ଘରେ ପଶି ସଶସ୍ତ୍ର ଡକାୟତି ଘଟଣା….ଗିରଫ ସଂଖ୍ୟା 8 କୁ ବୃଦ୍ଧି।

Spread the love

କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋକୁଳପଲ୍ଲୀ ନିକଟ ରଜନୀକାନ୍ତ ମିଶ୍ର ଙ୍କ ଆଇକନ ଫାର୍ମ ହାଉସ ରେ ପଶି ଡକାୟତି ଘଟଣା ରେ କବିସୂର୍ଯ୍ୟନଗର ପୋଲିସ 7 ଜଣଙ୍କୁ ଗିରଫ କରି ତାଙ୍କ ଠାରୁ ଲୁଟ ସାମଗ୍ରୀ, ବାଇକ, ପିସ୍ତଲ କଟର ମେସିନ, ନଗଦ ଟଙ୍କା ଜବତ କରି କୋର୍ଟ ଚାଲାଣ କରିବା ପରେ ପୁଣି ଆଜି ସେହି ଘଟଣା ରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ହିତେଶ ସ୍ୱାଇଁ ଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏବଂ ଗିରଫ ଅଭିଯୁକ୍ତ ଠାରୁ ସୁନା, ରୁପା, ବ୍ୟବହୃତ ମୋବାଇଲ ଜବତ କରିଥିବା ଆଜି କବିସୂର୍ଯ୍ୟନଗର ଥାନାରେ ପୁରୁଷୋତ୍ତମପୁର SDPO ସୂଚନା ଦେଇଛନ୍ତି।

  • jmjnewso

    Related Posts

    ମହିଳା ମାଓବାଦୀ ମୋଙ୍ଗଡ଼ିଙ୍କ ଆତ୍ମସମର୍ପଣ;

    Spread the love

    Spread the loveରାଉରକେଲା: ଜେଏମଜେ ନ୍ୟୁଜ : ଜଣେ ମହିଳା ମାଓବାଦୀ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୂଚନାଥାଉକି, ସେ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ବାଙ୍କୋ ଖଣିରୁ ୫ ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାରେ ସଂପୃକ୍ତ ଥିଲେ।…

    ଦିନଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ପୁଲିସ ଉପରେ ଆକ୍ରମଣ: ଆଇନ ଶୃଙ୍ଖଳା କୁ ଉଠିଲା ପ୍ରଶ୍ନ?

    Spread the love

    Spread the loveବାଲିଗୁଡା : ଜେଏମଜେ ନ୍ୟୁଜ : ଅନ୍ୟକୁ ସୁରକ୍ଷା ଯୋଗାଇବା ପାଇଁ ନ୍ୟସ୍ତ ଥିବା ପୁଲିସ ଅଧିକାରୀଙ୍କ ଉପରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଆକ୍ରମଣ ହେବା ଘଟଣା ଏବେ ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।…

    Leave a Reply

    Your email address will not be published. Required fields are marked *

    You Missed

    23ଜୁନ 2026 ଜନତା ମାଗେ ଜବାବ ପୃଷ୍ଠା ରେ…

    ଘରେ ପଶି ସଶସ୍ତ୍ର ଡକାୟତି ଘଟଣା….ଗିରଫ ସଂଖ୍ୟା 8 କୁ ବୃଦ୍ଧି।

    ଘରେ ପଶି ସଶସ୍ତ୍ର ଡକାୟତି ଘଟଣା….ଗିରଫ ସଂଖ୍ୟା 8 କୁ ବୃଦ୍ଧି।

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍ ଲିଷ୍ଟପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୭୮ ହଜାର ୭୮୨ ଛାତ୍ରଛାତ୍ରୀ ମନୋନୀତ

    ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍ ଲିଷ୍ଟପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୭୮ ହଜାର ୭୮୨ ଛାତ୍ରଛାତ୍ରୀ ମନୋନୀତ

    ବଦଳିଲା ଓଡ଼ିଶାର ସହର ଓ ଜିଲ୍ଲାର ଇଂରାଜୀ ନାମ।

    ବଦଳିଲା ଓଡ଼ିଶାର ସହର ଓ ଜିଲ୍ଲାର ଇଂରାଜୀ ନାମ।

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି