ଅଧିକ ଚିକିତ୍ସା ପାଇଁ ଏୟାର ଲିଫ୍ଟରେ ବଳଙ୍ଗା ପିଡିତାଙ୍କୁ ନିଆଗଲା ଏମ୍ସ ନୂଆଦିଲ୍ଲୀ

Spread the love

ଜେଏମଜେ ବ୍ୟୁରୋ : ଅଧିକ ତଥା ଭଲ ଚିକିତ୍ସା କରିବା ପାଇଁ ଆଜି ବଳଙ୍ଗା ପିଡିତାଙ୍କୁ ନୂଆଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କୁ ୟାର ଲିଫ୍ଟ ଦ୍ବାରା ନୂଆଦିଲ୍ଲୀ ଏମ୍ସକୁ ନିଆଯାଇଛି। ସେଠାରେ ତାଙ୍କର ଭଲ ଚିକିତ୍ସା ହୋଇପାରିବ ବୋଲି ଏମ୍ସ ଭୁବନେଶ୍ବର କର୍ତ୍ତୁପକ୍ଷ ଆଶା କରିଛନ୍ତି। ସେଥିପାଇଁ ଆଜି ସକାଳୁ ଏୟାର ଲିଫ୍ଟ ନେଇ ପ୍ରସ୍ତୁତି କରାଯାଇଥିଲା।
ପୋଲିସ ସହାୟତାରେ ଗ୍ରୀନ କରିଡୋର କରି ପିଡିତାଙ୍କୁ ଏମ୍ସରୁ ଏୟାରପୋର୍ଟ ନିଆଯାଇଥିଲା। ସେଠାରୁ ଦିଲ୍ଲୀ ନିଆଯାଇଛି।

ଏ ନେଇ ଏମ୍ସ ଭୁବନେଶ୍ବର କର୍ତ୍ତପକ୍ଷଙ୍କ କହିବା କଥା ଯେ, ପିଡିତାଙ୍କ ଶରୀର 70 ଭାଗ ପୋଡିଯାଇଛି। ସେ ଏମ୍ସରେ ଭର୍ତ୍ତି ବେଳେ ଅବସ୍ଥା ଗୁରୁତର ଥିଲା। ରାତିରେ ସାମାନ୍ୟ ସୁଧାର ଆସିଥିଲା। ଆଜି ସକାଳୁ ମଧ୍ୟ ପରିସ୍ଥିତି ଭଲ ଥିବାରୁ ଏୟାର ଲିଫ୍ଟ ପାଇଁ ନିଷ୍ପତି କରାଯାଇଥିଲା। ଏହି ଏୟାର ଲିଫ୍ଟ ସମୟରେ କଂଗ୍ରେସ ଏବଂ ବିଜେଡି ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।

  • jmjnewso

    Related Posts

    ଭଞ୍ଜନଗର ଥାନାରେ ତୃତୀୟ ମୋବାଇଲ ମେଳା

    Spread the love

    Spread the loveଭଞ୍ଜନଗର : ଜେଏମଜେ ନ୍ୟୁଜ (ପୁରୁଷୋତ୍ତମ ମହାପାତ୍ର ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଚଳିତ ବର୍ଷର ତୃତୀୟ ମୋବାଇଲ ମେଳା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୩୫ଟି…

    କୁଶପଡା ରେ ନିଆରା ବାହୁଡା଼ ଯାତ୍ରା

    Spread the love

    Spread the love ଦିଗପହଣ୍ଡି : ଜେଏମଜେ ନ୍ୟୁଜ (ଗଜାନନ ତ୍ରିପାଠୀ ): ଓଡ଼ିଶା ରାଜ୍ୟ ଗଂଜାମ ଜିଲ୍ଲା ଦିଗପହଣ୍ଡିର କୁଶପଡ଼ାରେ ଗ୍ରାମରେ କବିରୀଜ ଡ଼କ୍ଟର ଗଜାନନ ତ୍ରିପାଠୀ ଆଇନଜୀବୀ ଏବଂ ସାମ୍ବାଦିକ ଙ୍କ ଦ୍ବାରା ପ୍ରତିଷ୍ଠିତ ଚତୁର୍ଦ୍ଧା ଦୁରୁ ଦିଅଁ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…