ଇ-କେୱାଇସି ଧରୁଛି ଭୂତ ହିତାଧିକାରୀ । ଚିହ୍ନଟ ହେଲେଣି ପ୍ରାୟ ୨୦ଲକ୍ଷ ଭୂତ ହିତାଧିକାରୀ

Spread the love

ଜେଏମଜେ ବ୍ୟୁରୋ : ନୂଆ ସରକାର ଆସୁ ଆସୁ ଅନିୟମିତତା ବା ହେରଫେର ନେଇ କଡା ଆଭିମୁଖ୍ୟ ଦେଖାଉଛନ୍ତି। ବିଶେଷକରି ରାସନକାର୍ଡରେ ବ୍ୟାପକ ଅନିୟମିତତା ନେଇ ମନ୍ତ୍ରୀ କହିଥିଲେ। ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।
ଅଗଷ୍ଟ ମାସରୁ ଆରମ୍ଭ ହୋଇସାରିଛି ରାସନ କାର୍ଡ ଅନିୟମିତତା ନେଇ ଯାଂଚ । ଅଗଷ୍ଟ ୨୨ରୁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି ନୂଆ ସରକାର ।
ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁସାରେ୧୬ ଲକ୍ଷ ୨୭ ହଜାର ୯୨୦ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି । ମାତ୍ର ମିଳିଥିବା ସୂଚନା ଅନୁସାରେ ଏହି ସଂଖ୍ୟା ପ୍ରାୟ ୨୦ ଲକ୍ଷରେ ପଂହଚିଲାଣି । ଡିସେମ୍ୱର ଯାଏଁ ଇ-କେୱାଇସି ପ୍ରକ୍ରିୟା ଚାଲିବ । ପ୍ରବାସୀ ଓଡିଆ ବି ରାଜ୍ୟ ବାହାରେ ଇ-କେୱାଇସି ଭରିପାରିବେ ।

ନୂଆ ସରକାର ଆସୁ ଆସୁ ଅନିୟମିତତା ବା ହେରଫେର ନେଇ କଡା ଆଭିମୁଖ୍ୟ ଦେଖାଉଛନ୍ତି। ବିଶେଷକରି ରାସନକାର୍ଡରେ ବ୍ୟାପକ ଅନିୟମିତତା ନେଇ ମନ୍ତ୍ରୀ କହିଥିଲେ। ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ରାସନକାର୍ଡରେ କିଏ ଯୋଗ୍ୟ ଓ କିଏ ଅଯୋଗ୍ୟ ସେ ନେଇ ରାଜନୈତିକ ବୟାନବାଜି ତେଜିଛି ।

ସେପଟେ ନୂଆ ହିତାଧିକାରୀଙ୍କ ଆବଦେନ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କଲାଣି। ଅକ୍ଟୋବରରେ ନୂଆ ହିତାଧିକାରୀଙ୍କୁ ସାମିଲ କରିବେ ସରକାର। ବର୍ତ୍ତମାନ ରାଜ୍ୟରେ ୩ କୋଟି ୨୬ ଲକ୍ଷ ୩୩ ହଜାର ହିତାଧିକାରୀ ଅଛନ୍ତି। ଆଉ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ ଲକ୍ଷ ୩ ହଜାର ୭୧୯ ହିତାଧିକାରୀ ଅଛନ୍ତି ।

  • Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 23 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 27 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 27 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 40 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 46 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍