ଗୁମର ଖୋଲିଦେଲେ ଅର୍ଚ୍ଚନା ନାଗ.
ଜେଏମଜେ ବ୍ୟୁରୋ: ଗତିକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ । ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି ସବୁ ଗୁମର ଖୋଲିଛନ୍ତି ଅର୍ଚ୍ଚନା ନାଗ । ବିଜେଡି ବିରୋଧରେ ବିଷ ଓଗାଳିଛନ୍ତି ଅର୍ଚ୍ଚନା ନାଗ । ତାଙ୍କ ଗିରଫ ପଛର ଗୁମର…
ଏପଟେ ଆନ୍ଦୋଳନ, ସେପଟେ ସାଧାରଣ ହେଲାଣି ଗାଡ଼ି ଚଳାଚଳ !
ଜେଏମଜେବ୍ୟୁରୋ: ଡ୍ରାଇଭରମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଜିଦ୍ରେ ଅଟଳ ଡ୍ରାଇଭର, ହନ୍ତସନ୍ତ ଲୋକେ । ରାଜ୍ୟରେ ଚତୁର୍ଥ ଦିନରେ ଆନ୍ଦୋଳନ । ସେପଟେ ଡ୍ରାଇଭର ସଂଘରେ ଫାଟ ଦେଖିବାକୁ ମିଳିଛି ।…
ଡ୍ରାଇଭର୍ ଆନ୍ଦୋଳନକୁ ବଡ଼ ଝଟ୍କା, ବନ୍ଧା ହେବେ ମେଣ୍ଡୁଲି?
ଜେଏମଜେ ବ୍ୟୁରୋ : ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନାଁରେ ଏତଲା। ମେଣ୍ଡୁଲିଙ୍କ ନାଁରେ ଏତଲା ଦେଇଛି ମିନି ଟ୍ରକ ମାଲିକ ସଂଘ। ଏହି ଏତଲା ସମ୍ପର୍କରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇ ନ ଥିବା ବେଳେ,…
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍
ଭୁବନେଶ୍ବର: ଘରୋଇ ବସ୍ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ପାଇଁ ବଡ଼ ଖବର ଆସିଛି। ଘରୋଇ ବସ୍ରେ ଯାତ୍ରା କରିବା ପାଇଁ ଆଉ ସେମାନେ ହଇରାଣ ହେବେ ନାହିଁ। ଅର୍ଥାତ ଆସନ୍ତାକାଲି (ଶନିବାର) ଠାରୁ ଯାତ୍ରୀବାହୀ ଘରୋଇ ବସ୍ ଚଳାଚଳ କରିବ। ଘରୋଇ…
ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି: କଂଗ୍ରେସ ଗାଡିକୁ ବାଟ ଛାଡିବା ନେଇ ପ୍ରତିକ୍ରିୟା ଦେଲେ ପରିବହନ ମନ୍ତ୍ରୀ.
ଜେଏମଜେ ବ୍ୟୁରୋ : ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ରାଜ୍ୟରେ ଜାରି ରହିଛି। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ। ତେବେ, କଂଗ୍ରେସ ଦଳର…
ଜନ୍ମବେଦୀରେ ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା ଆଜି
ଜେଏମଜେ ବ୍ୟୁରୋ : ଶୁକ୍ରବାର ସନ୍ଧ୍ୟା ଦର୍ଶନ । ଭକ୍ତମାନେ ଗୁଣ୍ଡିଚା ଘରେ ଚଳିତ ବର୍ଷ ପାଇଁ ଠାକୁରଙ୍କ ଶେଷ ଆଡ଼ପ ଦର୍ଶନ ଲଭିବେ । ଏଣୁ ଶରଧାବାଲିରେ ଲାଗିବ ଭକ୍ତମାନଙ୍କ ପ୍ରବଳ ଭିଡ଼ । ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର…
ରତ୍ନାକରଙ୍କ ନାମରେ ସଂଗୀନ ଅଭିଯୋଗ. ମହିଳା ବିଡ଼ିଓଙ୍କୁ ଦେଉଥିଲେ ନିର୍ଯ୍ୟାତନା.ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଅଡିଓ.
ଜେଏମଜେ ବ୍ୟୁରୋ : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାମରେ ସଂଗୀନ ଅଭିଯୋଗ ଆସିଛି । ଏହି ଅଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଜନୈକା ମହିଳା ଓଏଏସ ଅଧିକାରିଣୀଙ୍କୁ ସେ ସଂଜରେ ଆସିବାକୁ କହୁଥିଲେ…
ଚିଟଫଣ୍ଡ ଠକେଇ: ୫ ଲକ୍ଷ ଛୋଟ ନିବେଶକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଜେଏମଜେ ବ୍ୟୁରୋ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ରାଜ୍ୟର ବିଭିନ୍ନ ଚିଟ୍ ଫଣ୍ଡ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ଅତିରିକ୍ତ ୫ ଲକ୍ଷ ଛୋଟ ନିବେଶକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…
ଶରଧାବାଲିରେ ଦଳାଚକଟା ଘଟଣା: ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ
ଜେଏମଜେ ବ୍ୟୁରୋ : ପୁରୀରେ ଶରଧାବାଲିରେ ଦଳାଚକଟା ମାମଲାରେ ରାଜ୍ୟ ମାନବାଧିକାର ଆୟୋଗ ହସ୍ତକ୍ଷେପ କରିଛନ୍ତି । ଦଳାଚକଟା ଘଟଣାରେ ରାଜ୍ୟ ମାନବାଧିକାର କମିଶନ ରିପୋର୍ଟ ମାଗିଥିବା ଜଣାପଡିଛି । ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ…
ଅତିରିକ୍ତ କମିସନର ରତ୍ନାକର ସାହୁ ଅସୁସ୍ଥ
ଜେଏମଜେ ବ୍ୟୁରୋ : ରତ୍ନାକର ସାହୁ ଅସୁସ୍ଥ। ଅତିରିକ୍ତ କମିସନର ରତ୍ନାକର ସାହୁ ବେହୋସ୍। BMC ଅଫିସରେ କାମ କରୁଥିବା ବେଳେ ଚେତାଶୂନ୍ୟ ହେଲେ ଅତିରିକ୍ତ କମିସନର ରତ୍ନାକର ସାହୁ।ଦୁଇ ଦିନ ତଳେ BMC ଅଫିସରେ ଅତିରିକ୍ତ କମିସନରଙ୍କୁ ହୋଇଥିଲା ଆକ୍ରମଣ।…
















