ଆରମ୍ଭରୁ ଝୁଣ୍ଟୁଛି ବାଲବାଟିକା: ନା ଅଛି ଭିତ୍ତିଭୂମି ନା ଅଛନ୍ତି ଶିକ୍ଷକ?

Spread the love

ଜେଏମଜେ ବ୍ୟୁରୋ : ସ୍କୁଲରେ ସାମିଲ ହୋଇଛି ବାଲ ବଟିକା । ଚଳିତ ବର୍ଷ ନୂଆ ଶିକ୍ଷା ନୀତି ଲାଗୁ କରାଯାଇଛି । ହେଲେ ଆରମ୍ଭରୁ ଝୁଣ୍ଟୁଛି ବ୍ୟବସ୍ଥା । ପ୍ରଥମ ଶ୍ରେଣୀରେ ନାମ ପଞ୍ଜିକରଣ ପୂର୍ବରୁ ପିଲାମାନେ ବାଲ ବଟିକାରେ ପଢିବେ । ଶାରୀରିକ, ବୈଧିକ ଓ ଗାଣିତିକ ବିକାଶ ପରେ ପିଲା ପ୍ରଥମ ଶ୍ରେଣୀରେ ଛଅ ବର୍ଷ ପରେ ପ୍ରବେଶ କରିବେ ।
ଏଥିପାଇଁ ଏବେ ସ୍କୁଲ ଗୁଡ଼ିକରେ ବାଲ ବଟିକାରେ ନାମ ପଞ୍ଚଜିକରଣ କରିଛନ୍ତି କୁନିକୁନି ପିଲା ।

ଗଞ୍ଜାମ ଓ କୋରାପୁଟ୍‌ ଜିଲ୍ଲାର ଅନେକ ବ୍ଲକରେ ସ୍କୁଲ ଗୁଡିକରେ ପିଲାମାନେ ପାଠ ପଢ଼ିବା ପାଇ ଆବଶ୍ୟକ ଭିତ୍ତିଭୂମି ନାହିଁ। ଆବଶ୍ୟକ ମୁତାବକ ଶିକ୍ଷକ ମଧ୍ୟ ନାହାନ୍ତି। ପୁଣି କେତେକ ସ୍ଥାନରେ ଶ୍ରେଣୀ ଗୃହର ଅଭାବ ରହିଛି। ତେଣୁ ଗୋଟିଏ ଗୋଟିଏ ଶ୍ରେଣୀ ଗୃହରେ ଦୁଇରୁ ତିନୋଟି ଶ୍ରେଣୀର ପିଲା ବସି ପାଠ ପଢୁଛନ୍ତି। ଏପରି ସ୍ଥିତିରେ ବାଲ ବଟିକା ଖୋଲିବା ପରେ ସମସ୍ୟା ବଢିଯାଇଛି। ପ୍ରଥମେ ଭିତିଭୂମି ସୃଦୁଢ କରିବା ପାଇଁ ବୁଦ୍ଧିଜୀବୀ ଓ ଅଭିଭାବକ ଦାବି କରିଛନ୍ତି।

  • jmjnewso

    Related Posts

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ…

    ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

    Spread the love

    Spread the loveଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 24 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 18 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 28 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 49 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 36 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 44 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ