବ । ଆଜି ଦିଲ୍ଲୀରେ ବସିଥିବା କାର୍ଯ୍ୟକାରିଣୀ…
କବିସୂର୍ଯ୍ୟନଗର ରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ନୋହିଲା
କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : ମାଳ ମାଳ ନେତା, କର୍ମୀ, 24 ବର୍ଷ ଶାସନ ରେ ରହି କ୍ଷମତା ଉପଭୋଗ କଲେ, ହେଲେ ଆଜି କ୍ଷମତା ଯିବା ପରେ ଭୁଲିଗଲେ ଦଳୀୟ ପ୍ରତିଷ୍ଠା ଦିବସ କୁ…ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ…
ମୁନାଙ୍କ ଟାର୍ଗେଟ ରେ ସେ ଦୁଇମୁଣ୍ଡିଆ କିଏ?
ଜେଏମଜେ ବ୍ୟୁରୋ : ବର୍ତ୍ତମାନ ଆମେ ବିଜୁ ବାବୁ ଫର୍ମୁଲା ଆପଣେଇବୁ । ଇଏ ଦୁଇ ମୁଣ୍ଡିଆମାନଙ୍କୁ ଆମେ ଛାଡିବୁନି। ଦୁଇ ମୁଣ୍ଡିଆ ଦୁଇ ପଟେ ଚାଲାକି ଦେଖାଇଲେ ଆଉ ଚଳିବନି । କାହା ଅଣ୍ଡରରେ ରହିବା ନାହିଁ, ନବୀନଙ୍କ ଅଣ୍ଡରରେ…
ବିଜେଡି ପାଳିଲା 29 ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର :ଜେଏମଜେ ନ୍ୟୁଜ : ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ବିରୋଧୀଙ୍କୁ କଡ଼ା କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ବିଜେଡି…
ବ୍ରହ୍ମପୁର ମଣ୍ଡଳ କାରାଗାର ପରିସର ରେ ବିଜେଡି ଟିମ
ବ୍ରହ୍ମପୁର : (ଜେଏମଜେ ନ୍ୟୁଜ) : ବ୍ରହ୍ମପୁର ମଣ୍ଡଳ କାରାଗାର ପରିସର ରେ ବିଜେଡି ଟିମ। ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡାକୁ ବିଜେଡି ର ଏକ ଟିମ ବ୍ରହ୍ମପୁର ଜେଲରେ ଭେଟିଛନ୍ତି।ରାଜ୍ୟ ଉପସଭାପତି ତଥା ବରିଷ୍ଠ…
ବଳ ଗୋଟାଉଛନ୍ତି ବିଜେଡିର ବିଦ୍ରୋହୀ ଗୋଷ୍ଠୀ
ଭୁବନେଶ୍ୱର: (ଜେଏମଜେ ବ୍ୟୁରୋ )ବିଜୁ ଜନତା ଦଳରେ ପାଣ୍ଡିଆନଙ୍କ ହସ୍ତକ୍ଷେପକୁ ବିଜେଡିର ବିଦ୍ରୋହୀ ଗୋଷ୍ଠୀଙ୍କ ବିରୋଧ । ଏବେ ଲୁଚି ଛପି ନୁହେଁ ଖୋଲାଖୋଲି ଭୋଜି କରି ନେତୃତ୍ୱକୁ ଚ୍ୟାଲେଞ୍ଜ ଦେଇଛନ୍ତି । ଗତବର୍ଷ ୭ ଜଣ ମେଳି କରିଥିବା ବେଳେ…
ବିଜେପି ଓ କଂଗ୍ରେସରେ ଭଳି ବିଜେଡିରେ କନ୍ଦଳ ନାହିଁ ,ଦଳ ଏକଜୁଟ୍ ଅଛି: ଅଶୋକ ପଣ୍ଡା
ଭୁବନେଶ୍ୱର: ଜେଏମଜେ ନ୍ୟୁଜ (ସମୀର ନାୟକ): ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ ।ସେ ଆହୁରି ମଧ୍ୟ କହିଛନ୍ତି ମତାନ୍ତର ମନାନ୍ତର ରହିବା…
ପାଣ୍ଡିଆନ ନେତା ନୁହଁନ୍ତି, ସେ ଜଣେ ମ୍ୟାନେଜର୍: ସମ୍ବିତ
ଭୁବନେଶ୍ୱର :(ଜେଏମଜେ ନ୍ୟୁଜ ): ପାଣ୍ଡିଆନ ନେତା ନୁହଁନ୍ତି, ସେ ଜଣେ ମ୍ୟାନେଜର୍। ନେତା ହିସାବରେ ତାଙ୍କୁ କେବେ ମାନିନାହୁଁ। ଆଜି ଏଭଳି କହିଛନ୍ତି ବିଜେଡି ନେତା ତଥା ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ତେବେ ଆଜି ବି ପାଣ୍ଡିଆନଙ୍କ ପ୍ରତି…
ଟାଟା ହଟାଅ ଦାବିରେ ୨୬ରେ କଂଗ୍ରେସର ଜନ ଜାଗରଣ ଆନ୍ଦୋଳନ
ଭୁବନେଶ୍ୱର : (ଜେଏମଜେ ନ୍ୟୁଜ ): ଆସନ୍ତା ୨୬ ତାରିଖରେ ଜନ ଜାଗରଣ ଆନ୍ଦୋଳନ କରିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ବିଜେଡି ଗାନ୍ଧୀଙ୍କ ପଥରେ ଚାଲୁଛି ।…















