କବିସୂର୍ଯ୍ୟନଗର ରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ନୋହିଲା

Spread the love

କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : ମାଳ ମାଳ ନେତା, କର୍ମୀ, 24 ବର୍ଷ ଶାସନ ରେ ରହି କ୍ଷମତା ଉପଭୋଗ କଲେ, ହେଲେ ଆଜି କ୍ଷମତା ଯିବା ପରେ ଭୁଲିଗଲେ ଦଳୀୟ ପ୍ରତିଷ୍ଠା ଦିବସ କୁ…
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରେ ପାଳନ ହେଲାନି ବିଜେଡି ପ୍ରତିଷ୍ଠା ଦିବସ. 2024 ରେ ବିଜେଡି ହାରିବା ପରେ ଲାଗିରହିଛି ଦଳୀୟ କନ୍ଦଳ.. ଭୁଶୁଡିଯାଇଛି ସଂଗଠନ, ନିଭାଇ ପାରୁନାହାନ୍ତି ବିରୋଧୀ ଦଳର ଭୂମିକା.. ଶେଷରେ ନିଜ ଦଳୀୟ ପ୍ରତିଷ୍ଠା ଦିବସ କୁ ବି ଭୁଲିଗଲେ.।
ବିଜେଡି ରେ ଛାତ୍ର, ଯୁବ ମହିଳା, କର୍ମକର୍ତା ଥିଲେ ବି କୌଣସି ବର୍ଗ ର ସଂଗଠନ ମଧ୍ୟ ପ୍ରତିଷ୍ଠା ଦିବସକୁ ପାଳନ କଲେନି ଅନ୍ୟ ପକ୍ଷରେ କବିସୂର୍ଯ୍ୟନଗର ରେ କାହାକୁ ମିଳିଛି ସଂଗଠନ ଦାୟିତ୍ୱ ତାହାକୁ ନେଇ କର୍ମୀ ଦ୍ୱନ୍ଦ୍ୱରେ ଥିବା କେତକ କର୍ମୀ ପ୍ରତିକ୍ରିୟା ରଖିଛନ୍ତି.. ଯାହା କୁହାଯାଉଛି ଏଠି ଦଳୀୟ ନେତୃତ୍ୱ ସଙ୍କଟ ସାଙ୍ଗକୁ ସାଙ୍ଗଠନିକ ସ୍ଥିତି ଦୁର୍ବଳ ହେଉଥିବା କୁହାଯାଇଛି.। ଏବେ ବେଜେଡି ନେତାଙ୍କ ଆଗ୍ରହ ନଥିବା ଏବଂ କର୍ମୀ. ନେତାଙ୍କ ମଧ୍ୟରେ ଦୂରତା ବଢୁଥିବା ଯୋଗୁଁ ଦଳୀୟ ପ୍ରତିଷ୍ଠା ଦିବସ ପାଳନ କରାନଯାଇ ସଂଗଠନ ଦୁର୍ବଳ କୁ ପ୍ରମାଣିତ କରାଯାଇଥିବା କବିସୂର୍ଯ୍ୟନଗର ଅଞ୍ଚଳ ରେ ଚର୍ଚ୍ଚା ଆଲୋଚନା ଚାଲିଛି।

  • jmjnewso

    Related Posts

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା। କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026