ଅଧ୍ୟକ୍ଷ, ଅଧିକାରୀ ଓ କର୍ମଚାରୀଙ୍କ ପେଟରେ ପାଣିଟାଙ୍କି ଓ ସେସଫୁଲ ରୁ ଆଦାୟ ଲକ୍ଷାଧିକ ଟଙ୍କା

Spread the love

ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲ୍ଲା କୋଦଳା ଏ.ନ.ଏସି ରେ ଆର୍ଥିକ ହରିଲୁଟ ଘଟଣା ପିଛା ଛାଡ଼ୁନି। ଏବେ ସାନିଟାଇଜେସନ ଏକ୍ସପର୍ଟଙ୍କ ନାମରେ ଆସିଲା ଗୁରୁତର ଅଭିଯୋଗ. ଯାହା ସୂଚନା ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ଏ.ନ. ଏସି ରେ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ ହେବ ସାନିଟାଇଜେସନ ଏକ୍ସ ପର୍ଟ NAC ରେ ନିଯୁକ୍ତ ପର ଠାରୁ ଦୁର୍ନୀତି ଚରମ ସୀମାରେ ପହଂଚି ସାରିଛି।ପାଣି ଗାଡି,ସେସଫୁଲ ଟାଙ୍କି, ଦାୟିତ୍ୱ ନେଇ ଲୋକଙ୍କ ଠାରୁ ଆଦାୟ କରାଯାଇଥିବା ଟଙ୍କା ର ହିସାବ ମିଳୁନି। ରଷିଦ ଦିଆଯାଉଛି ସତ କିନ୍ତୁ ସେହି ଆଦାୟ ଟଙ୍କା ଅଫିସରେ ଡିପୋଜିଟ ହେଉନାହିଁ।ସେହି ଟଙ୍କା ଯାଉଛି କୁଆଡେ? ବୋଲି ପ୍ରଶ୍ନ ଉଠିଛି.।ଗତ ଦୁଇ ବର୍ଷ ତଳେ ଅଡିଟ ସମୟରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେରଫର ନେଇ ରିକୋଭରୀ କରାଯାଇଥିବା ଶୁଣିବାକୁ ମିଳୁଛି।ହେଲେ ପୁଣି ଦୁଇବର୍ଷ ହେବ ପାଣି ଟାଙ୍କି ଓ ସେସଫୁଲ ରୁ ଆଦାୟ ପ୍ରାୟ ଦଶ ଲକ୍ଷ ଟଙ୍କା କାର୍ଯାଳୟରେ ଜମା ହେଉନଥିବା ନେଇ ୧୧ନମ୍ବର ୱାର୍ଡ ର କାଉନସିଲର ଭଗବାନ ପାଢ଼ୀ ଅଭିଯୋଗ ଆଣିଛନ୍ତି। ଆରଟିଆଇ ଜରିଆରେ ଆଦାୟ ଟଙ୍କା କେଉଁଠି ଜମା ରହିଛି ସୂଚନା ମାଗିବା ପରେ ସୂଚନା ଦିଆଯାଉଥିବା କାଉନ୍ସିଲର ଶ୍ରୀ ପାଢ଼ୀ ଅଭିଯୋଗ ଆଣିଛନ୍ତି.
ହେଲେ ବିଗତ ଦିନରେ କୋଦଳା ଏନଏସି କୁ ଅଡିଟ ପାଇଁ ଆସିଥବା କର୍ମଚାରିଙ୍କୁ ହରିଲୁଟ ଅର୍ଥ ଚପାଇଦେବାକୁ ମଦ ମାଂସ ଓ ମୋଟା ଅଙ୍କର ଟଙ୍କା ଦେଇ ଘଟଣା କୁ ଚପେଇ ଦେଇଥିବା ଆଲୋଚନା ହେଉଛି। ଏଣୁ NAC ସମ୍ପତି ରେ ଅଧ୍ୟକ୍ଷ, ଅଧିକାରୀ ଓ ଅର୍ଥ ପିପାସୁ କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦେଶକ ଙ୍କ ଠାରେ ଦାବୀ କରିଛନ୍ତି କାଉନ୍ସିଲର ଶ୍ରୀ ପାଢ଼ୀ.

  • jmjnewso

    Related Posts

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    Spread the love

    Spread the love କୋଦଳା : ଜେଏମଜେ ନ୍ୟୁଜ (ଭଗବାନ ପାଢ଼ୀ ): ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ ଟଙ୍କା.. ତାହା ପୁଣି ସରକାରୀ ଟଙ୍କା।ବିଜେପି ରଙ୍ଗ, ବିଜେପି ଚିହ୍ନ, ଲଗାଇ ନେତା ମନ୍ତ୍ରୀ ଙ୍କୁ ଖୁସି…

    ଆଜି ଶ୍ରୀଜିଉଙ୍କ ଅଧର ପଣା ଭୋଗ ଲାଗି ନୀତି

    Spread the love

    Spread the loveପୁରୀ :ଜେଏମଜେ ନ୍ୟୁଜ : ଆଜି ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଲାଗିବ । ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଅଧର ନୀତି ସମୟ ରାତି ୮ଟା ରହିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚା ତୁମ୍ୱାକୃତି…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026