ଆଇଏଏସ ଓ ଜିଲ୍ଲାପାଳ ସ୍ତରରେ ବଡ଼ ପରିବର୍ତ୍ତନ, ଚଞ୍ଚଳ ରାଣା ବିଏମସି କମିସନର, ଦିବ୍ୟଜ୍ୟୋତି ପରିଡ଼ା ପୁରୀ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ହେଲେ ଗଞ୍ଜାମ ଜିଲ୍ଲାପାଳ

Spread the love

ଜେଏମଜେ ବ୍ୟୁରୋ : ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ । ରାଜ୍ୟ ସରକାର ପୁଣି ଥରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ପୁଣି ଥରେ କରିଛନ୍ତି । ପୁରୀ ଜିଲ୍ଲାପାଳ ଥିବା ଚଞ୍ଚଳ ରାଣାଙ୍କୁ ଏଥର ବିଏମସି କମିସନର ଦାୟିତ୍ବ ପ୍ରଦାନ କରିଛନ୍ତି । ଚଳିତ ରଥଯାତ୍ରାରେ ଦଳା ଚକଟା ହେବା ପରେ, ସରକାର ଚଞ୍ଚଳକୁ ଖୋର୍ଦ୍ଦା ଜିଲ୍ଲାପାଳ ଦାୟିତ୍ବରୁ ମୁକ୍ତ କରି ତୁରନ୍ତ ପୁରୀ ଜିଲ୍ଲାପାଳ ଦାୟିତ୍ବ ଦେଇଥିଲେ ।

ରଥଯାତ୍ରା ସୁରୁଖୁରରେ ସରିବା ପରେ ତାଙ୍କୁ ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି ସରକାର । ଭୁବନେଶ୍ବର ମହାନଗର ନିଗମର କମିସନର ଦାୟିତ୍ବ ସେ ଏଣିକି ତୁଲାଇବେ । ରାଜେଶ ପ୍ରଭାକର ପାଟିଲ ଏବେ ଏହି ଦାୟିତ୍ବରେ ଅଛନ୍ତି ।

ସେହିପରି ବରିଷ୍ଠ ଆଇଏଏସ ଅଫିସର ରୂପା ରୋସନ ସାହୁ ରାଜ୍ୟପାଳଙ୍କ ସଚିବ ପ୍ରଦାନ କରାଯାଇଛି । ସେହିପରି ଅମ୍ରିତ ଋତୁରାଜ ଖୋର୍ଦ୍ଦା ଜିଲ୍ଲାପାଳ ହୋଇଛନ୍ତି । ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀ ଜିଲ୍ଲାପାଳ ଦାୟିତ୍ବ ପ୍ରଦାନ କରାଯାଇଛି । ଏବେ ନଜର ପକାଇବା ଅନ୍ୟ ବିଭାଗର ଅଦଳ ବଦଳ ଉପରେ ।

ସଚିନ ରାମଚନ୍ଦ୍ର ଯାଦବ – କ୍ରୀଡ଼ା ଓ ଯୁବ ସେବା ବ୍ୟାପର ସଚିବ

ଭୂପେନ୍ଦ୍ର ସିଂ ପୁନିଆଁ – ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ

ଗୁହା ପୁନମ୍ ତାପସ କୁମାର – କେନ୍ଦ୍ରାଞ୍ଚଳ ଆରଡିସି, ଅତିରିକ୍ତ ଦାୟିତ୍ବ

ସଞ୍ଜୀବ କୁମାର ମିଶ୍ର- ଅର୍ଥ ବିଭାଗ, ପ୍ରମୁଖ ସଚିବ

ହେମନ୍ତ ଶର୍ମା- ଲୋକ ସଂପର୍କ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ବ

ଭାସ୍କର ଜ୍ୟୋତି ଶର୍ମା- ଅବକାରୀ ବିଭାଗ, ପ୍ରମୁଖ ଶାସନ ସଚିବ

ସଂଗ୍ରାମ କେଶରୀ ମହାପାତ୍ର- ଦକ୍ଷିଣାଞ୍ଚଳ ଆରଡିସି

ବିଜୟ କୁମାର ଦାସ- ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…