୩୭୮ ଜଣ ପଞ୍ଜୀକୃତ ଛାତ୍ରୀ: ପାଞ୍ଚ ଜଣ ଉପସ୍ଥିତ.
ଜେଏମଜେ ବ୍ୟୁରୋ : ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶନିବାର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ପକନାଗାଁ ଗ୍ରାମର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ ଏବଂ ଛାତ୍ରୀଙ୍କ ଉପସ୍ଥାନ କମ ଥିବାରୁ ସ୍କୁଲ କର୍ମଚାରୀଙ୍କୁ ଭର୍ତ୍ସନା…







