ରାଜନୈତିକ ଅସ୍ଥିରତା ଭିତରେ ଛନ୍ଦି ହୋଇଯାଇଛି କବିସୂର୍ଯ୍ୟନଗର NAC.. କାଉନସିଲ ବୈଠକ ସରିବାର 39 ଦିନ ପରେ ମଧ୍ୟ କାଉନସିଲର ଙ୍କୁ ମିଳିନି ବୈଠକ କପି

Spread the love

ଜେଏମଜେ ବ୍ୟୁରୋ : ରାଜନୈତିକ ଅସ୍ଥିରତା ଭିତରେ ଛନ୍ଦି ହୋଇଯାଇଛି କବିସୂର୍ଯ୍ୟନଗର NAC.. କାଉନସିଲ ବୈଠକ ସରିବାର 39 ଦିନ ପରେ ମଧ୍ୟ କାଉନସିଲର ଙ୍କୁ ମିଳିନି ବୈଠକ କପି.. ଆଜି ଉପାଧ୍ୟକ୍ଷ ଙ୍କ ସମେତ 14 ଜଣ କାଉନ୍ସିଲର ନିର୍ବାହୀ ଅଧିକାରୀ ଙ୍କୁ ଅଭିଯୋଗ କରି କପି ମାଗିଥିବା ବେଳେ ଅଧ୍ୟକ୍ଷା କପି ଦେବାକୁ ମନା କରିଥିବା ନିର୍ବାହୀ ଅଧିକାରୀ କହିଥିଲେ.. ହେଲେ କାହିଁକି ଦିଆଯାଉନି ନିର୍ଧାରଣ କପି ତାହାକୁ ନେଇ ବିବାଦ ଦେଖାଦେଇଥିବା ବେଳେ କିଛି ସମୟଧରି କାଉନସିଲର ଓ ନିର୍ବାହୀ ଅଧିକାରୀ ଙ୍କ ମଧ୍ୟରେ ମୁନ୍ସିପାଲ ଆଇନ କୁ ନେଇ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା..

ଶେଷରେ ନିଜ ହକ ଦାବୀ କରି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଜରିଆରେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି..
ହେଲେ କଣ କହୁଛନ୍ତି କାଉନସିଲର ମାନେ ଆସନ୍ତୁ ଜାଣିବା…

ଅଭିଯୋଗ ଗ୍ରହଣ କରିବା କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ଅଗଷ୍ଟ 12 ତାରିଖ କାଉନିସଲ ବୈଠକ ରେ ଅଧ୍ୟକ୍ଷା ଉପସ୍ଥିତ ଥାଇ ନିର୍ଧାରଣ ବହିରେ ଉପାଧ୍ୟକ୍ଷ ଙ୍କ ଦସ୍ତଖତ ପଡ଼ିଥିବା ଯୋଗୁଁ ନିଜେ ଅଧ୍ୟକ୍ଷା ଜିଲ୍ଲାପାଳ ଙ୍କୁ ଅବଗତ କରି ତଦନ୍ତ ଦାବୀ କରିଥିବା ଯୋଗୁଁ କପି ଦେଇହେଉନି ବୋଲି ନିର୍ବାହୀ ଅଧିକାରୀ ଦେଲେ ପ୍ରତିକ୍ରିୟା..

ହେଲେ କାଉନସିଲର ଙ୍କ ଅଭିଯୋଗ ଭିତ୍ତିହୀନ କହି ତାଙ୍କ ବିରୁଦ୍ଧରେ ଅପପ୍ରଚାର କରାଯାଉଛି ଏବଂ ମିଥ୍ୟା ଅଭିଯୋଗ ଆଣିଵା କୁ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କଣ କହିଲେ ଅଧ୍ୟକ୍ଷା ଆସନ୍ତୁ ଜାଣିବା..
ବିବାଦ ମଧ୍ୟରେ ରହିଥିବା କବିସୂର୍ଯ୍ୟନଗର NAC ରେ କିଭଳି ହୋଇଛି କୋଟି କୋଟି ଟଙ୍କା ଘୋଟଲା ବେନିୟମ କାମ, ଏହାର ପୁରା ଟିକିନିଖି ଘଟଣା ଆମେ ଆପଣଙ୍କ ନିକଟରେ ଉପସ୍ଥାପନା କରିବୁ ଯାହା ଉପାଧ୍ୟକ୍ଷ ଅଧ୍ୟକ୍ଷା, ନିର୍ବାହୀ ଅଧିକାରୀ ଙ୍କ ମୁହଁରେ ଆମକୁ ଦେଇଥିବା ପ୍ରତିକ୍ରିୟା ଆମେ ଦେଖାଇବୁ..

  • Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026