ରାଜ୍ୟ ଭଲ ସ୍ଥିତିରେ ନାହିଁ, ଅସଲ ମୁଦ୍ଦା ଦୂରେଇ ଯାଉଛି: ଅରୁଣ ସାହୁ

Spread the love

ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ) ରାଜ୍ୟରେ ଏକ ନୂତନ ଆଞ୍ଚଳିକ ମୁଣ୍ଡ ଟେକୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଚର୍ଚ୍ଚା ମଧ୍ୟରେ ବିଜେଡ଼ି ବନ୍ଧୁ ମିଳନ ଭୋଜି ଆଉ ଏକ ପ୍ରସଙ୍ଗ ହୋଇଯାଇଛି । ବିଜେଡ଼ି ନେତୃତ୍ୱ ପାଇଁ ଅଙ୍କ କଷା ଚାଲିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏହି ଭୋଜି ଭାତକୁ ଅନ୍ୟ ଅର୍ଥରେ ନ ନେବାକୁ କହିଛନ୍ତି ବିଧାୟକ ଅରୁଣ ସାହୁ । ରାଜ୍ୟ ଭଲ ସ୍ଥିତିରେ ନ ଥିବାରୁ ଏସବୁ ଚର୍ଚ୍ଚା ପ୍ରମୁଖ ସ୍ଥାନ ପାଉଛି ଏବଂ ଅସଲ ମୁଦ୍ଦା ଦୂରେଇ ଯାଉଛି ବୋଲି ଅରୁଣ କହିଛନ୍ତି ।ଆହୁରି କହିଛନ୍ତି- ସାମାଜିକ କାର୍ଯ୍ୟକ୍ରମ ଥିଲା। ଦଳ ତଥା ରାଜନୀତି ନେଇ କୌଣସି ଚର୍ଚ୍ଚା ଆଲୋଚନା ହୋଇନାହିଁ। ସେହି କାର୍ଯ୍ୟକ୍ରମରେ କେବଳ ପୂର୍ବତନ ବିଧାୟକମାନଙ୍କୁ ଡକା ଯାଇଥିଲା। ଆଜି ଉତ୍ତର ଓଡିଶା ଉତ୍ସବକୁ ନିମନ୍ତ୍ରଣ ପାଇଁ ଅରୁଣ ସାହୁଙ୍କ ବାସଭବନକୁ ଆସିଥିବା କହିଛନ୍ତି।ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି- ଭୋଜି କଲା ବେଳେ ନବୀନ ପଟ୍ଟନାୟକ ଜିନ୍ଦାବାଦ.. ବିଜୁ ପଟ୍ଟନାୟକ ଜିନ୍ଦାବାଦ ପକାଇଛନ୍ତି.. ଏଥିରେ ନୂଆ ସମୀକରଣ କଣ ? ସବୁ ବେଳେ ସବୁ ନେତୃତ୍ୱକୁ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ଯଦି ଯୁବ ନେତୃତ୍ୱ ଆଗକୁ ଆସିବା କଥା କହି ଥିବେ କିଏ କହିଥିବେ କିଛି ଭୁଲ କହି ନାହାନ୍ତି।ସେହିପରି ଭୁବନେଶ୍ୱର ଉପକଣ୍ଠରେ ୫୦ରୁ ଉର୍ଦ୍ଧ୍ଵ ପୂର୍ବତନ ବିଧାୟକ ଭୋଜି କରି ଦେଖାଇଥିଲେ ପାୱାର ଶୋ। ଯାହାକୁ ନେଇ ନୂଆ ସମୀକରଣ ନେଇ ଚର୍ଚ୍ଚା ହୋଇଥିଲା.

  • jmjnewso

    Related Posts

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ…

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ