କବିସୂର୍ଯ୍ୟ ବିଦ୍ୟାପୀଠ ଠାରେ ସଂସ୍କୃତ ଦିବସ ପାଳିତ.

Spread the love

ଜେଏମଜେ ବ୍ୟୁରୋ : ବିଶ୍ବର ସବୁଠାରୁ ପୁରାତନ ଭାଷା ସଂସ୍କୃତ । ବେଦଠାରୁ ଆରମ୍ଭ କରି ପୁରାଣ, ଉପନିଷେଦ ଆଜି ସଂସ୍କୃତ ଭାଷାରେ ରଚିତ । ଯୁଗେ ଯୁଗେ ସଂସ୍କୃତ ଭାଷାର ମହତ୍ବ ରହି ଆସିଛି । ହିନ୍ଦୁ ଧର୍ମର ଏହା ଏକ ପବିତ୍ର ଭାଷା । ପାଠ୍ୟ ବିଷୟବସ୍ତୁ ଭାବେ ଏହାର ସ୍ବତନ୍ତ୍ର ସ୍ଥାନ ରହିଛି । ସଂସ୍କୃତ ଭାଷାକୁ ସମସ୍ତ ଭାଷାର ମାଆ ବୋଲି ମଧ୍ୟ କୁହାଯାଏ। ସାଂସ୍କୃତିକ ବନ୍ଧନ ସୁଦୃଢ଼ କରିବାରେ ସଂସ୍କୃତ ଗୁରତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ.। ହେଲେ ଧିରେ ଧିରେ ସଂସ୍କୃତ ଭାଷାର ବ୍ୟବହାର କମିବାର ଲାଗିଛି । ତେଣୁ ପ୍ରତିବର୍ଷ ସଂସ୍କୃତ ଭାଷାର ଗୁରୁତ୍ବ ସମ୍ବନ୍ଧରେ ସଚେତନତା ସୃଷ୍ଟି କିରବାକୁ ସଂସ୍କୃତ ଦିବସ ପାଳନ କରାଯାଉଛି । ଭାରତ ସରକାରଙ୍କ ନିଷ୍ପତ୍ତି ଅନୁସାରେ 1969 ମସିହାରୁ ସଂସ୍କୃତ ଦିବସ ପାଳନ ହୋଇ ଆସୁଛି । ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ବିଶ୍ବ ସଂସ୍କୃତ ଦିବସ ପାଳନ ହେଉଛି..

ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ 115 ବର୍ର ସର୍ବ ପୁରାତନ ସଂସ୍କୃତ ଟୋଲ ତଥା କବିସୂର୍ଯ୍ୟ ବିଦ୍ୟାପୀଠ ଠାରେ ରାଜ୍ୟ ସରକାର ଙ୍କ ନିର୍ଦେଶକ୍ରମେ ପ୍ରଧାନ ପଣ୍ଡିତ ସୁନୀଲ କୁମାର ରଥ ଙ୍କ ସଭାପତିତ୍ୱ ରେ ସଂସ୍କୃତ ଦିବସ ପାଳନ ହୋଇଯାଇଛି.

ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ଗୋଷ୍ଠୀ ଶିକ୍ଷାଧିକରୀ ଅଭିମନ୍ୟୁ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ସିମାଞ୍ଚଳ ପାଣି, ବିଦ୍ୟାଳୟ ସଭାପତି ପ୍ରବୀଣ କୁମାର ଦାଶ, ଅବସର ପ୍ରାପ୍ତ ଶିକ୍ଷକ କପିଳେଶ୍ଵର ବିଶ୍ୱାଳ, ପ୍ରମୁଖ ଯୋଗ ଦେଇ ସଂସ୍କୃତ ଭାଷା, ଶିକ୍ଷା ଉପରେ ବିଦ୍ୟାଳୟ ର ଶତାଧିକ ଛାତ୍ର ଙ୍କୁ ପରାମର୍ଶ ଦେଇଥିଲେ. ଏବଂ ଆଜିର ଦିବସ ରେ ପିଲାମାନେ ସଂସ୍କୃତ ଶ୍ଳୋକ ପାଠ କରି ଅତିଥି ମାନଙ୍କୁ ଶୁଣାଇଥିଲେ.. ଶେଷରେ ପିଲାଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା. ବିଦ୍ୟାଳୟ କର୍ମଚାରୀ କାଳୀ ଚରଣ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ..
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • jmjnewso

    Related Posts

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ…

    ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

    Spread the love

    Spread the loveଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 43 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ