କୁଶପଡା ରେ ନିଆରା ବାହୁଡା଼ ଯାତ୍ରା

Spread the love

ଦିଗପହଣ୍ଡି : ଜେଏମଜେ ନ୍ୟୁଜ (ଗଜାନନ ତ୍ରିପାଠୀ ): ଓଡ଼ିଶା ରାଜ୍ୟ ଗଂଜାମ ଜିଲ୍ଲା ଦିଗପହଣ୍ଡିର କୁଶପଡ଼ାରେ ଗ୍ରାମରେ କବିରୀଜ ଡ଼କ୍ଟର ଗଜାନନ ତ୍ରିପାଠୀ ଆଇନଜୀବୀ ଏବଂ ସାମ୍ବାଦିକ ଙ୍କ ଦ୍ବାରା ପ୍ରତିଷ୍ଠିତ ଚତୁର୍ଦ୍ଧା ଦୁରୁ ଦିଅଁ ବିଗ୍ରହଙ୍କର ପରମ୍ପରାଗତ ରତ୍ନ ବେଦୀ ବାହୁଡ଼ା ରଥ ଆସି ଆଜି ପହଞ୍ଚିଛି। ଆସନ୍ତା କାଲି ନୀଳାଦ୍ରିବିଜେ କରିବେ
କୁଶପଡ଼ାରେ ମହାବାହୁ ମହାପ୍ରଭୁ ପ୍ରକୃତରେ ଜାତି ଧର୍ମ ନିର୍ବିବାଦରେ ପୂଜିତ ହେଉଛନ୍ତି । ଏଠାକୁ ସବୁଧର୍ମର ସବୁ ଜାତିଜାତକଙ୍କ ପ୍ରବେଶ ଅଛି ॥ ପ୍ରକୃତରେ ଏହି ଯାତ୍ରା ସମୟରେ
ସର୍ବେହୋଇ ଏକାକାର ଡ଼ାକନ୍ତି ଆଦିମ ମଣିଷର ଆରାଧ୍ୟ ଜଗନ୍ତ ରୁ ଜଗର୍ନ୍ନାଥ ଙ୍କୁ ଏହିଠାରୁ ଦେଖିବାକୁ ମିଳିଥାଏ ।
ଜଗର୍ନ୍ନାଥ କୁହନ୍ତି ମୁଁ କଳିରେ କାଠ ହୋଇଯାଇଅଛି ।


ମୁଁ କାଠ ହୋଇଯାଇଅଛି ॥
ମୋର ହାତ ଗୋଡ଼ ନାହଁ ।
ଭଲ ଅଛି ନତୁବା
ମୋତେ ଏ କଳିଯୁଗ ମଣିଷ
ବନ୍ଦି କରିବା ତାଙ୍କ ପକ୍ଷେ କିଛି
ନୁଅଁ ହେବନାହିଁ ।
ପିଲାଛୁଆ ପାଇଁ କଟୁ କଲତକରାଳ କରି
ବିଭିନ୍ନ ଉପାୟରେ ସଂଚୟ କରିବାରେ ବ୍ୟସ୍ତ ଅଛନ୍ତି।
ସେ ଯାହା ହେଉ ଆଜି
ସୁବୁର ବିଦେଶରୁ କିଛି ପର୍ଯ୍ୟଟକ
ଆସି ପରିଭ୍ରମଣ କରିଗଲେ
ଏଠାରେ ମଣିଷର ଦୁଇଟି ଜାତି
ଲିଙ୍ଗ ଭେଦରେ ପୁରୁଷ ଆଉ ସ୍ତୀ
ଏକଥା ଦେଖିବା ପରେ ନିଜ ପକ୍ଷରୁ ସଂକିର୍ଣ୍ଣ ମନ୍ଦିର ର ଓଡ଼ିଶା
ସରକାର ବିକାଶ କରନ୍ତୁ ବା ନକରନ୍ନ୍ତୁ ଏଠାରେ ଏକ ଭଦ୍ୟ
ମନ୍ଦିରର ନିର୍ମଣ ନିମନ୍ତେ ପ୍ରତିଷୃତି ଦେବା ସହିତ ଏକ
୫୦ ଡ଼ଲାର ଦେଇଛନ୍ତି ।
ମନେ ହୁଏ ସେଇମାନେ
ପ୍ରକୃତ ଜଗର୍ନ୍ନାଥ ପ୍ରେମି
ଆଦିମ ମଣିଷର ପ୍ରେମି ଅଟନ୍ତି ।

ଟଙ୍କା ଗ୍ରହଣ କରିନାହାନ୍ତି ମନ୍ଦିର ପରିଚାଳକ ଯେ ହେତୁ ମନ୍ଦିର
ସରକାରି ଭାବେ ପଞ୍ଜିକୃତ ହୋଇନାହିଁ ।
ଏଣୁ ସଂପୃକ୍ତ ବିଦେଶି ପର୍ଯ୍ୟଟକ ମାନଙ୍କୁ କୃତଜ୍ଞତା ଜଣାଇ ଟଙ୍କା ଫେରସ୍ତ କରିଦିଆଯାଇଅଛି।

  • jmjnewso

    Related Posts

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    Spread the love

    Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 27 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 25 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 32 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 42 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ