ପ୍ରିନ୍ସ ଡ୍ୟାନ୍ସ ଏକାଡେମୀ ର ଶିଶୁ ଦିବସ ଉତ୍ସବ

Spread the love

ବ୍ରହ୍ମପୁର (ଜେଏମଜେ ବ୍ୟୁରୋ ) : ପ୍ରିନ୍ସ ଡ୍ୟାନ୍ସ ଏକାଡେମୀ ର ଶିଶୁ ଦିବସ ଉତ୍ସବରେ ହାସ୍ୟ କଳାକାର ପ୍ରଜ୍ଞା ସଭିଙ୍କ ମନ ମୋହିଲେ। ବ୍ରହ୍ମପୁର ଗଂଜାମ କଳା ପରିଷଦଠାରେ ପ୍ରିନ୍ସ ଡ୍ୟାନ୍ସ ଏକାଡେମୀ ତଥା ଜୁନିୟର ପ୍ରିନ୍ସ ଡ୍ୟାନ୍ସ ଗୃପ ତରଫରୁ ଶିଶୁ ଦିବସ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ।

ଏହି ଅବସରରେ ମୁଖ୍ୟ ଆକର୍ଷଣଭାବେ ଚଳଚିତ୍ର ଜଗତର ହାସ୍ୟ କଳାକାର ପ୍ରଜ୍ଞା ରଂଜନ ଖଟୁଆ ଯୋଗଦେଇ ନିଜର କଳା ମାଧ୍ୟମରେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥିଭାବେ ପ୍ରିନ୍ସ ଡ୍ୟାନ୍ସ ଏକାଡେମୀର ମୁଖ୍ୟ ତଥା ପ୍ରତିଷ୍ଠାତା ଟି.କ୍ରୀଷ୍ଣ ମୋହନ ରେଡୀ ଯୋଗଦେଇଥିଲେ ।

ଅନୁଷ୍ଠାନର ପରିଚାଳନା ନିର୍ଦେଶକ ଅସୀମ ଶଙ୍କର ଏବଂ ମୁଖ୍ୟ ଡ୍ୟାନ୍ସ କୋରିଓଗ୍ରାଫର ସାଇ ଶଙ୍କର ପ୍ରଧାନ, ଟୁଲୁ ତାରିଣୀ, କାହ୍ନୁ ଚରଣ ସ୍ବାଇଁ ଏବଂ ରୁଚିସ୍ମିତା ପ୍ରଧାନଙ୍କ ତତ୍ବାବଧାନରେ ଏପରି ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସସରରେ ଛୋଟ ଶିଶୁଠାରୁ ଆରମ୍ଭକରି ପ୍ରତ୍ୟେକ ବର୍ଗର ପୁରୁଷ ଓ ମହିଳା ନୃତ୍ୟ ପରିବେଷଣ କରିଥିଲେ । କାହ୍ନୁ ରାଉତ ଏଥିରେ ସଂଯୋଜନା କରିଥିଲେ । ଏହି ଅବସରରେ ବହୁ ନୃତ୍ୟ ନିର୍ଦେଶକ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବ୍ୟକ୍ତିଙ୍କୁ ସମ୍ବନ୍ଧିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଏଠାରେ ଏକ ସଙ୍ଗୀତ ପରିବେଷଣ କରିଥିଲେ ।

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 21 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 26 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 25 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 39 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 46 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍