ବିଜେଡି ଜିଲ୍ଲା ସଭାପତି ଙ୍କୁ ଭେଟିଲେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରୁ ଶତାଧିକ କର୍ମୀ।

Spread the love

କବିସୂର୍ଯ୍ୟନଗର : (ଜେଏମଜେ ବ୍ୟୁରୋ ): ଗତ ସାଧାରଣ ନିର୍ବାଚନ ପର ଠାରୁ ବିଜେଡି ନେତୃତ୍ୱ ବିହୀନ ହୋଇପଡିଥିବା ଯୋଗୁ ସବୁ ପଞ୍ଚାୟତ ରେ ନିର୍ବାଚିତ ପ୍ରତିନିଧି, କର୍ମୀ ଶାସକ ଦଳ ଦ୍ୱାରା ଉପେକ୍ଷିକ ହେଉଛନ୍ତି.. ହେଲେ ଏବେ ଜିଲ୍ଲା ସଭାପତି ପରିବର୍ତନ ହେବା ପରେ ଆଜି ଶତଧିକ କର୍ମୀ ଓ ନେତା ଆଜି ନୂତନ ସଭାପତି ବିକ୍ରମ ପଣ୍ଡା ଙ୍କୁ ଶୁଭେଚ୍ଛା ଜଣାଇବା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରେ ନେତୃତ୍ୱ ପାଇଁ ଦାବୀ କରିଥିଲେ ଏବଂ ଅଗଷ୍ଟ 20 ତାରିଖ ଦିନ ମା ସିଂହାସନି ପୀଠ ରେ ବସିଥିବା ବୈଠକ ରେ ପ୍ରମୋଦ ପଣ୍ଡା ଙ୍କୁ ଦାୟିତ୍ୱ ଦେବାକୁ କର୍ମୀ ଙ୍କ ନିଷ୍ପତି ପ୍ରକାରେ ଆଜି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କବିସୂର୍ଯ୍ୟନଗର ବ୍ଲକ, ଏନଏସି ବେଗୁନିଆପଡା ବ୍ଲକ, କୋଦଳା ଏନଏସି, ପୁରୁଷୋତ୍ତମପୁର ବ୍ଲକ ରୁ ଚାରିଶହ ରୁ ଉର୍ଦ୍ଧ କର୍ମୀ ଜିଲ୍ଲା ସଭାପତି ଙ୍କୁ ଭେଟି ପ୍ରମୋଦ ପଣ୍ଡା ଆମର ନେତା ତାଙ୍କୁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ଦେବାକୁ ଦାବୀ କରିଥିବା ଜଣାଯାଇଛି. ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଦଳ ସଂଗଠନ ପାଇଁ କର୍ମୀ ମାନେ ଅଣ୍ଟା ଭିଡ଼ିଲେଣି. ଜିଲ୍ଲା ସଭାପତି ସମ୍ମତ ଜଣାଇଥିବା ସହ ଦଳ ସଂଗଠନ ପାଇଁ ଅନୁମତି ଦେଇଥିଲେ ବୋଲି କୁହାଯାଇଛି. ଆଜିର କାର୍ଯ୍ୟକ୍ରମ ରେ ପ୍ରମୋଦ ପଣ୍ଡା ଙ୍କ ନେତୃତ୍ୱରେ ମନୋରଞ୍ଜନ ମହାପାତ୍ର, ବ୍ରଜସୁନ୍ଦର ମଳିକ,ରସଲ ଦାଶ, ରାଜେନ୍ଦ୍ର ଖଟାଇ, ମହେଶ୍ୱର ବରାଡ଼, ତ୍ରିନାଥ ଭୂୟାଁ, ସିମାଞ୍ଚଳ ସାମଲ, ହୃଷିକେଶ ମେହଣା, ବେଗୁନିଆପଡା ବ୍ଲକ ଉପାଧ୍ୟକ୍ଷ, ଟଙ୍କାଛାଇ ସରପଞ୍ଚ ଓ ସମିତି ସଭ୍ୟ, ସମା ସରପଞ୍ଚ, ସମିତି ସଭ୍ୟ, ଜରଡ଼ ସରପଞ୍ଚ, ଖଜାପଲ୍ଲୀ ସରପଞ୍ଚ ପ୍ରତନିଧି ହୃଦାନନ୍ଦ ପ୍ରଧାନ, ଗାଙ୍ଗପୁର, ବୁଢ଼ାମ୍ବ, ଗୁଡ଼ିଆଳି, ସମେତ ବହୁ ପଂଚାୟତ ର ପ୍ରତିନିଧି ଓ କର୍ମୀ ଜିଲ୍ଲା ସଭାପତି ଙ୍କୁ ଭେଟି ପ୍ରମୋଦ ପଣ୍ଡା ଙ୍କୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ଦେବାକୁ ଦାବୀ କରି ନିବେଦନ କରିଥିଲେ ବୋଲି କୁହାଯାଇଛି.

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 21 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 49 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 19 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 24 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 31 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 72 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ