ଝାରପଡ଼ା ଜେଲରୁ ୨ କଏଦୀ ଫେରାର : ଛୁଟିରେ ଘରକୁ ଯାଇ ଆଉ ଫେରିଲେନି!

Spread the love

ଭୁବନେଶ୍ୱର :ଜେଏମଜେ ନ୍ୟୁଜ: (ସମୀର ରଞ୍ଜନ ନାୟକ ) ଝାରପଡ଼ା ଜେଲରୁ କଏଦୀ ‌ଫେରାର। ଛୁଟିରେ ଯାଇ ଆଉ ଜେଲକୁ ଫେରିଲେନି। ଏନେଇ ଜଣାପଡ଼ିବା ପରେ ଝାରପଡ଼ା ଜେଲ ଅଧୀକ୍ଷକ ସର୍ବେଶ୍ବର ସାହୁ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଢେଙ୍କାନାଳର ରଞ୍ଜିତ ନାୟକ ଛୁଟିରେ ଯାଇ ଆଉ ଝାରପଡ଼ା ଜେଲ ଫେରି ନାହାନ୍ତି। ସୁଶୀଲ ବର୍ଷେ ହେବ ଫେରାର ଥିବାବେଳେ ରଞ୍ଜିତ ଗତ ଅକ୍ଟୋବର ମାସଠାରୁ ଫେରାର୍ ରହିଛି ।ସୁଶୀଲ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜା କାଟୁଥିବା ବେଳେ ରଞ୍ଜିତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଛି । ଖାଲି ଏତିକି ନୁହେଁ, ସାମ୍ନାକୁ ଆସିଛି ରାଜ୍ୟ ଜେଲ ବିଭାଗର ଦାୟିତ୍ୱ ହୀନତା । କାରଣ ସାରା ରାଜ୍ୟର ବିଭିନ୍ନ ଜେଲ଼ରୁ ଏହିଭଳି ୫୦ରୁ ଅଧିକ କଏଦୀ ଛୁଟିରେ ଯିବା ପରେ ଆଉ ଜେଲ ଫେରି ନାହାନ୍ତି । ଯାହାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଲ DG ବ୍ୟକ୍ତିଗତ ହାଜର ହୋଇଥିଲେ ।୨ କଏଦୀ ଝାରପଡ଼ା ଜେଲରୁ ଛୁଟିରେ ଯାଇ ଆଉ ଫେରିନାହାନ୍ତିଜଣକୁ ଆଜୀବନ ସଜା ଓ ଆଉ ଜଣକୁ ୨୦ ବର୍ଷ ସଜା ମିଳିଥିଲାରାଜ୍ୟରେ ବିଭିନ୍ନ ଜେଲ଼ରେ ଥିବା ୫୦ରୁ ଅଧିକ କଏଦୀ ଫେରିନାହାନ୍ତି
ପଦାରେ ପଡ଼ିଲା ଜେଲ ବିଭାଗର ଦାୟିତ୍ବହୀନତା !

  • jmjnewso

    Related Posts

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    Spread the love

    Spread the loveଜେଏମଜେର ବ୍ୟୁରୋ : ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଗୁରୁବାର ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଛନ୍ତି ନବୀବ ।…

    ବିଲ୍ ବାକି ଥିଲେ ବି କାଟିପାରିବେନି ବିଦ୍ୟୁତ ସଂଯୋଗ: ଶକ୍ତିମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଲ୍ ବାକି ଥିଲେ ବି କାଟିପାରିବେନି ବିଦ୍ୟୁତ ସଂଯୋଗ, ବିତରଣ କମ୍ପାନୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ।ବିଲ୍ ବାକି ଥିଲେ ବି କଟିବନି ବିଜୁଳି..ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ.…

    Leave a Reply

    Your email address will not be published. Required fields are marked *

    You Missed

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    କଣ୍ଟାମାଳରେ ବାବା ସାହେବ ଡଃ ଆମ୍ୱେଦକର ଜନ୍ମ ଜୟନ୍ତୀ ପାଳିତ

    କଣ୍ଟାମାଳରେ ବାବା ସାହେବ ଡଃ ଆମ୍ୱେଦକର ଜନ୍ମ ଜୟନ୍ତୀ ପାଳିତ

    ଭରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ

    ଭରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ

    ଶ୍ରୀ ହନୁମାନ ସ୍ୱେଚ୍ଛାସେବୀ ଯୁବକ ସଙ୍ଘ ତରଫରୁ ୧୯ ତମ ମହା ବିଷୁବ ପଣା ସଂକ୍ରାନ୍ତି

    ଶ୍ରୀ ହନୁମାନ ସ୍ୱେଚ୍ଛାସେବୀ ଯୁବକ ସଙ୍ଘ ତରଫରୁ ୧୯ ତମ ମହା ବିଷୁବ ପଣା ସଂକ୍ରାନ୍ତି