ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୋପନୀୟତା କାହିଁକି?
ଜେଏମଜେ ବ୍ୟୁରୋ : ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୋପନୀୟତା କାହିଁକି୭୯ବର୍ଷୀୟ ନବୀନ ପଟ୍ଟନାୟକଙ୍କଙ୍କର ଜୁନ୍ ୨୨ତାରିଖରେ ସର୍ଭ୍ରିକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର କରାଯାଇଥିବା ନେଇ ତାଙ୍କ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଡାକ୍ତର ରାଜଶେଖରଙ୍କ ନେୃତୃତ୍ୱରେ ଓ…
ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ରାଜ୍ୟପାଳ ସି.ପି. ରାଧାକୃଷ୍ଣନ
ଜେଏମଜେ ବ୍ୟୁରୋ : ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଥିବା ଚନ୍ଦ୍ରପୁରମ ପନ୍ନୁସାମି ରାଧାକୃଷ୍ଣନଙ୍କୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ( ଏନଡିଏ) ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପିର ସଂସଦୀୟ…
ବିଜେପି ଶିବିରରେ ବରିଷ୍ଠ ବିଜେଡି ନେତା: ଚର୍ଚ୍ଚାରେ ଗଞ୍ଜାମ ରାଜନୀତି!
ଜେଏମଜେ ବ୍ୟୁରୋ : ବିଜେପି ଶିବିରରେ ବରିଷ୍ଠ ବିଜେଡି ନେତା ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଯାହାକୁ ନେଇ ଗଞ୍ଜାମ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ଏହା ଏବେ ରାଜନୈତିକ ମହଲ ଏବଂ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାକୁ ଖୋରାକ…
୧୭ ଅଗଷ୍ଟରୁ ରାହୁଲଙ୍କ ‘ଭୋଟର ଅଧିକାର ଯାତ୍ରା’, ୧୬ ଦିନରେ ବୁଲିବେ ୧୩୦୦ କିଲୋମିଟର
ଜେଏମଜେ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଖେଇ ଆସୁଛି। ଏହା ସହିତ ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସ ଏବଂ ଆରଜେଡି ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ସମ୍ପର୍କରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବ ଅଗଷ୍ଟ ୧୭ ରୁ ‘ଭୋଟର ଅଧିକାର ଯାତ୍ରା’ ଆରମ୍ଭ…
ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତି ବଞ୍ଚାଇବା ପାଇଁ କଂଗ୍ରେସ ପ୍ରୟାସ କରୁଛି: ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ
ଭୁବନେଶ୍ବର: ଭୋଟ ଚୋରି ଅଭିଯୋଗ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଉପରେ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁମାନେ ଦିନେ ନିର୍ବାଚନ ଅନିୟମିତତାରେ ସାମିଲ ଥିଲେ, କୋର୍ଟ ମଧ୍ୟ ସେମାନଙ୍କ ଦଳକୁ ନିର୍ବାଚନ ଅନିୟମିତକାରୀ ବୋଲି…
ଶୋଭାଯାତ୍ରା ବେଳେ ତାରାପ୍ରସାଦ ବାହିନୀପତିଙ୍କୁ ଅଚାନକ ଆକ୍ରମଣ
ଜେଏମଜେ ବ୍ୟୁରୋ: ଶୋଭାଯାତ୍ରା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଅଚାନକ ଆକ୍ରମଣ ଅଭିଯୋଗ ହୋଇଛି। ଗତ ୧୪ ତାରିଖ ରାତିରେ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା କୋରାପୁଟ ସହରରେ ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର…
ଜିଲ୍ଲା ସଭାପତି ଚୟନ ପାଇଁ କଂଗ୍ରେସ ଜାରି କଲା ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା
ଭୁବନେଶ୍ୱର: (ଜେଏମଜେ ନ୍ୟୁଜ ): ଓଡ଼ିଶାରେ ଜିଲ୍ଲା ସଭାପତି ବାଛିବାକୁ କଂଗ୍ରେସର କସରତ ଆରମ୍ଭ ହୋଇଯାଇଛି। ଏଥିପାଇଁ ଏଆଇସିସି ପକ୍ଷରୁ ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରାଯାଇଛି। ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାକୁ ଜିଲ୍ଲା…
ନିର୍ବାଚନ କମିଶନଙ୍କୁ ଖଡଗେଙ୍କ ଟାର୍ଗେଟ.
ଜେଏମଜେ ବ୍ୟୁରୋ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଶୁକ୍ରବାର ନିର୍ବାଚନ କମିଶନ ଏବଂ ଶାସକ ଦଳ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ରର ମୂଳଦୁଆ ହେଉଛି ନିରପେକ୍ଷ ନିର୍ବାଚନ, କିନ୍ତୁ କ୍ଷମତା ସଞ୍ଚୟ ପାଇଁ…
ଆଜି କଂଗ୍ରେସ ପକ୍ଷରୁ ସମସ୍ତ ଜିଲ୍ଲାରେ “ଭୋଟ୍ ଚୋର, ଗାଦି ଛାଡ଼” ମଶାଲ ଶୋଭାଯାତ୍ରା
ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ଆଜି କଂଗ୍ରେସ ପକ୍ଷରୁ ସମସ୍ତ ଜିଲ୍ଲାରେ ‘ ଭୋଟ୍ ଚୋର, ଗାଦି ଛାଡ଼’ ମଶାଲ ଶୋଭାଯାତ୍ରା ହେବ । ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଗତ ୭ ତାରିଖରେ ନିର୍ବାଚନ ଆୟୋଗଙ୍କ ସହଯୋଗରେ ଭୋଟ୍ ଚୋରି ଜରିଆରେ…
ବ୍ଲକ୍ ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତା ହ୍ରାସ ନେଇ ତେଜିଲା ରାଜନୀତି।
୨୦ ଲକ୍ଷ ଟଙ୍କା ଯାଏଁ ପ୍ରକଳ୍ପରେ ଦରକାର ପଡ଼ିବନି ବ୍ଲକ୍ ଅଧ୍ୟକ୍ଷଙ୍କ ଦସ୍ତଖତପ୍ରତିବାଦ ଜଣାଇଲେ ବିରୋଧୀସପକ୍ଷରେ ଯୁକ୍ତି ବାଢ଼ିଲେ ପଞ୍ଚାୟତିରାଜ ମନ୍ତ୍ରୀ ଜେଏମଜେ ବ୍ୟୁରୋ : ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତା ସଙ୍କୁଚିତ ହେବ। ବ୍ଲକ୍ରେ ୨୦ ଲକ୍ଷ ଟଙ୍କା…














