କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟରେ ୧୨,୦୦୦ରୁ ଅଧିକ ଶିକ୍ଷକ ପଦବୀ ଖାଲି
ଜେଏମଜେ ବ୍ୟୁରୋ : କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ଓ ନବୋଦୟ ବିଦ୍ୟାଳୟ (ଏନଭି) ଗୁଡ଼ିକରେ ଶିକ୍ଷକ ଓ ଅଣ-ଶିକ୍ଷକ ପଦବୀରେ ବଡ଼ ସଂଖ୍ୟାରେ ଖାଲିପଦ ରହିଛି। ରାଜ୍ୟସଭାରେ ପ୍ରକାଶିତ ସାମ୍ପ୍ରତିକ ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟାଳୟରେ ୭,୭୬୫ ଶିକ୍ଷକ ପଦ ଓ…
ଅଗଷ୍ଟ ପହିଲାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
ଜେଏମଜେ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ। ପର୍ଯ୍ୟଟକଙ୍କୁ ସ୍ବାଗତ…
ନକଲି ଜବ୍ କାର୍ଡ ପ୍ରସଙ୍ଗ: ଦ୍ୱିତୀୟ ସ୍ଥାନରେ ଓଡ଼ିଶା
ଜେଏମଜେ ବ୍ୟୁରୋ : ଜବ୍ କାର୍ଡ ଜାଲିଆତିକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସାରା ଦେଶରେ ନକଲି ଜବ୍ କାର୍ଡ ହାତେଇବାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବିହାର ପ୍ରଥମ ସ୍ଥାନରେ ରହିଛି । ତୃତୀୟରେ ଆସାମ…
IAS ସ୍ତରରେ ପୁଣି ଅଦଳବଦଳ: ୯ ସ୍ଥାନରେ ଉପଜିଲ୍ଲାପାଳ ନିଯୁକ୍ତ
ଜେଏମଜେ ବ୍ୟୁରୋ : ତିନି ଦିନ ଭିତରେ ରାଜ୍ୟ ସରକାର ପୁଣି ଥରେ ପ୍ରଶାସନିକ ସ୍ତରରେ ଅଦଳବଦଳ ସହ ନୂଆ ନିଯୁକ୍ତି ଦେଇଛନ୍ତି । ୪ ଆଇଏଏସଙ୍କ ବଦଳି କରାଯାଇଥିବା ବେଳେ ୨୦୨୩ ବ୍ୟାଚର ୯ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଭାବେ…
ସଂସଦରେ ବିହାରର ‘ସାର୍’ ତାତି, ବିରୋଧୀଙ୍କ ହଙ୍ଗାମା: ୨ଟା ଯାଏ ଗୃହ ମୁଲତବୀ.
ଜେଏମଜେ ବ୍ୟୁରୋ : ମୌସୁମୀ ଅଧିବେଶନ ତୃତୀୟ ଦିନରେ ଅଚଳାବସ୍ଥା ଜାରି ରହିଛି । ବିହାରର ‘ସାର୍’କୁ ନେଇ ଉଭୟ ଗୃହରେ ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ । ହୋ-ହାଲ୍ଲାରେ କମ୍ପିଥିଲା ଉଭୟ ରାଜ୍ୟସଭା ଓ ଲୋକସଭା । ହାଉସ୍ ଚାଲି…
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ
ଜେଏମଜେ ବ୍ୟୁରୋ : ନିର୍ବାଚନ କମିଶନ ନୂଆ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କମିଶନ ଏ ସମ୍ପର୍କରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।ନିକଟରେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼ ।ପରବର୍ତ୍ତୀ ଉପରାଷ୍ଟ୍ରପତି…
ବାଲେଶ୍ବର କଲେଜ ଛାତ୍ରୀଙ୍କ ଜୀବନ ହାରିବା ଘଟଣା ଅତ୍ୟନ୍ତ ଲଜ୍ଜାଜନକ: ସୁପ୍ରିମକୋର୍ଟ
ଜେଏମଜେ ବ୍ୟୁରୋ : ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତୀ ଉଦ୍ୟମ ଘଟଣା । ଏହି ଘଟଣାକୁ “ଅତ୍ୟନ୍ତ ଦୁଃଖଦ ଓ ଲଜ୍ଜାଜନକ” ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହି ଘଟଣାରେ କେନ୍ଦ୍ର ସରକାର ଓ ସମସ୍ତ ପକ୍ଷଙ୍କୁ ଜବାବ…
ଜଗଦୀପ ଧନଖଡ଼ ଙ୍କ ଇସ୍ତଫା ପ୍ରସଙ୍ଗ.. କଂଗ୍ରେସ କହିଲା ‘ପରଦା ପଛରେ ଅନ୍ୟ କିଛି କାରଣ ରହିଛି’
ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଦେଶରେ ରାଜନୀତି ତୀବ୍ର ହୋଇଯାଇଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଦେଇଥିବା ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁର କରି ଦେଇଛନ୍ତି। ଜଗଦୀପଙ୍କ ଇସ୍ତଫାପତ୍ରକୁ ନେଇ କଂଗ୍ରେସ କେନ୍ଦ୍ର…
ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼.
ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼.. ବର୍ତମାନ ର ଏ ହେଉଛି ଏକ ବଡ଼ ଖବର..ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି. ଏନେଇ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି। ଇସ୍ତଫା ପତ୍ର ସେ ରାଷ୍ଟ୍ରପତି…
ଲୋକସଭାରେ ପ୍ରବଳ ହଙ୍ଗାମା: ଦିନ ୨ଟା ଯାଏଁ ଗୃହ ମୁଲତବୀ.
ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହ ସରଗରମ ହୋଇଥିବା ବେଳେ ବିରୋଧୀ ଦଳ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଗୃହରେ କହିବାକୁ ସୁଯୋଗ ମିଳୁନଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ଅପରେସନ ସିନ୍ଦୂର ଏବଂ ପହଲଗାମ୍ ଉପରେ ଚର୍ଚ୍ଚା ଚାଲିଥିବା…
















